Latest Odisha News

BREAKING NEWS

Yearly Archives

2023

ବିନା ଲାଇସେନ୍ସରେ ଚାଲିଛି ଓଲା, ଉବେର ଟାକ୍ସି; ଆରଟିଓ ଅଧିକାରୀ ଦେଲେ ଥାନାରେ ଏତଲା

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ବିନା ଲାଇସେନ୍ସରେ ବାଇକ୍ ଟ୍ୟାକ୍ସି ଚଳାଇଥିବା ଓଲା, ଉବେର, ରାପିଡୋ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଆରଟିଓ ବିକାଶ ଚନ୍ଦ୍ର ଚୌଧୁରୀ କହିଛନ୍ତି, ଏଗ୍ରିଗେଟରମାନେ କେବଳ ପରିବହନ ଗାଡ଼ି…

ସଫଳ ଆନ୍ତର୍ଜାତୀୟ କ୍ୟାରିୟର ସତ୍ୱେ ଏହି ଖେଳାଳିମାନେ ଖେଳି ପାରି ନାହାନ୍ତି ଦିନିକିଆ ବିଶ୍ୱକପ କ୍ରିକେଟ

ନୂଆଦିଲ୍ଲୀ: ଆଉ ହାତ ଗଣତି ଦିନ ପରେ ଭାରତରେ ଆରମ୍ଭ ହୋଇଯିବ ଦିନିକିଆ ବିଶ୍ୱକପ କ୍ରିକେଟ । ୧୯୮୩ ଓ ୨୦୧୧ ପରେ ଟିମ ଇଣ୍ଡିଆ ଏଥର ପୁନର୍ବାର ଚାମ୍ପିୟନ ହେବ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ, ଆନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବା ସତ୍ୱେ…

ଭୁବନେଶ୍ୱରକୁ ‘ପୂର୍ବାଞ୍ଚଳର ଶ୍ରେଷ୍ଠ ସ୍ମାର୍ଟ ସିଟି’ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ଇଣ୍ଡିଆ ସ୍ମାର୍ଟ ସିଟି କନକ୍ଲେଭ୍ 2023ରେ 'ପୂର୍ବାଞ୍ଚଳର ଶ୍ରେଷ୍ଠ ସ୍ମାର୍ଟ ସିଟି' ପୁରସ୍କାର ମିଳିଛି। ନବସୃଜନ, ସ୍ଥାୟିତ୍ୱ ଏବଂ ସମାବେଶୀ ସହରାଞ୍ଚଳ ବିକାଶ ପ୍ରତି ସହରର ଅବିଶ୍ୱାସନୀୟ ସମର୍ପଣ ଉପରେ ଆଲୋକପାତ କରି ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ…

୬ ମାସ ଯାଏ ମଣିପୁରକୁ ‘ଅଶାନ୍ତ କ୍ଷେତ୍ର’ ଘୋଷଣା କଲେ ସରକାର

ଇମ୍ଫାଲ:ସମଗ୍ର ମଣିପୁରକୁ ପୁରା ୬ ମାସ ଯାଏ ‘ଅଶାନ୍ତ କ୍ଷେତ୍ର’ ଘୋଷଣା କଲେ ମଣିପୁର ସରକାର । ଆର୍ମଡଫୋର୍ସେସ ସ୍ପେସିଆଲ ପାୱର ଆକ୍ଟ ଅନୁସାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖିବା ପରେ ବୁଧବାର ଏପରି ଘୋଷଣା କରିଛନ୍ତି ସରକାର । ତେବେ ଏଥିରୁ ୧୯ଟି ଥାନା ଅଞ୍ଚଳକୁ ବାଦ ଦିଆ ଯାଇଛି ।…

ଘାଟି ରାସ୍ତାରୁ ତଳକୁ ଖସି ପଡିଲା ସ୍କୁଟର: ୩ ଯୁବକ ମୃତ

କୋରାପୁଟ:ଘାଟି ରାସ୍ତାରେ ଯାଉଥିବାବେଳେ ଖସି ପଡିଲା ସ୍କୁଟର । ଚାଲିଗଲା ୩  ଯୁବକଙ୍କ ଜୀବନ । ଏମିତି ଦୁର୍ଘଟଣା ଘଟଛି କୋରାପୁଟ ଜିଲ୍ଲାରେ । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଆନ୍ଧ୍ରର ଏହି ତିନି ଜଣ ଯୁବକ କୌଣସି କାମରେ କୋରାପୁଟ ଆସିଥିଲେ । କାମ ସାରି ଫେରିବା ବାଟରେ…

୨୪ ବର୍ଷୀୟ ନବୀନ ଉଲ ହକ ଦିନିକିଆ କ୍ରିକେଟରୁ ଅବସର ନେଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଷ୍ଟାର ଅଲରାଉଣ୍ଡର ନବୀନ ଉଲ ହକ ବୁଧବାର ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ୨୪ ବର୍ଷୀୟ ନବୀନ କହିଛନ୍ତି ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ସେ ୫୦ ଓଭର ବିଶିଷ୍ଟ ଖେଳକୁ…

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରେ ଧର୍ମଘଟ ଡାକରା ଦେଲା ବସ ମାଲିକ ସଂଘ

ଭୁବନେଶ୍ୱର: ଅଲଓଡ଼ିଶା ବସ ମାଲିକ ସଂଘ ଅକ୍ଟୋବର ୧୦ରୁ ଅନିର୍ଦଷ୍ଟକାଳ ପାଇଁ ଧର୍ମଘଟ କରିବେ ବୋଲି ବୁଧବାର ଚେତାବନୀ ଦେଇଛି । ସରକାରଙ୍କ ଲକ୍ଷ୍ମୀ (LAccMI) ଯୋଜନାକୁ ବିରୋଧ କରି ବସ ମାଲିକ ସଂଘ ସାରା ରାଜ୍ୟରେ ଏହି ଆନ୍ଦୋଳନ ଡାକରା ଦେଇଛି । ମିଳିଥିବା ସୂଚନା ଅନୁସାରେ, ଆଜି…

ରୋବୋଟିକ୍ସ ଗ୍ୟାଲେରୀରେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପରଷିଲା ରୋବର୍ଟ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟି (ବିଜ୍ଞାନ ସହର) ପରିଦର୍ଶନ କରିଛନ୍ତି । ସେ ରୋବୋଟିକ୍ସ ଗ୍ୟାଲେରୀ, ନେଚର ପାର୍କ, ଆକ୍ୱାଟିକ୍ ଗ୍ୟାଲେରୀ ଏବଂ ସାର୍କ ଟନେଲ ପରିଦର୍ଶନ କରିବା ସହ ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ…

ଏସିଆନ ଗେମ୍ସ: ଭାରତର ପଦକ ସଂଖ୍ୟା ୨୨ରେ ପଂହଚିଲା

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତୀୟ ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ୪ର୍ଥ ଦିନ ଶୁଟିଂରେ ଭାରତ ୨ ସ୍ୱର୍ଣ୍ଣ ସମେତ ୭ ପଦକ ଜିତିଥିଲେ । ୪ର୍ଥ ଦିବସ ଶେଷ ସୁଦ୍ଧା ଭାରତ ଓଭରାଲ ୫ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ଜିତିଛି । ବୁଧବାର ୨୫ ମିଟର ପିସ୍ତଲ…

ଶହ ଶହ କୋଟି ଖର୍ଚ୍ଚ କରି ଅଭିଯୋଗ ଶୁଣାଣି କରୁଛନ୍ତି ହେଲେ ରାଜଧାନୀରେ ବସିଥିବା ଆନ୍ଦୋଳନକାରୀଙ୍କ କଥା ଶୁଣିବାକୁ…

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଆନ୍ଦୋଳନରତ ଶିକ୍ଷକଙ୍କ ନାଯ୍ୟ ଦାବୀକୁ ସମାଧାନ କରିପାରିଲେ ନାହିଁ ରାଜ୍ୟ ସରକାର । ରାଜ୍ୟରେ ସବୁ ସମୟରେ ଶିକ୍ଷକମାନେ ସେମାନଙ୍କର ସର୍ବନିମ୍ନ ଅଧିକାରକୁ ନେଇ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଆଜି ରାଜ୍ୟର ୫୦ହଜାର ସ୍କୁଲରେ ତାଲା ପଡିଛି…