Latest Odisha News

BREAKING NEWS

Yearly Archives

2023

ନ୍ୟାୟ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ କପୁର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ସେ ଅଦାଲତରେ ଏକ ଆବେଦନ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ନାମ ଓ ପରିଚୟକୁ ନେଇ ଅପବ୍ୟବହାର କରାଯାଉଥିବା ଆବେଦନରେ ଦର୍ଶାଇଛନ୍ତି । ଫଳରେ ତାଙ୍କର…

ଫିଲ୍ମ ପ୍ରମୋସନ୍ ପାଇଁ ସଂସଦ ଭବନରେ ପହଞ୍ଚିଲେ ଅଭିନେତ୍ରୀ, ଲୋକେ କଲେ ନାପସନ୍ଦ

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ କିଛି ଦିନ ହେବ ମହିଳାମାନଙ୍କୁ ଦେଖିବାକୁ ମିଳୁଛି । ନାରୀ ସଶକ୍ତିକରଣଙ୍କୁ ପ୍ରୋତ୍ସାହନ ଦେବା ସକାଶେ ଅନେକ ଅଭିନେତ୍ରୀମାନଙ୍କୁ ସଂସଦ ଭବନ ଭିତରକୁ ନିମନ୍ତ୍ରିତ କରାଯାଇଛି । ଏହି ଅବସରରେ ‘ଥ୍ୟାଙ୍କ୍ ୟୁ ଫର କମିଂ’ ଫିଲ୍ମର ସଦସ୍ୟାମାନଙ୍କୁ ବି ସଂସଦ ଭବନରେ…

ପାକିସ୍ତାନୀ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ, ଆଣ୍ଡ୍ରଏଡ୍ ୟୁଜର୍ସ ହୋଇଯାଆନ୍ତୁ ସାବଧାନ !

ନୂଆଦିଲ୍ଲୀ: ଟେକ୍ନୋଲଜି ଜରିଆରେ ଦୃତଗତିରେ ଅଗ୍ରସର ହେଉଛି ବିଶ୍ୱ। ହେଲେ ଏହା ଆମ ପାଇଁ ଯେତିକି ଉପକାର ସେତିକି ଅପକାର ମଧ୍ୟ। ଆଜିକାଲି ଉନ୍ନତ ଧରଣର ଟେକ୍ନୋଲଜି ବ୍ୟବହାର କରି ଆମ ସିଷ୍ଟମ ଏବଂ ମୋବାଇ ହ୍ୟାକ କରୁଛନ୍ତି ହ୍ୟାକର। ଏଥିପ୍ରତି ଜନସାଧାରଣ ସତର୍କ ହେବା ଆବଶ୍ୟକ। ହ୍ୟାକିଂ ଘଟଣା…

ପୁଣିଥରେ ଭାରତ ଗସ୍ତରେ ଆସିବାକୁ ଆମେରିକା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ହୋଇଛି: ଏରିକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକରେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ବୁଧବାର ଦିନ ଭାରତରେ ଆମେରିକାର ରାଷ୍ଟ୍ରଦୂତ…

ରାଜ୍ୟର ବିଭିନ୍ନ ସ୍ଥାନରେ ‘ମେରୀ ମାଟି ମେରା ଦେଶ’ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଜାରି

ଭୁବନେଶ୍ୱର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା 'ମେରୀ ମାଟି ମେରା ଦେଶ' କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତା ପୂର୍ବକ ଗତ ଅଗଷ୍ଟ ୧୫…

୨୬ରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଘୋଷଣା

ଭୁବନେଶ୍ୱର: ତିନି ଦଫା ଦାବି ପୂରଣ ଦାବିରେ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ ବୁଧବାର ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୬ ତାରିଖରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ମଧ୍ୟ ଶିକ୍ଷକ ସଂଘ ଘୋଷଣା କରିଛି। ମହାସମାବେଶରେ ପ୍ରାୟ ୧ ଲକ୍ଷ ଶିକ୍ଷକ ଯୋଗ…

ରୋଗୀ ଦେଖିବାକୁ ଆସି ମୋ ବସରୁ ଲୁଟର ଶିକାର ହେଲେ ମହିଳା

ଭୁବନେଶ୍ୱର: ରାଜଧାନୀରେ ବୁଧବାର 'ମୋ ବସ୍'ରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କଠାରୁ ସୁନା ଅଳଙ୍କାର ଓ ନଗଦ ୬ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି। କଟକର ୪୨ ମୌଜାର ଅହଲ୍ୟା ଦାସ ନାମକ ଜଣେ ମହିଳା ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଭେଟିବାକୁ…

ମୋଦୀଙ୍କ ହ୍ୱାଟସ ଆପ୍ ଚ୍ୟାନେଲର ବଡ଼ ରେକର୍ଡ; ଦିନକରେ ଯୋଡ଼ି ହେଲେ ଲକ୍ଷାଧିକ ଫଲୋଅର୍ସ

ନୂଆଦିଲ୍ଲୀ: ହ୍ୱାଟସ୍ ଆପର ନୂତନ ଫିଚରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଦିନକ ପୂର୍ବରୁ ଅର୍ଥାତ୍ ୧୯ ସେପ୍ଟେମ୍ବରରେ ହ୍ୱାଟସ୍ ଆପ୍ ଚ୍ୟାନେଲରେ ଯୋଗ ଦେଇଛନ୍ତି। ଯୋଗ ଦେବାର ଦିନକରେ ଯୋଡ଼ି ହେଲେ ଲକ୍ଷାଧିକ ଫଲୋଅର୍ସ। ଗୋଟିଏ ଦିନରେ ୧୦ ଲକ୍ଷ ଫଲୋଅର୍ସ ଯୋଡି ହେବା ପରେ…

ମେଟ୍ରୋ ଟ୍ରେନ୍‌ରେ ଶାହାରୁଖଙ୍କ ‘ଯବାନ’ ଲୁକ୍‌ରେ ଯୁବତୀ, ଯାତ୍ରୀ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ବଢୁଥିବା ଧାରା ଲୋକଙ୍କୁ ରିଲ ଏବଂ ଭିଡିଓ ତିଆରି କରିବା ପଛରେ ପାଗଳ କରିଦେଇଛି । କେତେବେଳେ, କେଉଁଠାରେ ଏବଂ କିପରି ଏକ ରିଲ୍ ତିଆରି କରିବେ ସେନେଇ ସମସ୍ତେ ପାଗଳ । ସର୍ବସାଧାରଣ ସ୍ଥାନଗୁଡିକୁ ସେମାନଙ୍କର ସୋସିଆଲ୍ ମିଡିଆ ମାଧ୍ୟମ କରିଛନ୍ତି । ଆଉ ମେଟ୍ରୋ…

ଆର୍ଥୀକ ଅନାଟନରେ ଭାରତର ଏକ ନମ୍ବର ଟେନିସ ଖେଳାଳି

ନୂଆଦିଲ୍ଲୀ: ଭାରତର ଏକ ନମ୍ବର ଟେନିସ ଖେଳାଳି ସୁମିତ ନାଗଲଙ୍କ ଆର୍ଥୀକ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇପଡିଛି । ଏଟିପି ଟୁର ଖେଳିବା ପାଇଁ ୧କୋଟି ଟଙ୍କାର ଯୋଗାଡ କରିବା ପରେ ଏବେ ତାଙ୍କ ପାଖରେ ମାତ୍ର ୮୦ ହଜାର ଟଙ୍କା ରହିଛି । ଅନ୍ୟର ସହଯୋଗ ବିନା ଆଗକୁ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ…