ଅନୁବାଦ କବିତା : ଶତାଦ୍ଦୀର ଶେଷ ପୂର୍ଣ୍ଣିମା ପାଇଁ କବିତାଟିଏ
ମୂଳ ବାଂଲା : ମହାଦେବ ଶାହା
ଏତେ ଦିନ ଧରି ଚନ୍ଦ୍ର ଥିଲା
ମୋ ହୃଦୟ ଭିତରେ
ସେ ଜହ୍ନକୁ ତୁମକୁ ଦେଉଛି
ଏଇ ଶତବ୍ଦୀର ଶେଷ ପୁର୍ଣ୍ଣିମାରେ
ତୁମକୁ ଦେଲି ଏ ଚନ୍ଦ୍ର
ତୁମ ପାଇଁ ଦେଲି ଅଶ୍ରୁଜଳ।
ଏ ଚନ୍ଦ୍ରିକା ଆମ କୁଟୀର ଶିଳ୍ପ ପରି
ବୁଣାକାରର ହସ୍ତତନ୍ତ କଳ
ଦିନେ ଏଇ ଜହ୍ନ ଥିଲା…