ନକଲି ସାର୍ଟିଫିକେଟ ମାମଲାରେ ଗଞ୍ଜାମରେ ଆଉ ଜଣେ ମହିଳା ଶିକ୍ଷୟତ୍ରୀ ନିଲମ୍ବିତ
ବ୍ରହ୍ମପୁର: ଆଉ ଜଣେ ନକଲି ସାର୍ଟିଫିକେଟ୍ ମାମଲାରେ ନିଲମ୍ବିତ। ଗଞ୍ଜାମ ଜିଲ୍ଲାରେ ଜଣେ ଠିକା କନିଷ୍ଠ ଶିକ୍ଷକଙ୍କୁ ଏହି ମାମଲାରେ ଚାକିରିରୁ ନିଲମ୍ବିତ କରାଯାଇଛି।
ସୂଚନା ଅନୁଯାୟୀ, ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ାଠାରେ ଥିବା ଏନବି ବିଦ୍ୟାପୀଠରେ ୨୦୧୨ ମସିହାରେ ଠିକା…