ବିଶ୍ୱକପ ଟିକେଟ ବୁକିଂକୁ ସମାଲୋଚନା କଲେ ପୂର୍ବ କ୍ରିକେଟର ଭେଙ୍କେଟେଶ ପ୍ରସାଦ
ମୁମ୍ବାଇ: ଭାରତର ପୂର୍ବତନ ପେସ ବୋଲର ଭେଙ୍କେଟେଶ ପ୍ରସାଦ ବିଶ୍ୱକପ ଟିକେଟ ବୁକିଂ ପ୍ରୋସେସକୁ ଆଲୋଚନା କରିଛନ୍ତି । ଷ୍ଟାଡିୟମରେ ଆମକୁ ପ୍ରକୃତ କ୍ରିକେଟ ପ୍ରଶଂସକ ଦରକାର । ବିଶ୍ୱକପ ଆୟୋଜନ କରିବା ଦେଶ ପାଇଁ ଗର୍ବର ବିଷୟ । ଟିକେଟ ବିକ୍ରିରେ ପାରଦର୍ଶୀତା ଅବଲମ୍ବନ କରିବା ଜରୁରୀ ଥିଲା ।…