ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଉତ୍ତେଜନା: ହଷ୍ଟେଲ ନମିଳିବାକୁ ନେଇ ଛାତ୍ରଙ୍କ ଧାରଣା
ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଉତ୍ତେଜନା । ପିଜି ନାମଲେଖାର ଏକ ମାସ ବିତିଯାଇଛି । ହେଲେ ହଷ୍ଟେଲ ପାଇଁ ଆଲର୍ଟମେଣ୍ଟ ହୋଇପାରିଲାନାହିଁ । ଯାହାକୁ ନେଇ ତାତିଛନ୍ତି ଛାତ୍ର । ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ଶତାଧିକ ଛାତ୍ର ଧାରଣା ଦେବା ସହ ନାରାବାଜି କରୁଥିବା…