Latest Odisha News

BREAKING NEWS

Yearly Archives

2023

ଏମପିରେ ମୋଦିଙ୍କ ଆଶୀର୍ବାଦ ସହ ରାହୁଲଙ୍କ ଆକ୍ରୋଶ ଲଢେଇ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି। କ୍ଷମତା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଏଠାରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳ ଲୋଭନୀୟ ଯୋଜନା ଓ ପ୍ରତିଶ୍ରୁତି ମାଧ୍ୟମରେ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ କରିଛନ୍ତି।…

ଜର୍ମାନୀର ସବୁଠାରୁ ସ୍ମାର୍ଟ ମହିଳା ପୋଲିସ୍‌, ସୌନ୍ଦର୍ଯ୍ୟ ପାଇଁ ଛାଡିବାକୁ ପଡିଲା ଚାକିରି

ଜର୍ମାନୀ: ପ୍ରତ୍ୟେକ ମହିଳା ନିଜକୁ ସୁନ୍ଦର ଓ ଫିଟ୍ ରଖିବାକୁ ଚାହାନ୍ତି । ସେଥିଲାଗି ଅନେକ ନିଜ ସୌନ୍ଦର୍ଯ୍ୟକୁ ନେଇ ମଡ଼େଲିଂରେ କ୍ୟାରିୟର କରିବାକୁ ରୁଚି ରଖିଥାନ୍ତି । କିନ୍ତୁ ଏହି ସୌନ୍ଦର୍ଯ୍ୟ ଯେ, ନିଜ କ୍ୟାରିୟରରେ ବାଧକ ସାଜିବ ତାହା କେହି କେବେ ଭାବି ନ ଥିବେ । ଏପରି କିଛି ଘଟିଛି…

ମନ୍ତ୍ରୀ-ସଚିବଙ୍କୁ ସୌମ୍ୟଙ୍କ କଡା ଜବାବ: ତୃତୀୟ ମହଲାରୁ ଦଳ ଚାଲି ପାରିବ ନାହିଁ

ଭୁବନେଶ୍ୱର: ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ମୁଖ୍ୟମନ୍ତ୍ରୀ ଭାଗ୍ୟବାନ, ଦଳକୁ ବହୁତ ଲୋକ ସମର୍ଥନ କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କର ବର୍ଷକ ତଳେ ଯେଉଁ ଗ୍ରହଣ ଯୋଗ୍ୟତା ଥିଲା ତାହା  କାହିଁକି କମି କମି ଯାଉଛି ? ଏକଥା ସୂଚାଇ ଦେବା କ‘ଣ ଦଳ ବିରୋଧୀ କାମ କି ? ଦଳକୁ…

କାର ଦୁର୍ଘଟଣାର ୯ମାସ ପରେ ସମ୍ମୁଖକୁ ଆସିଲେ ଆଣ୍ଡ୍ର‌୍ୟୁ ଫ୍ଲିଂଟଫ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ରିକେଟର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ ଦୁର୍ଘଟଣାର ୯ ମାସ ପରେ ସମ୍ମୁଖକୁ ଆସିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ୪୫ ବର୍ଷୀୟ ଏହି ମ୍ୟାଚ ବିଜେତା ଖେଳାଳି ଇଂଲଣ୍ଡ ଦଳର ଖେଳାଳିଙ୍କ ସହ ଉପସ୍ଥିତ ଥିଲେ । ଗତ ବର୍ଷ ସରେରେ ଟପ ଗିୟର ଡନ୍ସଫୋଲ୍ଡ ଏରୋଡ୍ରମରେ…

ପୂର୍ବତନ ପ୍ରେମିକାଙ୍କ ଅଫିସ ନିକଟରେ ‘ଅଫିସ୍ ସ୍ପେସ୍‌’ କିଣିଲେ କାର୍ତ୍ତିକ

ମୁମ୍ବାଇ: ପୂର୍ବତନ ପ୍ରେମିକାଙ୍କ ଅଫିସ ନିକଟରେ ‘ଅଫିସ୍ ସ୍ପେସ୍‌’ କିଣିଲେ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ସେ ମୁମ୍ବାଇରେ ୧୦ କୋଟି ଟଙ୍କାର ଏକ ‘ଅଫିସ୍ ସ୍ପେସ୍‌’ କିଣି ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାର୍ତ୍ତିକ ତାଙ୍କ ପୂର୍ବତନ ପ୍ରେମିକା ସାରା ଅଲ୍ଲୀ ଖାନ୍‌ଙ୍କ ଅଫିସ୍‌କୁ…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଶାହାରୁଖଙ୍କ ‘ଯବାନ’

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ଯବାନ । ଏହି ଫିଲ୍ମ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ରିଲିଜ୍‌ର…

‘ବୟସ୍କ ବ୍ୟକ୍ତି ବା  ରୋଗୀ ନୁହେଁ,  ସମସ୍ତଙ୍କ ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିିଛି’

ଭୁବନେଶ୍ଵର :ଦୈନନ୍ଦିନ ଜୀବନରେ ଫିଜିଓଥେରାପୀର ଆବଶ୍ୟକତା ରହିଛି । ଏକ ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ଫିଜିଓଥେରାପୀର ଆବଶ୍ୟକତା ରହିଛି । କେବଳ ବୟସ୍କ ବ୍ୟକ୍ତି ବା  ରୋଗୀ ନୁହେଁ,  ସମସ୍ତଙ୍କ ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିିଛି  । ଏପରି ମତ ଦେଇଥିଲେ ପ୍ରାୟ ୨୦୦ରୁ ଅଧିକ ଫିଜିଓଥେରାପି…

ଦାନ ବାକ୍ସରୁ ମିଳିଲା ମାନବ ଖପୁରୀ, ଲୋକେ ଦେଖି ଭୟଭୀତ

ନ୍ୟୁୟର୍କ: ଦୁନିଆରେ ଦାତାମାନଙ୍କର କୌଣସି ଅଭାବ ନାହିଁ । ଲୋକମାନେ ଟଙ୍କା, ସୁନା-ରୂପା, ପୋଷାକ, ଜମି ଆଦି ଅନେକ ଜିନିଷ ଦାନ କରିଥାନ୍ତି । ସେହିପରି ଆମେରିକାରେ ଏକ ଦାନ ବାକ୍ସ ଖୋଲା ଯାଇଛି । ଯେଉଁଠାରେ ଦାନ କରାଯାଇଥିବା ଜିନିଷଗୁଡ଼ିକ ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ । କିନ୍ତୁ…

ସୌମ୍ୟଙ୍କୁ ପୁଣି ବିଜେଡି ବାଣ: ଦଳ ଛାଡି ସମ୍ପାଦକୀୟ ଲେଖିବାକୁ କହିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ଵର:ଅରୁଣ ସାହୁ, ଅତନୁ ସବ୍ୟସାଚୀଙ୍କ ପରେ ସୌମ୍ୟଙ୍କୁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ କଟାକ୍ଷ   । ସୌମ୍ୟଙ୍କୁ ସମାଲୋଚନ କରି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଦଳରେ ରହି ଦଳର ନେତା, ସରକାରଙ୍କୁ ସେ ନିରନ୍ତର ସମାଲୋଚନା କରୁଛନ୍ତି । ଏପରି କରିବାକୁ ବ୍ଲାକମେଲ ଟାକ୍ଟିସ…

ବାହୁବଲୀ-୨କୁ ପଛରେ ପକାଇଲା ସନ୍ନି ପାଜିଙ୍କ ‘ଗଦର-୨’:ଏବେ ମଧ୍ୟ ପ୍ରେକ୍ଷାଳୟରେ ଦ୍ରୁତ ଗତିରେ ଆଗେଇ…

ଭୁବନେଶ୍ୱର: ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ 'ଗଦର ୨' ସାମ୍ନାରେ ସବୁ ସିନେମା ଫିକା ପଡ଼ିଯାଇଛି । କେବଳ ଗୋଟିଏ ମାସ ଭିତରେ ଏହି ସିନେମା ଅନେକ ରେକର୍ଡ ଭାଙ୍ଗି ସାରିଛି ।  ଏହା ରିଲିଜ୍ ହେବାର ୨୯ତମ ଦିନରେ ପ୍ରଭାସଙ୍କ ଅଭିନୀତ 'ବାହୁବଲୀ-୨' କୁ ପଛରେ ପକାଇ ବର୍ତ୍ତମାନ…