Latest Odisha News

BREAKING NEWS

Yearly Archives

2023

ନାଚଗୀତରେ ମସଗୁଲ ମାଓବାଦୀ, ଭିଡିଓ ହେଲା ଭାଇରାଲ

ମାଲକାନଗିରି: ନାଚଗୀତରେ ମସଗୁଲ ହେଲେ ମାଓବାଦୀ । ହାତରେ ହାତକୁ ଛନ୍ଦି ବନ୍ଧୁକ ଧରି ନାଚି ନାଚି ଝୁମୁଛନ୍ତି ମାଓବାଦୀ। ମହିଳା ଓ ପୁରୁଷ ବର୍ଦ୍ଦି ଧାରୀ ମାଓବାଦୀ ଭରପୁର ଆନନ୍ଦ ଉଠାଇ ଜଙ୍ଗଲ ମଧ୍ୟରେ ନାଚିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି…

ଘୁଞ୍ଚିପାରେ ଚନ୍ଦ୍ରମୁଖୀ -୨ର ରିଲିଜ୍ ତାରିଖ, ‘ଜୱାନ’ର କ୍ରେଜ ଦେଖି ଦ୍ଵନ୍ଦରେ ନିର୍ଦ୍ଦେଶକ

ମୁମ୍ବାଇ: ଜୱାନ'ର ସଫଳତା ଦେଖି ଅନ୍ୟାନ୍ୟ ଫିଲ୍ମ ନିର୍ମାତା ମାନେ ନିଜ ଫିଲ୍ମର ରିଲିଜକୁ ନେଇ ପଛଘୁଞ୍ଚା ଦେଉଥିବାର ଦେଖା ଯାଇଛି । ପ୍ରେକ୍ଷାଳୟ ଗୁଡ଼ିକରେ ଫିଲ୍ମ 'ଜୱାନ' ଚାଲିଥିବା ବେଳେ କାଳେ ତାଙ୍କର ଫିଲ୍ମଟି ବକ୍ସ ଅଫିସ୍ ରେ ଭଲ ବ୍ୟବସାୟ ନକରିବ ଏହାକୁ ନେଇ ଦ୍ଵନ୍ଦରେ ପଡିଛନ୍ତି ଅନେକ…

ଛତୁଆ ଠକେଇ , ପୁଷ୍ଟିକର ଖାଦ୍ୟ ନାଁରେ ଦିଆଯାଉଛି ଅପମିଶ୍ରିତ ଛତୁଆ

ନୂଆପଡା: ଗର୍ଭବତୀ ଓ ଶିଶୁମାନଙ୍କୁ ନିମ୍ନମାନର ଛତୁଆ ଗୁଡ଼ ଦିଆ ଯାଉଥିବାର ଅଭିଯୋଗ ହୋଇଛି । ପୁଷ୍ଟିକର ଖାଦ୍ୟ ବଦଳରେ ଅପୃଷ୍ଟିକର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଉଛି ଯାହାକୁ ନେଇ ଅଭିଯୋଗ ହୋଇ ଆସୁଛି । ବିଡ଼ିଓ, ସିଡ଼ିପିଓ ଓ ଜିଲ୍ଲାପାଳଙ୍କୁ ବାରମ୍ଵାର ଅଭିଯୋଗ ପରେ ମଧ୍ୟ…

ଆପଣ ପାଉଁଜି ପିନ୍ଧିବାକୁ ଭଲ ପାଆନ୍ତି କି ? ତେବେ ଜାଣନ୍ତୁ ଏହାର ଜବରଦସ୍ତ ଫାଇଦା

ଭୁବନେଶ୍ଵର: ନାରୀ ମାନଙ୍କୁ ଯେଉଁ କେତୋଟି ଅଳଙ୍କାର ପିନ୍ଧିବା ପାଇଁ ପସନ୍ଦ ହୋଇଥାଏ ସେଗୁଡିକ ମଧ୍ୟରୁ ପାଉଁଜି ଅନ୍ୟତମ। ହିନ୍ଦୁ ଶାସ୍ତ୍ର ଅନୁଯାଇ ନାରୀର ୧୬ ଶୃଙ୍ଗାର ମଧ୍ୟରୁ ପାଉଁଜି ଅନ୍ୟତମ। ଏହା କେବଳ ନାରୀର ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ ବରଂ ଏହାକୁ ନାରୀର ବ୍ୟକ୍ତିତ୍ୱର ପରିଚୟ…

ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଇଣ୍ଡିଆ ନୁହେଁ, ଭାରତ ନାଁରେ ପରିଚିତ ହେଲା ଦେଶ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଇଣ୍ଡିଆ ନୁହେଁ, ଭାରତ ନାଁରେ ପରିଚିତ ହେଲା ଦେଶ ।  ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଟେବୁଲ ଉପରେ ଥିବା କଣ୍ଟ୍ରିପ୍ଲେଟରେ ଇଣ୍ଡିଆ ଜାଗାରେ ଲେଖାଗଲା ଭାରତ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଜି-୨୦ ଶିଖର ସମ୍ମିଳନୀରେ । ଇଣ୍ଡିଆ…

ବାତିଲ ହେଲା ମା’ ତାରିଣୀଙ୍କ ଭୋଗ ନଡିଆ ନିଲାମ

ଘଟଗାଁ: ବାତିଲ ହେଲା ମା ତାରିଣୀଙ୍କ ଭୋଗ ନଡିଆ ନିଲାମ  । ଆଜି ମନ୍ଦିର କର୍ତ୍ତୃପକ୍ଷ ଡାକିଥିବା ଖୋଲା ନିଲାମ ପ୍ରକ୍ରିୟା ବାତିଲ ହୋଇଛି  । ରାଜ୍ୟର କୋଣ ଅନୁକୋଣରୁ ଘଟଗାଁ ମା’ ତାରିଣୀ ପୀଠକୁ ପ୍ରତିଦିନ ଶହ ଶହ ମାନସିକ ନଡ଼ିଆ ଆସୁଛି। ମା’ଙ୍କ ଠାରେ ଭୋଗ ଲାଗିବା ପରେ ଏହାର…

 ବିଶ୍ୱକପ୍ ୨୦୨୩ ରେ ଟିମ୍ ଇଣ୍ଡିଆ ପାଇଁ ‘କୁଲଚା’ ପରିବର୍ତ୍ତେ କମାଲ୍ କରିବେ ନୂଆ ଯୋଡ଼ି…

ଭୁବନେଶ୍ୱର: ବିଶ୍ୱକପ୍ ୨୦୨୩ ପାଇଁ ଆଇସିସି ପ୍ରଥମେ କାର୍ଯ୍ୟସୁଚୀ ଘୋଷଣା କରିବା ପରେ ସେହି କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ କରାଯାଇଥିଲା । ଏବେ ନିକଟରେ ବିସିସିଆଇ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି । ଏଥର ବିଶ୍ୱକପ୍ ୨୦୨୩ରେ ୟୁଜଭେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ଦିଆଯାଇ…

ସୌମ୍ୟ ବାବୁଙ୍କର ସାହାସ ଅଛି, ସେ ସତକଥା ସାମ୍ନାକୁ ଆଣିଛନ୍ତି-ସାଂସଦ ଅପରାଜିତା

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାହାସ ଅଛି । ସେ ଜଣେ ଅଭିଜ୍ଞ ଲୋକ । ତାଙ୍କ ପାଖରେ ବହୁତ ଅନୁଭବ ରହିଛି । ଜ୍ଞାନ ରହିଛି । ସେ ଭଲ ଲେଖାଲେଖି କରନ୍ତି । ସେ  ସାହାସ କରି ସତ କଥାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି । ଏମିତି କହି ସୌମ୍ୟଙ୍କ ସମର୍ଥନ ଦେଲେ ସାଂସଦ…

ମରକ୍କୋ ଭୂକମ୍ପରେ ୬୩୨ ମୃତ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ସବୁ ପ୍ରକାର ସହାୟତା ଯୋଗାଇଦେବ…

ଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ ହୋଇଛି  । ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶର ଦକ୍ଷିଣ-ପଶ୍ଚିମର ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ । ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ…

ତାରକା ହୋଟେଲର ଭ୍ରମ ସୃଷ୍ଟି କରୁଛି ମିଶନ ଶକ୍ତି କାଫେ, ମିଳୁଛି ବିଭିନ୍ନ ପ୍ରକାରର ଘରୋଇ ସୁସ୍ୱାଦୁ ଖାଦ୍ୟ

ଯାଜପୁର: ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ଶକ୍ତି ହେଲେ ମହିଳା । ସେହି ମିଶନ ଶକ୍ତି ଜରିଆରେ ରାଜ୍ୟର କୋଣ ଅନୁକୋଣରେ ଗ୍ରାହକ ପର୍ଯ୍ୟଟକଙ୍କ ଚାହିଦାକୁ ଲକ୍ଷ୍ୟକରି ଲୋକାର୍ପିତ ହେଉଛି ମିଶନ ଶକ୍ତି କାଫେ । ମହିଳା ମାନେ ହିଁ ଏହାର ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି । ତାରକା ହୋଟେଲର…