Latest Odisha News

BREAKING NEWS

Yearly Archives

2023

ଟାଇମ ସ୍କ୍ୱାୟରରେ ଗୀତ ଲଂଚ କରିବାରେ ପ୍ରଥମ ଭାରତୀୟ ଫିଲ୍ମ ହେଲା ଦି ଭ୍ୟାକ୍ସିନ ୱାର

ନୂଆଦିଲ୍ଲୀ: ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଓ ପଲ୍ଲବୀ ଯୋଶୀଙ୍କ ବହୁ ପ୍ରତୀକ୍ଷିତ ଦି ଭ୍ୟାକ୍ସିନ ୱାରର ପ୍ରଚାର ଟାଇମ୍ସ ସ୍କ୍ୱାୟରରେ ହୋଇଛି । ପ୍ରଥମ ଭାରତୀୟ ଫିଲ୍ମ ଭାବେ ଏହାର ଗୀତ ଏଠାରେ ଲଂଚ କରାଯାଇଥିଲା । ଫ୍ଲାଶ ମବର ଚମତ୍କାର କୋରିଓଗ୍ରାଫି ଯୋଗୁ ଏହାର ପ୍ରଦର୍ଶନ ଜୀବନ୍ତ ହୋଇ…

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ୫ ଛାତ୍ରଛାତ୍ରୀ

ଭୁବନେଶ୍ୱର: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ…

ଶ୍ୱଶୁରଙ୍କ ଜନ୍ମଦିନରେ ଭାବବିହ୍ୱଳ ହେଲେ ଆଲିଆ, ଫଟୋ କଲେ ସେୟାର

ମୁମ୍ବାଇ: ସୋମବାର ଦିବଂଗତ ଅଭିନେତା ଋଷି କପୁରଙ୍କ ୭୧ତମ ଜନ୍ମବାର୍ଷିକୀ ଥିଲା । ତାଙ୍କ ଜନ୍ମଦିନକୁ ପରିବାର ସଦସ୍ୟ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସ୍ତ୍ରୀ ନୀତୁ କପୁର, ଝିଅ ରିଦ୍ଧିମରଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ହେଲେ ଶ୍ୱଶୁରଙ୍କୁ ମନେପକାଇ…

ଗହଳି କମାଇବାକୁ ଯାଇ ଭାରିଯାନ ପାର୍କିଂ ବାବଦରେ ପୋଲିସ କେତେ ଚିନ୍ତିତ?

ଭୁବନେଶ୍ୱର: ଗହଳି କମାଇବାକୁ ଯାଇ ସଂଧ୍ୟା ସମୟରେ କମିସନରେଟ ପୋଲିସ କଟକ ଓ ଭୁବନେଶ୍ୱରରେ ଅଢ଼େଇ ଘଣ୍ଟା ଭାରିଯାନ ପ୍ରବେଶ କରାଇବା ଉପରେ ରୋକ୍ ଲଗାଇଛି। ହେଲେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। କାରଣ ଯେଉଁ ଟ୍ରକ ଏପଟରୁ ସେପଟରୁ ଦୂର ବାଟରୁ ଆସୁଛି ସେ ରାସ୍ତା ଉପରେ କେଉଁ ଜାଗାରେ…

ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ: ସଭାପତି ଓ ପୂର୍ବତନ ସଭାପତିଙ୍କ ଶୀତଳ ଯୁଦ୍ଧ, ଦ୍ୱନ୍ଦରେ କର୍ମୀ

ସୁବର୍ଣ୍ଣପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ପକ୍ଷରୁ ଗାଁ ଗାଁରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ସବୁ ଆୟୋଜିତ ହେଉଛି। ଏହାରି ଭିତରେ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିଜେପିରେ ଗୋଷ୍ଠୀ କନ୍ଦଳ।…

ନିଜର ପାରିଶ୍ରମିକରୁ ୧୦୦ ପ୍ରଶଂସକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦେବେ ବିଜୟ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଭିନୀତ ଫିଲ୍ମ ‘ଖୁସି’ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ଏଥିରେ ବିଜୟ ଓ ସାମନ୍ଥାଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମର ସଫଳତାକୁୁ ନେଇ ବିଜୟ ବହୁତ…

୫୦ ଲକ୍ଷରେ ବିକ୍ରି ହେଉଛି ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚର ଟିକେଟ !

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ୫ ଅକ୍ଟୋବରରୁ ଭାରତରେ ଆରମ୍ଭ ହେଉଛି । ଏ ନେଇ ବିଭିନ୍ନ ମ୍ୟାଚର ଟିକେଟ ବିକ୍ରି ଆଗୁଆ କରାଯାଇଛି । ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା ୧୪ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ଷ୍ଟାଡିୟମରେ ଖେଳାଯିବ । ୧ ଲକ୍ଷ ୩୨ ହଜାର କ୍ଷମତା ବିଶିଷ୍ଟ…

ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣି ବହିଷ୍କୃତ, ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ କରୁଥିଲେ ଚାକିରି

ପାରାଦୀପ: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଅଭିଯୋଗରେ ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଷ୍ଟେଟ ଲେଭେଲ ସ୍କୃଟିନି କମିଟି ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ।…

ସ୍କୁଲର ଅଜବ ନିୟମ, ମଧ୍ୟାହ୍ନ ଭୋଜନ ପରେ ଶୋଇଥା’ନ୍ତି ପିଲା, ଏଥିପାଇଁ ଦେବାକୁ ପଡ଼େ ଫି

ଚୀନ: ଘରୋଇ ହେଉ ବା ସରକାରୀ ବିଦ୍ୟାଳୟଗୁଡ଼ିକରେ ଏବେ ପାଠପଢା ସହ ବିଭିନ୍ନ ବିଷୟରେ ଶିକ୍ଷା ଦିଆଯାଉଛି । ଘରୋଇ ବିଦ୍ୟାଳୟଗୁଡ଼ିକ ବିଭିନ୍ନ ଶିକ୍ଷା ପାଇଁ ଫି ନେଇଥାନ୍ତି । କିନ୍ତୁ ଚିନ୍‌ରେ ଏମିତି ଏକ ବିଦ୍ୟାଳୟ ଅଛି, ଯେଉଁଠି ମଧ୍ୟାହ୍ନଭୋଜନ ପରେ ପିଲାମାନଙ୍କ ପାଇଁ ଶୋଇବାର ବ୍ୟବସ୍ଥା…

୩ ବିଜେଡି ବିଧାୟକଙ୍କୁ କଂଗ୍ରେସର ଜୋରଦାର ବିରୋଧ,ଅଣ୍ଡମାଡ

ଭବାନୀପାଟଣା: ବିଜେଡି ବିଧାୟକଙ୍କୁ ଜୋରଦାର ବିରୋଧ  ।  ଗାଡିକୁ   ଅଣ୍ଡାମାଡ ସହ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ । ନର୍ଲାରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୁରୁଦିବସ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଉଥିଲେ ।…