Latest Odisha News

BREAKING NEWS

Yearly Archives

2023

ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ୍ ବୁଧବାରଠୁ ତେଜାସ୍ କୋଚ୍ ସହିତ ଗଡ଼ିବ

ଭୁବନେଶ୍ୱର: ତେଜସ୍ କୋଚ ସହିତ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଉନ୍ନତ ଯୁଗ ସହିତ ଟ୍ରେନ୍ ଯାତ୍ରା ଅଭିଜ୍ଞତାର ନୂତନ ଯୁଗ ପାଇଁ ଆଧୁନିକ ସୁବିଧା ଯୋଗାଇ ଅଛି ଯାହାକି ଅଗଷ୍ଟ ମାସ ୧୯ ତାରିଖ ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ମ୍ବଲପୁର ମାର୍ଗ ଦେଇ ଏହାର…

ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ମଧ୍ଯମ କ୍ରମର ବ୍ୟାଟର: କୋଚ ଦ୍ରାବିଡ

ବେଙ୍ଗାଲୁରୁ: ଆଗାମୀ ଦିନିକିଆ କ୍ରିକେଟ ବିଶ୍ୱକପ୍ ପୂର୍ବରୁ ଦଳ କିଭଳି ମଧ୍ୟମ କ୍ରମର ବ୍ୟାଟର ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଆହ୍ୱାର ସାମ୍ନା କରୁଛି ଏକ ପ୍ରେସମିଟ୍ କରି କହିଛନ୍ତି କୋଚ ରାହୁଲ ଦ୍ରାବିଡ। ଶ୍ରେୟାସ ଆୟର, ଲୋକେଶ ରାହୁଲ, ଋଷଭ ପନ୍ତଙ୍କ ଭଳି ପ୍ରମୁଖ ଖେଳାଳି ଆହତ ହୋଇଥିବାରୁ…

ମୁହାଁମୁହିଁ ହେବାକୁ ଯାଉଛି ଅମୀର ଓ ଅକ୍ଷୟଙ୍କ ଫିଲ୍ମ

ମୁମ୍ବାଇ: ଠଗ୍ସ ଅଫ ହିନ୍ଦୋସ୍ତାନ ଓ ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଅମୀର ଖାଁ କିଛି ଦିନ ପାଇଁ ଫିଲ୍ମରୁ ବ୍ରେକ ନେଇଥିଲେ । ଏବେ ଅମୀର ତାଙ୍କ ପ୍ରତ୍ୟାବର୍ତନ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନିଜ ବ୍ୟାନର ଅମୀର ତାଙ୍କ ଆଗାମୀ ଫିଲ୍ମ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।…

ମୟୂର ପାଟିରୁ ବାହାରୁଛି ନିଆଁ, ଲୋକେ ଦେଖି ଆଶ୍ଚର୍ଯ୍ୟ

ପୌରାଣିକ କଥାରୁ ଆପଣ ନିଶ୍ଚିତ ଭାବେ ଜାଣିଥିବେ ପଶୁମାନଙ୍କ ପାଟିରୁ ନିଆଁ ବାହାରୁଥିଲା । କେବଳ ଚାଇନାରେ ମିଳିଥିବା ଡ୍ରାଗନ୍ ପାଟିରୁ ନିଆଁ ବାହାରି ପାରେ ବୋଲି କୁହାଯାଏ । ପରବର୍ତ୍ତୀ ସମୟରେ ଡ୍ରାଗନ୍ ବି ବିଲୁପ୍ତ ହୋଇଗଲେ । ଏହା ସହିତ, ସେହି ପଶୁମାନେ ମଧ୍ୟ ବିଲୁପ୍ତ ହୋଇଗଲେ…

ସଚିବଙ୍କ ଗସ୍ତ ବେଳେ ଫାଇଭ-ଟି ଲେଖାଥିବା ଟି-ସାର୍ଟ ପିନ୍ଧା ଯୁବକଙ୍କୁ ବିଜେଡି ନିୟୋଜିତ କରିଛି: କଂଗ୍ରେସ

ନୂଆଦିଲ୍ଲୀ: ମଙ୍ଗଳବାର ୫-ଟି ସଚିବଙ୍କ ଯାଜପୁର ଗସ୍ତକୁ ବିରୋଧୀ କଂଗ୍ରେସ ବିରୋଧ କରୁଥିବା ବେଳେ ଦୁର୍ବୃତ୍ତମାନେ '୫-ଟି' ଲେଖାଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିିଳିଛି। ଯେଉଁମାନେ କି କଂଗ୍ରେସ ସଦସ୍ୟଙ୍କୁ ଆକ୍ରମଣ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ହାତରେ…

ପ୍ରଶଂସକଙ୍କ ଅନୁରୋଧ ରକ୍ଷା କଲେ ରଜନୀକାନ୍ତ, ଭେଟିବାକୁ ଗଲେ ବସଷ୍ଟାଣ୍ଡ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ହଇଚଇ ସୃଷ୍ଟି କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏହି ଫିଲ୍ମ ସାରା ବିଶ୍ୱରେ…

ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଚୀନ୍ ଦାବି କରିବା ପୁରୁଣା ଅଭ୍ୟାସ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ ଅଞ୍ଚଳକୁ ନିଜ ଦେଶର ଏକ ଅଂଶ ଭାବରେ ଅନ୍ତର୍ଭୁକ୍ତ କରି ଏକ ସରକାରୀ "ମାନକ ମାନଚିତ୍ର" ଜାରି କରିଥିବାରୁ ଚୀନ୍କୁ ନିନ୍ଦା କରିଛନ୍ତି। ଚୀନର ଏହି ପଦକ୍ଷେପକୁ 'ପୁୁରୁଣା ଅଭ୍ୟାସ' ବୋଲି…

‘ଇଣ୍ଡିଆ ମେଣ୍ଟର ପ୍ରଭାବରେ କେନ୍ଦ୍ର ଏଲିପିଜି ଦରରେ ୨୦୦ ଟଙ୍କା ସବସିଡି ଘୋଷଣା କରିଛି’

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ ଇଣ୍ଡିଆ ମେଣ୍ଟର ପ୍ରଭାବ ସ୍ୱରୂପ ଉଜ୍ଦଳା ଯୋଜନାରେ ଏଲପିଜି ଦର ୨୦୦ ଟଙ୍କା ସବସିଡି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ସରକାର ଆଜି ଘୋଷଣା କରିବା ପୂର୍ବରୁ ମଧ୍ୟପ୍ରଦେଶ ଭଳି…

ପାକିସ୍ତାନ ବିପକ୍ଷରେ କିଏ ଭଲ ଖେଳନ୍ତି, ରୋହିତ ନାଁ ବିରାଟ ?

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ବୁଧବାରଠାରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନେପାଳ ଆମ୍ନାସାମ୍ନି ହେବେ । ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟମ୍ବର ୨ରେ ମ୍ୟାଚ ଖେଳାଯିବ । ଏହି ହାଇ ଭୋଲେଟଜ ମୁକାବିଲାର ଭାରତର ପ୍ରଦର୍ଶନ ସମ୍ପୂର୍ଣ୍ଣ ଭାବେ ଦୁଇ ମହାନ ଖେଳାଳି ବିରାଟ…

ଭୁବନେଶ୍ୱରରୁ ଉତକେଲା ବିମାନ ବନ୍ଦର ପରୀକ୍ଷାମୂଳକ ଉଡାଣ ସଫଳ, ୩୧ରେ ଉଦଘାଟନ

କଳାହାଣ୍ଡି: କଳାହାଣ୍ଡିର ଉତକେଲା ବିମାନ ବନ୍ଦରକୁ ଡିଜିସିଏର ମଞ୍ଜୁରୀ ମିଳିବା ପରେ ଆସନ୍ତା ଅଗଷ୍ଟ ୩୧ ତାରିଖରେ ଭୁବନେଶ୍ୱର-କଳାହାଣ୍ଡି ସେକ୍ଟରରୁ ଉଡ଼ାଣ ଭରିବା ପୂର୍ବରୁ ମଙ୍ଗଳବାର ଇଣ୍ଡିଆଓ୍ୱାନ (IndiaOne) ଏୟାରକ୍ରାଫ୍ଟ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ…