କୁହୁଡି ସାଜିଲା କାଳ, ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ୨ ବାଇକ ଚାଳକ ମୃତ
ପୁରୀ: କୁହୁଡି ସାଜିଲା ବାଧକ । ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଆଜି ସକାଳୁ ଏପରି ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ । ମୃତକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଏବଂ ପୁପୁନା ପାଢୀ ।…