ଭାଷା ଭାଗବତ : ଅଲଭ୍ୟ ଆଶା
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମୁଁ ନୁହେଁ କାହା ପ୍ରତିନିଧି
ସଂଚୟ କରିନାହିଁ ନିଧି
ବ୍ୟୟିତ ହୋଇ ନିରବଧି
ଲଂଘନ କରିନି ପରିଧି
ନିଜ ସୀମାରେ ହୋଇ ବଂଦି
ସ୍ବେଚ୍ଛାରେ ପାରେଁ ହସି, କାଂଦି
ନିଜେ ନିଜର ପ୍ରତିଦ୍ବଂଦ୍ବୀ
ହେବା ହିଁ ମୋର…