ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ: ଏମର୍ଜେନ୍ସି ୱାର୍ଡ ପାଖରେ ଲାଗିଗଲା ନିଆଁ
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ଏମର୍ଜେନ୍ସି ୱାର୍ଡ ପାଖରେ ଲାଗିଗଲାନ ନିଆ । ଦମକଳ ବିଭାଗର ୮ଟି ଗାଡି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ।
ଦିଲ୍ଲୀ ଏମ୍ସର ଏମର୍ଜେନ୍ସି ୱାର୍ଡ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ସୋମବାର ଦିନ ପ୍ରାୟ ୧୧.୫୪ରେ ଏହି ଅଗ୍ନିକାଣ୍ଡ…