Latest Odisha News

BREAKING NEWS

Yearly Archives

2023

ଘର ଧୋଉଥିଲେ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ସୋନପୁର: ଘର ଧୋଉଥିବାବେଳେ ଅସାବଧାନତା ହେତୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ । ଏଭଳି ଦଃଖଦ ଘଟଣା ଘଟିଛି ସୋନପୁର ଜିଲ୍ଲା ବିନିକା ନିକା ଥାନା ଅନ୍ତର୍ଗତ ରହିଲା ଗାଁରେ । ମୃତ ମହିଳା ଜଣକ ହେଲେ ୬୫ ବର୍ଷୀୟ ବସନ ନାଏକ । ଖବର ମୁତାବକ, ଆଜି ସକାଳୁ ମାଣବସା ଗୁରୁବାର…

ଭାଗ୍ୟ ବଦଳାଇଦେଲା ବୋଲ୍ଡ ସିନ୍….

ମୁମ୍ବାଇ : ରଣବୀର କପୁରଙ୍କ ଆକ୍ସନ ଡ୍ରାମା ଫିଲ୍ମ ଆନିମଲ୍  । ଯାହା ବକ୍ସ ଅଫିସରେ ବେଶ୍ ଧମାକା କରୁଛି । ୧୦ ଦିନରେ ୭୧୭ କୋଟିରୁ ଉର୍ଦ୍ଧ୍ବ ରୋଜଗାର କରିସାରିଲାଣି ।  ଚଳଚିତ୍ର ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ଫ୍ୟାନ୍ସ ମାନେ ବେଶ୍ ପ୍ରଶଂସା କରୁଛନ୍ତି । କିନ୍ତୁ ଏବେ ଭାରତୀୟ…

ସଂସଦ ଭବନରେ ପ୍ରବେଶ କରିଥିବା ଅଭିଯୁକ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ: ବୁଧବାର ସଂସଦ ଭବନ ମଧ୍ୟକୁ ପ୍ରବେଶ କରିଥିବା ଅଭିଯୁକ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ସଂସଦ ଭବନରେ ପ୍ରବେଶ କରିବା ପୂର୍ବରୁ ସାଗର ଶର୍ମା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଦୁନିଆରେ ସ୍ୱପ୍ନଠାରୁ କିଛି ସୁନ୍ଦର ନାହିଁ । ଯାହାକି ଆମକୁ ଦିନରାତି…

ଟିମ୍ ଇଣ୍ଡିଆ ପାଇଁ ବିବାହ ବର୍ଷ ଥିଲା ୨୦୨୩ : ଚଳିତବର୍ଷ ବିବାହ କରିଛନ୍ତି ୭ ଭାରତୀୟ ଖେଳାଳୀ

ନୂଆଦିଲ୍ଲୀ : ୨୦୨୩ ବର୍ଷ ଶେଷ ହେବାକୁ ହାତରେ ମାତ୍ର କିଛିଟା ଦିନ । ଏବର୍ଷର ବିବାହ ଦିନକୁ ଯଦି ଆମେ ଦେଖିବା ତେବେ ଚଳିତବର୍ଷ ଟିମ ଇଣ୍ଡିଆ ପାଇଁ ବିବାହର ବର୍ଷ ଥିଲା  । କାରଣ ଏହି ବର୍ଷ ବିବାହ କରିଛନ୍ତି ମୋଟ୍ ୭ ଭାରତୀୟ  । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଦ୍ରୁତ ବୋଲର ମୁକେଶ କୁମାର…

ମାଣ୍ଡିବିସିରେ ମାଓ ବ୍ୟାନର ଓ ପୋଷ୍ଟର ଠାବ

ରାୟଗଡ଼ା: କିଛି ଦିନର ବ୍ୟବଧାନରେ ପୁଣି ଲାଗିଲା ମାଓପୋଷ୍ଟର । ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ ମାଓବାଦୀଙ୍କ ବାସଧାରା-ଘୁମସୁର-ନାଗାବଳୀ ଡ଼ିଭିଜନାଲ କମିଟି ପକ୍ଷରୁ ଆଜି ସକାଳୁ ଲାଗିଛି ବ୍ୟାନର ଓ ପୋଷ୍ଟର । ମାଣ୍ଡିବିସି ଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ…

ଅନଲାଇନରେ ବି ଚାଲିଛି ଡ୍ରଗ୍ସ କାରବାର !

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଆମେ ସାଧାରଣତଃ ଖାଦ୍ୟ ଅର୍ଡର କରିବା ଲାଗି ସ୍ବିଜି, ଜମାଟୋ ଭଳି ଡେଲିଭରି ସଂସ୍ଥାକୁ ବ୍ୟବହାର କରିଥାଉ  । କିନ୍ତୁ ଏବେ ଏସବୁ ସଂସ୍ଥା ମାଧ୍ୟମରେ ଡ୍ରଗ୍ସ ମଗାଯାଉଛି । ଏବେ ଓଡ଼ିଶାରେ ବେଧଡ଼କ ଭାବରେ ଚାଲିଛି ଡ୍ରଗ୍ସ…

ଭଦ୍ରକ ରଥପଦା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୫ ଦୋକାନ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧୀନ ରଥପଦା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ଜଳିଗଲା ୧୫ ଟି ଦୋକାନ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଖବର ମୁତାବକ, ଗତକାଲି (ଗୁରୁବାର) ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ରଥପଦା ମାର୍କେଟରେ ଏହି…

ଆଜିଠୁ କୋରାପୁଟରୁ ଗଡିବ ଲକ୍ଷ୍ମୀ ବସ୍ : ଭିସିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ : ମାର୍ଗଶୀର ୩ୟ ଗୁରୁବାର ଅର୍ଥାତ୍ ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଲାଣ୍ଡିଗୁଡା ସ୍ଥିତ ସରକାରୀ କଲେଜ ପଡିଆରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ । ଜିଲ୍ଲାର…

ଖସୁଛି ପାରଦ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ରହିଛି ଅନେକ ସହର

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ହୋଇଛି ପାରଦ । କିଛି ଦିନ ହେବ ଜାରି ରହିଛି ଶୀତର ଲହରୀ । ଅନେକ ସ୍ଥାନର ତାପମାତ୍ରା ହ୍ରାସ ହେବା ସହ ୧୫ ଡିଗ୍ରୀ ତଳେ ରହିଛି ଅନେକ ସହର । ଆଉ କିଛି କିଛି ସ୍ଥାନରେ ବଡି ଭୋରୁ ଘନ କୁହୁଡି ଦେଖାଯାଉଛି । ଫଳରେ ସକାଳ ସମୟରେ ଗାଡି ଚଳାଇରେ ଅସୁବିଧା ହେଉଛି ।…

ରାଜ୍ୟ ବାହାରକୁ ଚାଲାଣ ବେଳେ ୯୦ କେଜି ଗଞ୍ଜେଇ ଜବତ, ମାଫିଆ ଫେରାର୍

କୋରାପୁଟ: ରାଜ୍ୟରେ ଥମୁନି ଗଞ୍ଜେଇ ବେପାର । ଦିନକୁ ଦିନ ଏହା ବଢିବାରେ ଲାଗିଛି । ପୁଣି ଏପରି ଏକ ଖବର ସାମ୍ନା କୁ ଆସିଛି କୋରାପୁଟ ରୁ । ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ । ଘଟଣାସ୍ଥଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ତେବେ ଜବତ ଗଞ୍ଜେଇର ଆନୁମାନିକ…