Latest Odisha News

BREAKING NEWS

Yearly Archives

2024

ଆହୁରୀ ୨ ଦିନ କଲବଲ କରିବ ତାତି, ୪୦ ଡିଗ୍ରୀ ଉପରେ ୧୭ ସହର: ୨୦ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବେଶ କରିବା ସତ୍ତ୍ୱେ ଜାରି ରହିଛି ଗରମ। ଆହୁରି ଦୁଇ ଦିନ କଲବଲ କରିବ ଗୁଳୁଗୁଳି । ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଏହି ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଅପରାହ୍ନରେ କାଳବୈଶାଖୀ ହେବାର ସମ୍ଭାବନା ଥିଲେ ବି ଗୁଳୁଗୁଳି ଜାରି ରହିବ ।…

ମାଆ, ଝିଅଙ୍କୁ ଛୁରୀରେ ଆକ୍ରମଣ ଘଟଣାରେ ଝିଅ ମୃତ

ସମ୍ବଲପୁର: ମାଆ, ଝିଅଙ୍କୁ ଛୁରୀରେ ଆକ୍ରମଣ ଘଟଣାରେ ଝିଅର ମୃତ୍ୟୁ ଘଟିଛି। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ବି ବୁର୍ଲା ମେଡିକାଲରେ ମାଆର ଚିକିତ୍ସା ଜାରି ରହିଛି। ସୂଚନା ଅନୁସାରେ ଗତ ୧୪ରେ ଅଇଁଠାପାଲି ଥାନା ଦାନିପାଲୀ ଗାଁ ରାସ୍ତାରେ…

ମାଆ ସହ ୨ ଶିଶୁଙ୍କୁ ମାରିଲା ଦନ୍ତା, ୩ ଗୁରୁତର

ବରଗଡ଼: ମାଆ ସହ ୨ ଶିଶୁଙ୍କୁ ମାରିଲା ଦନ୍ତା। ଆଉ ୩ ଗୁରୁତର। ବରଗଡ ପାଇକମାଳ ରେଞ୍ଜ ଝାରବନ୍ଧ ଥାନା ସଲଡିହି ଗାଁରୁ ଆସିଛି କିଛି ଏଭଳି ଅଭିଯୋଗ। ଏହି ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଶୋଇଥିବା ବେଳେ ଘର ଭାଙ୍ଗିବା ସହ କଚାଡ଼ି ମାରିଲା ଦନ୍ତା। ଆକ୍ରମଣରେ ସ୍ୱାମୀ, ଶ୍ୱଶୁର ଓ ୭…

ଆଜି ପ୍ରଥମ ଥର ବିଧାୟକ ଭାବେ ଶପଥ ନେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଜୁନ୍ ୧୮ ଓ ୧୯ ତାରିଖ ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବ ନିର୍ବାଚିତ ବିଧାୟକମାନେ ଶପଥ ନେବେ। ସମସ୍ତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଶପଥ ପାଠ କରାଇବେ। ତେବେ ବିଜେଡି ସଭାପତି ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର…

ଆଜି ବରଗଡ଼ରେ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଚାଷୀ ପାଇବେ ପିଏମ କିଷାନ ଟଙ୍କା

ଭୁବନେଶ୍ୱର: ଆଜି ପ୍ରଦାନ କରାଯିବ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି। ଦେଶର ମୋଟ୍ ୯ କୋଟି ୩୦ ଲକ୍ଷ ଚାଷୀଙ୍କୁ ଉତ୍ତରପ୍ରଦେଶ ବାରାଣସୀରୁ ଡିବିଟି ମାଧ୍ୟମରେ ମୋଟ ୨୦ ହଜାର କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା। ଏହି…

ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ୨ ଓଏଏସ ଅଫିସରଙ୍କ ବଦଳି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ଓଏଏସ୍ ତ୍ରିଲୋଚନ ମହାନ୍ତିଙ୍କୁ ବଦଳି କରାଯାଇଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୁଇ ନୂଆ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି। ତ୍ରିଲୋଚନ ମହାନ୍ତି ଏବେ କେନ୍ଦୁଝର…

ଆଜି ଶପଥ ନେବେ ନବନିର୍ବାଚିତ ବିଧାୟକ, ୨୦ ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ଅର୍ଥାତ ଜୁନ୍ ୧୮ ଓ ୧୯ ତାରିଖ ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶପଥ ପାଠ କରାଇବେ। ୨୦୨୪ ସାଧାରଣ ନିର୍ବାଚନରେ ବିଧାନସଭା ନିର୍ବାଚନ ଜିତିଥିବା ବିଧାୟକମାନେ ମଙ୍ଗଳବାର ଓ…

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା; ପୂରା ସହରରେ କର୍ଫ୍ୟୁ

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ଗଣ୍ଡଗୋଳ ଉଗ୍ର ରୂପ ନେଇଛି। ଢେଲାପଥର, ବାଡ଼ି ଓ କାଚ ବୋତଲ ମାଡ଼ରେ ୫ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇଛନ୍ତି। ଘଟଣାସ୍ଥଳରେ ଅନେକ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ସହ ଲୋକଙ୍କ ଘର ଆସବାବପତ୍ର ନଷ୍ଟ ହୋଇଛି।…

ଭାରତୀୟ ଦଳର କୋଚ ଆଇଗର ଷ୍ଟିମାକଙ୍କୁ ବରଖାସ୍ତ କଲା ଏଆଇଏଫଏଫ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ପୁରୁଷ ସିନିୟର ଟିମର କୋଚ ଆଇଗର ଷ୍ଟିମାକଙ୍କୁ ବରଖାସ୍ତ କରିଛି । ୨୦୨୬ ଫିଫା ବିଶ୍ୱକପ କ୍ୱାଲିଫାୟରରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୧୯ରେ ତାଙ୍କୁ କୋଚ ଦାୟିତ୍ୱ ପ୍ରଦାନ…

‘ଉପକୂଳରେ ୩ ଦିନ ଯାଏଁ ପ୍ରଚଣ୍ଡ ଗୁଳୁଗୁଳି ହେବ, ଆସନ୍ତା ଚାରିଦିନ ପରେ ପାଗ ବଦଳିବ’

ଭୁବନେଶ୍ବର: ରାଜ୍ୟରେ କଲବଲ କରୁଛି ତାତି ଅସହ୍ୟ ହୋଇପଡୁଛି ଜନ ଜୀବନ । ଗରମ ସାଙ୍ଗକୁ ଗୁଳୁଗୁଳି ଆହୁରି କଷ୍ଟଦାୟକ ହୋଇପଡୁଛି । ତେବେ ଉପକୂଳରେ ଆହୁରି ତିନିଦିନ ଯାଏଁ ପ୍ରଚଣ୍ଡ ଗୁଳୁଗୁଳି ହେବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଆଗାମୀ ଚାରିଦିନ ପରେ ପାଗ ଅନୁକୂଳ ରହିବ…