Latest Odisha News

BREAKING NEWS

Yearly Archives

2024

୮ ବର୍ଷ ପରେ ପୂନର୍ବାର ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ

ନୂଆଦିଲ୍ଲୀ: ୮ ବର୍ଷ ପରେ ପୂନର୍ବାର ହକି ଇଣ୍ଡିଆ ଲିଗ ଆରମ୍ଭ ହେବାକୁ ଯାଉଛି । ଏଥିରେ ୮ ପୁରୁଷ ଓ ୬ ମହିଳା ଦଳ ଅଂଶଗ୍ରହଣ କରିବେ । ହକି ଇଣ୍ଡିଆ ଲିଗରେ ଭାଗ ନେବାକୁ ଆଗ୍ରହୀ ଖେଳାଳି ଓ ସପୋର୍ଟିଂ ଷ୍ଟାଫଙ୍କ ନିକଟରୁ ଦରଖାସ୍ତ ଆହ୍ୱନ କରିଛି । ଡିସେମ୍ବର ୨୦୨୪ ଓ ଫେବୃୟାରୀ ୨୦୨୫ ମଧ୍ୟରେ…

ରାଜ୍ୟ ସଂଗ୍ରହାଳୟରେ ରଜ ପାଳିଲେ ମୁଖ୍ୟମନ୍ତ୍ରୀ, ରଜପାନ ଓ ପୋଡପିଠାର ଗୁରୁତ୍ବ ସମ୍ପର୍କରେ କହିଲେ

ଭୁବନେଶ୍ବର: ଆଜି ହେଉଛି ପହିଲି ରଜ । ସମଗ୍ର ରାଜ୍ୟରେ ଆଜି ହସ ଉଲ୍ଲାସର ସହ ଗଣପର୍ବ ରଜ ପାଳନ ହେଉଥିବାବେଳେ, ରାଜଧାନୀ ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ସମସ୍ତଙ୍କ ଗହଣରେ ରଜ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଂଗ୍ରହାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ନୃତ୍ୟ, ବାଦ୍ୟରେ ଭବ୍ୟ…

ୟୁରୋ କପ ଫୁଟବଲ: ଉଦଘାଟନୀ ମୁକାବିଲାରେ ସ୍କଟଲାଣ୍ଡକୁ ଭେଟିବ ଜର୍ମାନୀ

ନୂଆଦିଲ୍ଲୀ: ୟୁଇଏଫଏ ୟୁରୋ କପ ୨୦୨୪ ଜର୍ମାନୀରେ ୧୫ଜୁନରୁ ଆରମ୍ଭ ହେବ । ଉଦଘାଟନୀ ମୁକାବିଲାରେ ସ୍କଟଲାଣ୍ଡକୁ ଭେଟିବ ଆୟୋଜକ ଜର୍ମାନୀ । ଟୁର୍ଣ୍ଣାମେଂଟରେ ୨୪ଟିମ ଅଂଶଗ୍ରହଣ କରିବେ । ୪ଟି ଟିମକୁ ନେଇ ୬ଟି ଗ୍ରୁପ ଗଠନ କରାଯାଇଛି । ପତ୍ୟେକ ଗ୍ରୁପରୁ ୨ଟି ଟିମ ଏବଂ ତୃତୀୟ ସ୍ଥାନରେ ରହିଥିବା…

ବିଏସ୍ ୟେଦିୟୁରପ୍ପାଙ୍କୁ ଆଶ୍ବସ୍ତି; ଗିରଫଦାରୀ ଉପରେ ରୋକ ଲଗାଇଲେ ହାଇକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କୁ ଆଶ୍ବସ୍ତି । ପୋକ୍ସୋ ମାମଲାରେ ଆଜି ତାଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ହାଇକୋର୍ଟ ତାଙ୍କୁ ତଦନ୍ତରେ ଯୋଗଦେବାକୁ ନିର୍ଦ୍ଦେଶ ଦେବାସହ ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି । ଜୁନ୍ ୧୭ ରେ ତାଙ୍କୁ ସିଆଇଡିରେ…

ଶାକିବ କହିଲେ ସେହ୍ୱାଗ କିଏ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ବାଂଲାଦେଶର ଶକୀବ ଉଲ ହାସନଙ୍କ ପ୍ରଦର୍ଶନ ସେ ଭଳି ସନ୍ତୋଷଜନକ ରହି ନାହିଁ । ତାଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ନେଦରଲାଣ୍ଡ ବିପକ୍ଷରେ ସେ ମ୍ୟାଚ ବିଜୟୀ ଇନିଂସ ଖେଳି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଏହା ପୂର୍ବରୁ ଭାରତର ପୂର୍ବତନ…

ଟି୨୦ ବିଶ୍ୱକପ: ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ଶୁଭମନ, ଆଭେଶ

ନୂଆଦିଲ୍ଲୀ: ଭାରତୀୟ ଟିମ ଶୁକ୍ରବାର ଫ୍ଲୋରିଡାରେ ହେବାକୁ ଥିବା ଅଭ୍ୟାସ ସେଶନକୁ ବାତିଲ କରିଦେଇଛି । ଶନିବାର ଭାରତ ତାର ପରବର୍ତୀ ମୁକାବିଲାରେ କାନାଡାକୁ ଭେଟିବ । ଏ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟରେ ସମସ୍ତ ମ୍ୟାଚ ଜିତିଛି । ଶେଷ ଗ୍ରୁପ ମ୍ୟାଚ ପରେ ଭାରତର ଦୁଇ ରିଜର୍ଭ…

ରାମ ମନ୍ଦିରକୁ ଉଡାଇ ଦେବାକୁ ଧମକ ଦେଲା ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଛି ଧମକ । ପାକିସ୍ତାନ ରୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପକ୍ଷରୁ ଏହି ଧମକ ମିଳିଛି । ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏକ ଅଡିଓ ମାଧ୍ୟମରେ ଏହି ଚେତାବନୀ ମିଳିଛି । ଅଡିଓରେ କୁହାଯାଇଛି ଯେ, ଯେଉଁ ବାବ୍ରି ମସଜିଦ କୁ…

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସମସ୍ୟା ବିଷୟରେ ପଚାରି ବୁଝିଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ

ବରଗଡ: ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ନବନିର୍ବାଚିତ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ଏହା ସହ ରୋଗୀଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ ବିଧାୟକ ଶ୍ରୀ ଷଡ଼ଙ୍ଗୀ । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିବା ଏବଂ ପରବର୍ତ୍ତି ସମୟରେ…

ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବ ନୂଆ ଆଇନ, ସବୁ ଡିଜିପିଙ୍କ ସହ ବୈଠକ

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବ ନୂଆ ଆଇନ। ଆସନ୍ତା ଜୁଲାଇ ମାସରୁ ଲାଗୁ ହେବାକୁ ଯାଉଛି ନୂଆ ପୋଲିସ ଆଇନ୍ । ହଟିବ ବ୍ରିଟିଶ ଶାସନ ଏବଂ ଲାଗୁ ହେବ ଭାରତୀୟ ନିୟମ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟକୁ ହଟାଇବେ କେନ୍ଦ୍ର ସରକାର । ନୂଆ ପୋଲିସ ଆଇନ ଲାଗୁ ନେଇ ସବୁ…

ମୋହନ ସରକାର…ଆସୁ ଆସୁ ଆକ୍ସନ୍

ଭୁବନେଶ୍ବର: କ୍ଷମତାକୁ ଆସୁ ଆସୁ ଆକ୍ସନ୍ ମୋଡରେ ମୋହନ ସରକାର। ଶପଥ ଗ୍ରହଣ ସମାରୋହ ପରେ ନୂଆ ସରକାରର ପ୍ରଥମ  କ୍ୟାବିନେଟ୍ ବୈଠକରେ ହିଁ ରାଜ୍ୟବାସୀଙ୍କ ପାଇଁ ୪ଟି ବଡ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଅତିଥୀ ଭବନରୁ କାମ ଆରମ୍ଭ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…