ଜୁଲାଇ ୨୨ରେ ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍
ନୂଆଦିଲ୍ଲୀ: ଜୁଲାଇ ୨୨ ତାରିଖରେ ସଂସଦରେ କେନ୍ଦ୍ର ବଜେଟ ୨୦୨୪ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ବ୍ୟତୀତ ଜୁଲାଇ ୩ ତାରିଖରେ ଅର୍ଥନୈତିକ ସର୍ଭେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।
ସରକାରୀ ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୪ ଫେବୃଆରୀ ୧ରେ…