ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦାବି କରୁଛି, କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ଚେହେରା ତାହା ଦଳ ଅସ୍ପଷ୍ଟ ରଖିଛି। ଯାହାକୁ ନେଇ ବିଜେଡି ରାଜ୍ୟ ବିଜେପି ସହିତ କେନ୍ଦ୍ରୀୟ ନେତାଙ୍କୁ ଘେରୁଛି। ଶାସକ ଦଳର ନମ୍ବର ଟୁ ନେତା ଭି.କେ ପାଣ୍ଡିଆନ୍ ହୁଅନ୍ତୁ ଅବା ଦଳର ସାଂଗଠନିକ…