Latest Odisha News

BREAKING NEWS

Yearly Archives

2024

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୩)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ ସେ ସବୁବେଳେ ଭାବେ ସେ ଯାହାକୁ ବାହା ହେବ ସେ ହେବ ତା'ର ହୃଦୟଶ୍ୱେରୀ । ତା'ର ଡାର୍ଲିଙ୍ଗ୍‌...! ଏଇ ଶବ୍ଦଟା ପ୍ରତି କେବଳ ଅଧିକାର ରହିବ ତା'ର ପତ୍ନୀର । ତା'ର ପିଲାମାନଙ୍କୁ ପାଠପଢ଼ାଇବ । ଭଲ ଜୀବନ ଦେବ... ସାହେବ କରିବ । ଅନ୍ୟ ସାହେବ…

କବିତା ନିରନ୍ତର : ଭୁଲ୍‌, ଠିକ୍‌ ଭେଦ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଠିକ୍‌ କାମ କଲେ ବଢ଼େ ବିଶ୍ୱାସ ଭୁଲ୍‌ କଲେ ଅନୁଭୂତି ଭୁଲ୍‌ ଠିକ୍‌ ଯେଉଁ କାମ କଲେ ବି ହୁଏନାହିଁ କିଛି କ୍ଷତି କିଛି ନ କରି ପଡ଼ି ରହିଥିଲେ ମାଡ଼ିବସେ ଦୁର୍ଗତି ଭୁଲ୍‌ ଠିକ୍‌ ଭେଦ ପାସୋରି ଦେଇ କାମ କରୁଥାଉଁ…

ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଛି ପ୍ରଚାର । ଏବେ କେବଳ ଭାଗ୍ୟ ନିର୍ଦ୍ଧାରଣର ପାଳି ଆସିଛି।ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଆସନ୍ତାକାଲି ପଡିବ ଭୋଟ୍। ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ସୁନ୍ଦରଗଡ଼,ବରଗଡ଼, ଓ କନ୍ଧମାଳ ଲୋକସଭା ଏବଂ…

କବିତା : ସକାଳ ଆସେ ବୋଲି

ସୁଜାତା ମିଶ୍ର ସିନ୍ଦୂରିତ ମୁହୂର୍ତ୍ତରେ ସକାଳ ଓହ୍ଲାଇ ଆସେ ଘାସ ଗାଲିଚାର କାକର ବିନ୍ଦୁରେ, ପକ୍ଷୀ ଶାବକଙ୍କ କିଚିରି ମିଚିରି କୋଳାହଳ ଭିତରେ ସନ୍ତର୍ପଣରେ...। ସକାଳ ଆସିବାର ଆଶା ଥାଏ ବୋଲି ନିଦ୍ରାହୀନତା ଭୋଗୁ ଥିବା ମଣିଷଟି ଚୁପ୍ ଚାପ୍ ଭୋଗି ନିଏ ରାତିର ଅନ୍ଧାର ,…

ବିଜେଡି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ବିଜେଡି ଛାଡ଼ିଲେ  ସମୀର ଦାଶ । ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଟିକେଟ କଟିବାରୁ ଅସନ୍ତୁଷ୍ଟ ଥିଲେ ସମୀର । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ତାଙ୍କର ଇସ୍ତଫାପତ୍ର ।…

ଖରାଦିନେ ଖାଆନ୍ତୁ ଦହି, ମିଳିବ ଏହିସବୁ ଫାଇଦା

ଭୁବନେଶ୍ଵର: ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍‌ ଇତ୍ୟାଦି। ଖରାଦିନ ଆରମ୍ଭ ହେବା ମାତ୍ରେ ଦହିର ଚାହିଦା ଚାରିଆଡେ…

ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ

ବେଙ୍ଗାଲୁର: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୦୧୯ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ବର୍ଷା ଯୋଗୁ ମ୍ୟାଚ ବାତିଲ ହେଲେ କିମ୍ବା ଚେନ୍ନାଇ ଯଦି ୨୦୦ରୁ ଅଧିକ ରନ କରେ ତାହାହେଲେ ବି ମ୍ୟାଚରେ…

୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ

ନୂଆଦିଲ୍ଲୀ:ଭାରତରେ ୨୦୧୮ରୁ ୨୨ ମଧ୍ୟରେ ୫୦ ଲକ୍ଷରୁ ଅଧିକ ଗଛ ଗାଏବ ହୋଇଯାଇଛି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ନେଥ ପରିବେଶବିତ ଓ ବଦ୍ଧିଜୀବୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ନେଚର ସଷ୍ଟେନବିଲିଟି ନାମକ ଏକ ପତ୍ରିକାରେ ଏ ସମ୍ପର୍କରେ ତଥ୍ୟା ପ୍ରକାଶ ପାଇଛି । ଆଧୂନିକୀକରଣ ଓ…

ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି

ନୂଆଦିଲ୍ଲୀ: ନେଦରଲାଣ୍ଡରେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ପ୍ରଦାନ କରାଯାଇଛି । ଜୋରାୟା ଟେର ୱିକ ନାମକ ଏହି ମହିଳା ସର୍ବଦା ଚାପରେ ରହୁଥିଲେ । ସେ ଏକ ପ୍ରକାର ମାନସିକ ରୋଗୀ ପାଲଟି ଯାଇଥିଲେ । ଆତ୍ମହତ୍ୟା ଉଦ୍ୟମ ଏବଂ ନିଜକୁ ଯନ୍ତ୍ରଣା ଦେବାକୁ ସେ ପଛାଉ ନ ଥିଲେ ।…

ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ

ନୂଆଦିଲ୍ଲୀ: ରହସ୍ୟ ଘେରରେ ଭରି ରହିଛି ଆମ ଦୁନିଆ । ଏଠି ଏମିତି ବହୁତ ଗୁଡିଏ ସ୍ଥାନ ଅଛି ଯେଉଁଠିକି ମଣିଷକୁ ବାରମ୍ବାର ଯିବାକୁ ମନ ହୁଏ ଏବଂ ଏମିତି ବି ସ୍ଥାନ ଅଛି ଯେଉଁଠିକି ଯିବାକୁ ଇଚ୍ଛା ହୁଏନି । କେତେକ ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ସେତେ ଭୟଙ୍କର ମଧ୍ୟ । ଦୁନିଆରେ ଏକରୁ ଅଧିକ…