Latest Odisha News

BREAKING NEWS

Yearly Archives

2024

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୬ ଛାତ୍ରଛାତ୍ରୀ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ

ଚଣ୍ଡିଗଡ: ହରିୟାଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ସକାଳେ ଏକ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ, ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ପୁଣି ଅଶାନ୍ତ ପଦ୍ମକେଶରୀପୁର, ଫୁଟିଲା ବୋମା, ୨ ଆହତ

ଭୁବନେଶ୍ଵର: ପୁଣି ଅଶାନ୍ତ ପଦ୍ମକେଶରୀପୁର । କିଛି ଦିନର ବିରତି ପରେ ପୁଣି ଥରେ ପଦ୍ମକେଶରୀପୁରରେ ଅଶାନ୍ତି ଦେଖିବାକୁ ମିଳିଛି । ସୁଧ ଟଙ୍କା କାରବାରକୁ ନେଇ ପଦ୍ମକେଶରୀପୁରରେ ବୋମାମାଡ ହୋଇଛି । ବୋମାମାଡରେ ଗୋଟିଏ ପରିବାରର ୨ଜଣ ଆହତ ହୋଇଛନ୍ତି । ୨ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ…

ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କବାଦୀ । ଆଜି ଭୋରୁ ଦକ୍ଷିଣ କାଶ୍ମୀରର ପୁଲୱାମାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ଯେଉଁଥିରେ ଜଣେ ଆତଙ୍କୀ ସଫା…

ସୀମା ବିବାଦକୁ ନେଇ ଚୀନ ସହ କଥା ହେବା ନିହାତି ଜରୁରୀ: ମୋଦୀ

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ସାପ୍ତାହିକ ପତ୍ରିକା ‘ନ୍ୟୁଜ୍ ୱିକ୍’ ସହିତ ହୋଇଥିବା ଏକ ସାକ୍ଷାତକାରରେ ପିଏମ ମୋଦୀ କହିଛନ୍ତି ଯେ, ଭାରତ ପାଇଁ ଚୀନ୍ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଅଟେ । ମୁଁ ଚାହୁଁଛି ଯେ, ଚୀନ ଏବଂ ଭାରତ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ଆମର ପରସ୍ପର ସହିତ…

ଭାରତ ଆସିବେ ଏଲନ୍ ମସ୍କ, ଟେସ୍ଲା ମୋଟର୍ସ କାରଖାନା ସ୍ଥାପନ ପାଇଁ ମୋଦୀଙ୍କ ସହ କରିପାରନ୍ତି ଆଲୋଚନା

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଟେସ୍‍ଲା ମୋଟର୍ସର ମାଲିକ ଏଲନ୍‍ ମସ୍କ । ଚଳିତ ମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସିପାରନ୍ତି ଏଲନ୍ ମସ୍କ । କିନ୍ତୁ ମସ୍କଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଭାରତରେ ଟେସ୍‍ଲା ମୋଟର୍ସର ସ୍ବତନ୍ତ୍ର କାରଖାନା…

ଗଜପତିର ଖଜୁରି ଗୁଡ଼କୁ ମିଳିଲା ଜିଆଇ ମାନ୍ୟତା

ଗଜପତି: ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ମିଳିଛି ଭୌଗୋଳିତ ସଂକେତ ବା ଜିଆଇ ଟ୍ୟାଗ୍ ମାନ୍ୟତା । ଗଜପତିର ଗୁଡ ଚାଷୀ ବହୁତ ଦିନ ହେଲା ଧାରଣାରେ ବସିଥିବା ବେଳେ ତାଙ୍କ ଦାବି ଆଜି ପୂରଣ ହୋଇଛି । ଜିଆଇ ଟ୍ୟାଗ ମିଳିବା ପରେ ଏହାର ଚାହିଦା ଦେଶ ବିଦେଶରେ ଆହୁରି ବୃଦ୍ଧି ହେବା ସହ ଅନେକ…

ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ହାଲୁକା ବର୍ଷା

ଭୁବନେଶ୍ଵର: ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗର ନିମ୍ନଚାପ ରେଖା ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି । ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଏଥିସହ ରାଜ୍ୟର ୧୪…

ବିଶ୍ଵ ଛେନାପୋଡ ଦିବସ, ଜିଆଇ ଟ୍ୟାଗକୁ ଆଉ କେତେଦିନ…

ଭୁବନେଶ୍ଵର: ମିଠା, ନାଁ ଶୁଣୁ ଶୁଣୁ ନା ନା ପ୍ରକାରର ସ୍ୱାଦିଷ୍ଟ ମିଠା ମନକୁ ଆସିଯାଏ । ଓଡିଆଙ୍କ ପରମ୍ପରା ତ ପିଠା ଆଉ ମିଠାରୁ ଜଣା ପଡିଯାଏ । ପଖାଳ ଦିବସ, ରସୋଗଲା ଦିବସ ଭଳି ଆଜି ହେଉଛି ଛେନା ପୋଡ ଦିବସ । ଛେନାପୋଡ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଥରେ ଯିଏ ଏହାର ସ୍ୱାଦ ପାଇଛି ଆଉ…

ଭାଷା ଭାଗବତ : ବହୁସ୍ତରୀୟ ପ୍ରଚଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପ୍ରାଚୀନ, ସାହିତ୍ୟ-ସମୃଦ୍ଧ ଭାଷାର ଏବେ ଗତିରୋଧ ସବୁଠି ହୋଇଛି କାହିଁକି ? କାରଣ ବୁଝିବାନାହିଁ କି ? ସମସ୍ୟା ରଖିଲେ ଲୁଚାଇ ଭାଷାକୁ ହେବ କି ବଂଚାଇ ? ନିଜକୁ ପ୍ରଥମେ ପଚାରୁଁ ତା'ପରେ ଯାହା ଇଚ୍ଛା,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଖଣ୍ଡିକିଆ ହରିବଂଶ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା ପାଇଁ ଆମେ “ଗଜ ଉଦ୍ଧାରଣ “ପ୍ରସଙ୍ଗ ଆଲୋଚନା ଭିତରେ ଆଜି କବି ନାରାୟଣ ଦାସ ସଂକ୍ଷେପରେ ଅଚ୍ୟୁତାନନ୍ଦ ଙ୍କ ରଚିତ “ହରିବଂଶ ”…