Latest Odisha News

BREAKING NEWS

Yearly Archives

2024

ନିର୍ବାଚନ କମିଶନରଙ୍କ ହସ୍ତକ୍ଷେପ ପରେ ୫ଟି ଅଧ୍ୟକ୍ଷ ପଦରୁ ହଟିଲେ ପାଣ୍ଡିଆନ

ଭୁବନେଶ୍ୱର: ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୫-ଟି ଅଧ୍ୟକ୍ଷ ପଦରୁ ଭି କେ ପାଣ୍ଡିଆନଙ୍କୁ ହଟା ଯାଇଛି । ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଏହି ସୂଚନା ଦେଇଛନ୍ତି। ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବରେ ସକ୍ରିୟ ଥିବା ଜଣେ ବ୍ୟକ୍ତି କିଭଳି…

ରୋଷେଇ ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ୧୧ ଆହତ

ବ୍ରହ୍ମପୁର: ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାରେ ଘଟିଯାଇଛି ଅଘଟଣ। ରାନ୍ଧିଲା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ପାତ୍ରପୁର ବ୍ଲକରେ ଜଣଙ୍କ ଘରେ ଘଟିଛି ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅତି କମରେ ୧୧ ଜଣ ଆହତ ହୋଇଛନ୍ତି। ଆମୁଣ୍ଡି ଗାଁର ପ୍ରସନ୍ନ କୁମାର ବେହେରାଙ୍କ ଘରେ ଏହି…

ହିନ୍ଦୁ ବିବାହ ରୀତି ନୀତିରେ କନ୍ୟାଦାନ ଜରୁରୀ ନୁହେଁ : ହାଇକୋର୍ଟ

ଆହ୍ଲାବାଦ: ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ବିବାହ ରୀତି ନୀତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହିନ୍ଦୁ ବିବାହରେ କନ୍ୟାଦାନ ଜରୁରୀ ନୁହେଁ କେବଳ ସପ୍ତପଦୀର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଆସନ୍ତୁ ଜାଣିବା କେଉଁ କେସ ଉପରେ ହାଇକୋର୍ଟ ଏହିତ ଶୁଣାଣୀ କରିଛନ୍ତି । ଆଶୁତୋଷ…

କାଳବୈଶାଖୀ ପ୍ରଭାବ, ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ମାଲକାନଗିରି: କାଳବୈଶାଖୀ ରଚିଲା ତାଣ୍ଡବ। ସୋମବାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅସରଡ଼ା ଗାଁରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅସରଡ଼ା ଗାଁର ପାଙ୍ଗି ସୁକଦେବ ଓ ମାଲକାନଗିରି ଜିଲ୍ଲା ପେପରମେଟାଲ ଗାଁର ଖରା ସୀତାରାମ। ଖବର…

ତୁରନ୍ତ ପର୍ଯ୍ୟାପ୍ତ ଏନସିଇଆରଟି ବହି ଯୋଗାଅ ନଚେତ ହେବ ଆନ୍ଦୋଳନ: ଓଡ଼ିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ବର୍ତ୍ତମାନ ଶିକ୍ଷା ବର୍ଷ ଆରମ୍ଭ ସହିତ ପିଲାମାନଙ୍କ ପାଠ ପଢ଼ା ପାଇଁ ନୂତନ ବହି ନିତ୍ୟାନ୍ତ ଆବଶ୍ୟକ। ହେଲେ ବଜାରରେ ଏନସିଇଆରଟି ବହି ସମ୍ପୂର୍ଣ୍ଣ ଅଭାବ ରହିଛି। ବଜାରରେ କିଛି ସ୍ଥାନରେ ନିମ୍ନ ମାନର ନକଲି ବହି ବିକ୍ରି ହେଉଛି। ଅଭିଭାବକ ମାନେ ହଇରାଣ ହେବା ସହ ପିଲାମାନେ ଏ…

ୟଶରାଜ ସ୍ପାଇ ୟୁନିଭର୍ସ ସହ ଯୋଡି ହେଲେ ଅନୀଲ

ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୀଲ କାପୁର ଅଭିନୟ ଦକ୍ଷତା ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ବହୁ ଚର୍ଚ୍ଚିତ ୟଶରାଜ ଫିଲ୍ମ ସ୍ପାଇ ୟୁନିଭର୍ସ ସହ ସେ ଯୋଡି ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ ସେ କେତେଗୁଡିଏ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ର…

ଏହି କାରଣ ପାଇଁ ଦିଲ୍ଲୀପ ରାୟ ନିର୍ବାଚନ ଲଢ଼ିପାରିବେ କହିଲେ କୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉପରେ ସୋମବାର ଦିଲ୍ଲୀ ହାଇକୋର୍ଟ ରୋକ ଲଗାଇଛନ୍ତି। ଏହି ନିଷ୍ପତି ପରେ ଦିଲ୍ଲୀପ ରାୟ ଚଳିତ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ । ଝାଡ଼ଖଣ୍ଡ ବ୍ଲକ ଆବଣ୍ଟନରେ…

କୁକୁଡ଼ା କମ୍ପାନୀ ଏଜେଣ୍ଟଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା: ଏକ କୁକୁଡ଼ା ଫାର୍ମର ଜଣେ ଏଜେଣ୍ଟଙ୍କ ନିକଟରୁ ପ୍ରାୟ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମାଡ଼ ମାରି ଟଙ୍କା ବ୍ୟାଗ ଝାମ୍ପି ନେଲେ। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏପରି…

ମୋଂଟେ କାର୍ଲୋ ଟେନିସ: ୪୨ ବର୍ଷ ପରେ ମୂଖ୍ୟ ଡ୍ରରେ ପ୍ରଥମ ଭାରତୀୟ ଭାବେ ପ୍ରବେଶ କଲେ ସୁମିତ

ନୂଆଦିଲ୍ଲୀ: ସୁମିତ ନାଗଲ ୪୨ ବର୍ଷ ପରେ ମୋଂଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ଣ୍ଣାମେଂଟର ମୂଖ୍ୟ ଡ୍ରରେ ପ୍ରଥମ ଭାରତୀୟ ଭାବେ ପ୍ରବେଶ କରିଛନ୍ତି । ୧୯୮୨ରେ ରମେଶ କ୍ରିଷ୍ଣନ ଶେଷ ଥର ପାଇଁ ମୂଖ୍ୟ ଡ୍ରକୁ ଉନ୍ନୀତ ହୋଇଥିଲେ । କ୍ୱାଲିଫାଇଙ୍ଗରେ ସୁମିତ ଆର୍ଜେଂଟିନାର ଫେସୁଂଡୋ ଅକୋଷ୍ଟାକୁ…

ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନିଯୁକ୍ତ ହେଲେ ଦୁଇ ନୂଆ ଏସପି

ଭୁବନେଶ୍ୱର: ଓଡ଼ିଶାରେ ସାଧାରଣ ଓ ବିଧାନସଭା ନିର୍ବାଚନ ସମ୍ପର୍କିତ ଆଇପିଏସ ଅଫିସର ବଦଳ ପ୍ରକ୍ରିୟା ସ୍ୱରୂପ ନିର୍ବାଚନ କମିଶନ ଆଇପିଏସ ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁରର ନୂଆ ଏସପି ଭାବେ ନିଯୁକ୍ତ ଦେଇଛନ୍ତି। ସେ ଶ୍ରବଣ ବିବେକ ଏମ୍. ଙ୍କ ସ୍ଥାନରେ ବ୍ରହ୍ମପୁର ଏସପି ଭାବେ ନିଯୁକ୍ତ…