Latest Odisha News

BREAKING NEWS

Yearly Archives

2024

ଦୀର୍ଘ ସମୟ ଧରି ବସି ରହିଲେ କ୍ୟାନସର ହେବାର ସମ୍ଭାବନା

ଭୁବନେଶ୍ବର: ସରକାରୀ ଚାକିରି ହଉ ବା ବେସରକାରୀ ସବୁଠି ଏକ ସ୍ଥାନରେ ବସି ରହି କାମ କରିବାକୁ ପଡୁଛି। କେବଳ ଯେ ଅଫିସରେ ତାହା ନୁହଁ  ସେ  ଘରେ ବସି ଟିଭି ଦେଖିବା ହେଉ କି ଫୋନେ ଦେଖିବା ହେଉ। ବହୁ ସମୟ ଧରି ବସି ରହି ଆମେ ଯେକୌଣସି କାମକୁ କରୁଛନ୍ତି। ଏହା ଦ୍ୱାରା ଆମକୁ ଅନେକ ପ୍ରକାର ରୋଗ …

ତାମିଲନାଡୁରେ ନିର୍ବାଚନ ଡ୍ଯୁଟି ବେଳେ ଦୁର୍ଘଟଣା: କନଷ୍ଟେବଳ ପ୍ରମୋଦ କୁମାର ମାଝୀଙ୍କ ମୃତ୍ୟୁ

ଭୁବନେଶ୍ୱର: ତାମିଲନାଡୁ ରାଜ୍ୟର ତ୍ରିଚୀ ଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ପ୍ରମୋଦ କୁମାର ମାଝୀ ( C/୨୨୨)ଙ୍କ ଅକାଳ ବିୟୋଗ ଘଟିଛି। ତ୍ରିଚୀଠାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଛି । ସେ ୫ମ ଆଇଆରବିଏନ…

ଦିଲୀପ ରାୟଙ୍କ ରାଜନୈତିକ ପ୍ରତ୍ୟାବର୍ତ୍ତନ: ବିଜେପିରୁ ହୋଇପାରନ୍ତି ପ୍ରାର୍ଥୀ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ବିଜେପିକୁ ଫେରିବା ନେଇ କଳ୍ପନାଜଳ୍ପନା ଜୋର ଧରିଛି। ସୁନ୍ଦରଗଡ଼ ଜିଲ୍ଲାର ୬ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ରାଉରକେଲା ଏଥିରୁ ବାଦ୍ ପଡ଼ିଛି। ଦିଲ୍ଲୀପ ରାୟ ରାଉରକେଲା ଆସନରୁ ବିଜେପି ଟିକେଟରେ…

ଏପ୍ରିଲ ଶେଷ ସପ୍ତାହ ବେଳକୁ ଏସି ବସରେ ବୁଲି ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ୨୦୧୯ ନିର୍ବାଚନ ସମୟରେ ଯେଉଁଭଳି ସେ ପ୍ରଚାର କରୁଥିଲେ ଏବେ ମଧ୍ୟ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ପ୍ରଚାର ବସରେ…

ହାରିବା ଭୟରେ ବିଜେପି ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣୁଛି: ବିଜେଡି

ଭୁବନେଶ୍ୱର: ନିର୍ବାଚନରେ ବିରୋଧୀ ଦଳ ବିଜେପି ନିଶ୍ଚିତ ପରାଜୟର ସମ୍ମୁଖୀନ ହେଉଥିବାରୁ ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ବିରୋଧରେ ବିଜେପି ଅଭିଯୋଗ କରିଛି ବୋଲି ବିଜେଡି କହିଛି। ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ନିର୍ବାଚନ ପୂର୍ବରୁ…

ଅପରାଜିତାଙ୍କ ସମାବେଶରେ ଛୋଟ ଛୁଆ ସାମିଲ ହେବା ଆଚରଣ ବିଧି ଉଲ୍ଲଂଘନ: ବିଜେଡି

ଭୁବନେଶ୍ୱର: ବିଜେପି ପ୍ରଚାର କାର୍ଯ୍ୟରେ ପିଲାଙ୍କୁ ସାମିଲ କରିଥିବା ଅଭିଯୋଗ ଆଣିଛି ବିଜେଡି। ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଟଣୀ ବ୍ଲକ ଛକରେ ବିଜେପି ସମାବେଶରେ ପ୍ରାୟ ୧୫ରୁ ୨୦ ଜଣ ପିଲା ଅଂଶଗ୍ରହଣ କରିଥିବା ନେଇ ବିଜେଡି ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ…

ଚର୍ଚ୍ଚାରେ ଦଳ ବଦଳ ରାଜନୀତି: ବିଜେଡିର ଏକ ତୃତୀୟାଂଶ ସାଂସଦ ପ୍ରାର୍ଥୀ ଦଳ ବଦଳକାରୀ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ରାଜ୍ୟ ରାଜନୀତିରେ ଦଳ ପରିବର୍ତ୍ତନ ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଅନେକ ନେତା ଗୋଟିଏ ଦଳରେ ଟିକେଟ୍ ପାଇଁ ଉପେକ୍ଷିତ ହେବେ ଆଶଙ୍କା କରିଥିବା ବେଳେ ଦଳ ବଦଳ କରି ଟିକେଟ୍ ପାଇଛନ୍ତି। ଏହି ରାଜନୈତିକ ପରିବର୍ତ୍ତନ ସୂଚାଉଛି ଯେ ଅନେକ ରାଜନେତା ଆଦର୍ଶଗତ…

ଅବକାରୀ ନୀତି ମାମଲାରେ ବିଆରଏସ୍ ନେତ୍ରୀ କେ କବିତାଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ ଜିଲ୍ଲା ଅଦାଲତ ଖାରଜ କରିବା ପରେ ଏକ ବଡ଼ ଝଟକା ଲାଗିଛି।…

ବୀର ବିକ୍ରମ ଯାଦବଙ୍କୁ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ବୀର ବିକ୍ରମ ଯାଦବଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ନୂଆ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୧୯୫୪ର ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ଦ୍ୱାରା ଦିଆଯାଇଥିବା କ୍ଷମତାକୁ ପ୍ରୟୋଗ କରି ଆଇନ ବିଭାଗ ପକ୍ଷରୁ ଏହି…

ବଡେ ମିୟାଁ ଛୋଟେ ମିୟାଁ ୧୦ ବଦଳରେ ଏପ୍ରିଲ ୧୧ରେ ହେବ ରିଲିଜ

ମୁମ୍ବାଇ: ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡେ ମିୟାଁ ଛୋଟେ ମିୟାଁ ଫିଲ୍ମର ରିଲିଜ ତାରିଖ ବଦଳିଛି । ଏପ୍ରିଲ ୧୦ ବଦଳରେ ଏହା ଏବେ ୧୧ରେ ଇଦ ଅବସରରେ ରିଲିଜ ହେବ । ମେକର୍ସ ଫିଲ୍ମର ରନଟାଇମ ମଧ୍ୟ ପରିବର୍ତନ କରିଛନ୍ତି । ୨ ଘଂଟା ୩୬ ମିନିଟ ବଦଳରେ ଏବେ ଏହାକୁ ୮ ମିନିଟ କମ କରି…