୧୦ ବର୍ଷ ପରେ ଫେରିବ କି ଚାମ୍ପିୟନ୍ସ ଲିଗ ଟି୨୦
ମୁମ୍ବାଇ: ଟି୨୦ ଲିଗର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ବିଭିନ୍ନ ଦେଶରେ ଆୟୋଜିତ ଟି୨୦ ଲିଗକୁ ନେଇ ଚାମ୍ପିୟନ ଲିଗର ଆୟୋଜନ କରାଯାଉଥିଲା । ୧୨ଟି ଟିମକୁ ନେଇ ଏହି ମୁକାବିଲା ହେଉଥିଲା । ଆଇପିଏଲ ବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡା…