ପନ୍ତଙ୍କୁ ଫିଟ ହେବାରେ ସହାୟ ହେଲା ଜିମ୍ନାଷ୍ଟ ବ୍ୟାକଗ୍ରାଉଣ୍ଡ
ନୂଆଦିଲ୍ଲୀ: ରିଷଭ ପନ୍ତ ଏବେ ପଡିଆରେ । ୱିକେଟ ପଛରେ କିପିଂ ଏବଂ ବ୍ୟାଟିଂ ନେଇ ସେ ପ୍ରସ୍ତୁତ । ଆଇପିଏଲ ୨୦୨୪ ତାଙ୍କ ପାଇଁ ଅଗ୍ନିପରୀକ୍ଷା । ଶାରୀରିକ, ମାନସିକ, ଫର୍ମ ସବୁ କିଛିରେ ସଫଳ ହେଲେ ଟି୨୦ ବିଶ୍ୱକପର କବାଟ ତାଙ୍କ ପାଇଁ ଖୋଲିବ । ୩୦ ଡିସେମ୍ବର ୨୦୨୨ରେ ଉତରାଖଣ୍ଡର ରୁଡକୀ ପାଖରେ…