Latest Odisha News

BREAKING NEWS

Yearly Archives

2024

ନିର୍ବାଚନ ବେଳେ ହ୍ଵାଟସଆପକୁ ଆସୁଛି ମୋଦୀଙ୍କ ମେସେଜ, ତେଜିଲା ବିବାଦ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ମୋବାଇଲ ହ୍ବାଟସଆପକୁ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେସେଜ। ଯେଉଁଥିରେ 'ବିକଶିତ ଭାରତ ସମ୍ପର୍କ'ର ଏକ ହ୍ଵାଟସଆପ୍ ମେସେଜ୍ ବିବାଦ ସୃଷ୍ଟି କରିଛି। ଜନସାଧାରଣଙ୍କ ମତାମତ ଓ ପରାମର୍ଶ ଲୋଡ଼ିଥିବା ଏହି ବାର୍ତ୍ତାକୁ ରାଜନୈତିକ ଉଦ୍ଦେଶ୍ୟରେ ସରକାରୀ…

୧୨୫ ବର୍ଷୀୟ ବୟସ୍କ କଇଁଛ ଚାଣକ୍ୟର ପରଲୋକ

ହାଇଦ୍ରାବାଦ: ଏଠାକାର ଜୁଲୋଜିକାଲ ପାର୍କରେ ମୂଖ୍ୟ ଆକର୍ଷଣ କେନ୍ଦ୍ର ସାଜିଥିବା ବୟସ୍କ କଇଁଛ ଚାଣକ୍ୟର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ଚାଣକ୍ୟକୁ ୧୨୫ ବର୍ଷ ବୟସ ହୋଇଥିଲା । ୧୦ ଦିନ ହେବ ଏହି ବୟସ୍କ କଇଁଛଟି ଖାଦ୍ୟ ଖାଉ ନ ଥିଲା । ଯାହାକୁ ନେଇ ଅଧିକାରୀମାନେ ଚିନ୍ତିତ ହୋଇ ପଡିଥିଲେ ।…

ବିଜେପିରେ ସାମିଲ ହେଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆଜି “ବିଶ୍ୱ ନେତୃତ୍ୱ ରାଷ୍ଟ୍ର”ଭାବେ ଅଗ୍ରସର ହେବାରେ ଲାଗିଛି ଭାରତବର୍ଷ । ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିବା ପ୍ରଧାନମନ୍ତ୍ରୀଙ୍କ…

ଭାଷଣ ମଝିରେ ପୱନ କଲ୍ୟାଣଙ୍କୁ ଅଟକାଇଲେ ମୋଦି, ପୋଲିସକୁ ଦେଲେ ଏଭଳି ଆଦେଶ

ବିଜୟୱାଡ଼ା: ରବିବାର ଦିନ ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାର ଚିଲକାଲୁରିପେଟ ଟାଉନ ନିକଟ ବପୁଡି ଗ୍ରାମରେ ଏକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲୁଗୁ ଦେଶମ ପାର୍ଟି ସଭାପତି ଏନ ଚନ୍ଦ୍ରବାବୁ…

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ; ସ୍କୁଲ କର୍ତ୍ତୃପକ୍ଷଙ୍କ ନାମରେ ଅଭିଯୋଗ ଆଣିଲା…

ରାୟଗଡା: ଶନିବାର ବିଳମ୍ବିତ ରାତିରେ ରାୟାଗଡାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ମୃତ୍ୟୁ ଘଟିଥିବା ନେଇ ଛାତ୍ରଙ୍କ ପରିବାର ଲୋକେ…

ପ୍ରାର୍ଥୀଙ୍କ ଅପରାଧ ରେକର୍ଡ କହିବ ଏହି ମୋବାଇଲ ଆପ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି) ଶନିବାର ଦେଶର ପରବର୍ତ୍ତୀ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଘୋଷିତ ତାରିଖ ଅନୁଯାୟୀ ଏପ୍ରିଲ ୧୯ରୁ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ। ଏହା ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟା ହେବ। ଏହି…

ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ପହଞ୍ଚିଲେ କେରଳ ସରକାର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ନିୟମ ୨୦୨୪ ବିରୋଧରେ କେରଳ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କଠାରୁ ସିଏଏର ନିୟମ ଉପରେ ରହିତାଦେଶ ଦେବାକୁ ଦାବି କରିଛନ୍ତି। ରାଜ୍ୟ ସରକାର ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିସନରେ…

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆପଡ଼ା: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଜିଲ୍ଲାସ୍ତରରେ ନିର୍ବାଚନକୁ ନେଇ ପ୍ରସ୍ତୁତି ହୋଇଯାଇଛି। ଚଳିତ ନିର୍ବାଚନକୁ ଆହୁରି ଅବାଧ ଓ ନିରପେକ୍ଷ ସହ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇ ନୂଆପଡ଼ା ଜିଲ୍ଲା ସମ୍ପୂର୍ଣ୍ଣ…

ଜ୍ୟାକି ଚାନଙ୍କ ଲୁକ ଦେଖି ପ୍ରଶଂସକ ସ୍ତବ୍ଧ

ମୁମ୍ବାଇ: ୮୦ ରୁ ୯୦ ଦଶକ ମଧ୍ୟରେ ଆକ୍ସନ ଫିଲ୍ମକୁ କମିକ ଶୈଳୀରେ ଅଭିନୟ କରି ଜ୍ୟାକି ଚାନ ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିଲେ । ତାଙ୍କ ଫିଲ୍ମର ଅଧିକାଂଶ ଫାଇଟ ଦୃଶ୍ୟ ସେ ନିଜେ ନିର୍ଦ୍ଦେଶନା ଦେଇଥାନ୍ତି । ନୂତନ ଶୈଳୀରେ ତାଙ୍କ ଆକ୍ସନ ଦୃଶ୍ୟକୁ ଦର୍ଶକମାନେ ଭଲ ପାଉଥିଲେ । ଦୀର୍ଘ ଦିନ ପରେ…

ବଜାର ବନ୍ଦ ସତ୍ତ୍ୱେ ଖସିଗଲା ସୁନା ଦର, ଦେଖିନିଅନ୍ତୁ କେତେ ଅଛି ଭରି ପିଛା ମୂଲ୍ୟ

ନୂଆଦିଲ୍ଲୀ: ସୁନା କିମ୍ବା ରୂପା କିଣିବାକୁ ଚିନ୍ତା କରୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଆଜି ଅର୍ଥାତ୍ ୧୭ ମାର୍ଚ୍ଚ ୨୦୨୪ରେ, ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୩୧ ଟଙ୍କା ହ୍ରାସ ପାଇ ୬୬୮୦ ଟଙ୍କା ହୋଇଛି।…