ଡିଏରେ ବୃଦ୍ଧି ହେବା ପରେ ବଢିଯିବ ଏହି ସବୁ ଭତ୍ତା
ନୂଆଦିଲ୍ଲୀ: ନିକଟରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏକୁ ୪ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଯେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ। ସେମାନଙ୍କର ମୌଳିକ ବେତନର ୫୦ ପ୍ରତିଶତ ହେବ।…