ଚାଷୀ ଆନ୍ଦୋଳନ: ଆଜି ଭାରତ ବନ୍ଦ, ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ରହିବ ବନ୍ଦ
ନୂଆଦିଲ୍ଲୀ: ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅନ୍ୟାନ୍ୟ ଟ୍ରେଡ ୟୁନିଅନର ଆହ୍ଵାନରେ ଆଜି 'ଗ୍ରାମୀଣ ଭାରତ ବନ୍ଦ' ଡାକରା ଦିଆଯାଇଛି । ଏହା ଅଧୀନରେ ଦେଶର କୃଷକ ଏବଂ ଶ୍ରମିକମାନଙ୍କୁ ଆଜି ସେମାନଙ୍କ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିବେଦନ କରାଯାଇଛି। ଆସନ୍ତୁ ଜାଣିବା କାହିଁକି ଏବଂ…