ପ୍ରଫୁଲଙ୍କ ଘରେ ଇଡି ରେଡ୍: ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି, କଂଗ୍ରେସ କହିଲା ମିଳିତ ନାଟକ
ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଚଢ଼ାଉ କରିବା ପରେ ଶାସକ ଦଳ ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ଦେଖାଦେଇଛି। ଉଭୟ ଦଳ ହାତ ମିଳାଇଥିବା ଅଭିଯୋଗ କରି କଂଗ୍ରେସ…