Latest Odisha News

BREAKING NEWS

Yearly Archives

2024

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷା ଓ ନାରୀ ସଶକ୍ତିକରଣ ଶୀର୍ଷକ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଭାଷା ସମ୍ମିଳନୀ ଅବସରର ଦ୍ୱିତୀୟ ଦିବସରେ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଔପନାସିକା ପ୍ରତିଭା ରାୟଙ୍କ ଅଧ୍ଯକ୍ଷତାରେ ଓଡ଼ିଆ ଭାଷା ଓ ନାରୀ ସଶକ୍ତିକରଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଶାର ଲୋକସଂସ୍କୃତି ଉପରେ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଦ୍ଵିତୀୟ ଦିବସରେ ଆଜି ଆୟୋଜିତ ଓଡ଼ିଶାର ଲୋକସଂସ୍କୃତି ସମ୍ପର୍କିତ ଆଲୋଚନା ସଭାରେ ବିଶିଷ୍ଟ ଲୋକସାହିତ୍ୟବିତ୍ ଓ ଭାଷାବିତ୍ ତଥା ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ପୂର୍ବତନ ଅଧକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଓଡ଼ିଶାର…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଆଧୁନିକ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକରେ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଭାଷା ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ବିଶିଷ୍ଟ ଐତିହାସିକ ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ୧୯୩୬ : ଆଧୁନିକ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନରେ ବରୋଦା ସ୍ଥିତ ଗତିଶକ୍ତି…

ଆଦିବାସୀ ମେଳାରେ ଜନଜାତି କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ବହୁଭାଷୀ ନାଟକ ଏକ ପ୍ରମୁଖ ଆକର୍ଷଣ

ଭୁବନେଶ୍ୱର : ଓଡ଼ିଶାର ଅନୁସୂଚିତ ଜନଜାତିଙ୍କ ଭାଷାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ନିମନ୍ତେ ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବହୁଭାଷୀ ନାଟକ ମହୋତ୍ସବରେ ବାଲ୍ୟ ବିବାହ ସମ୍ପର୍କିତ ସଚେତନତା ଉପରେ ଆଧାରିତ କୋରାପୁଟିଆ ଦେଶୀଆ ଭାଷାର ଏକ ସୁନ୍ଦର ନାଟକ "ଦେଖ୍ ମେଟା…

ଆରଏସ୍‌ଏସ୍ ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତ ସଂଘଚାଳକ ନିର୍ବାଚନ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ଦୁଇ ଦିନିଆ ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫେବୃୟାରୀ ୩ ଓ ୪ ଦୁଇ ଦିନ ଧରି ଅନୁଷ୍ଠିତ ଏହି ବୈଠକର ଶେଷ ଦିନରେ ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ…

ଜଗନ୍ନାଥ ମନ୍ଦିରର ଉତ୍ତର ଦ୍ୱାର ଗୁମୁଟରେ ଫାଟ

ପୁରୀ: ଜଗନ୍ନାଥ ମନ୍ଦିରର ଉତ୍ତର ଦ୍ୱାରର ପ୍ରବେଶ ପଥ ଗୁମୁଟର ତଳ ଭାଗରେ ଫାଟ ସୃଷ୍ଟି ହେବାରୁ ମନ୍ଦିର ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ମନ୍ଦିରର ସ୍ଥାପତ୍ୟର ଏକ ଅନନ୍ୟ ବୈଶିଷ୍ଟ୍ୟ ଗୁମୁଟାର ପଦ୍ମ ପାଖୁଡ଼ି ମୂର୍ତ୍ତିରେ ଏହି ଫାଟ ଦେଖିବାକୁ ମିଳିଛି। ସୂତ୍ରରୁ ମିଳିଥିବା ସୂଚନା…

ଓଡ଼ିଶାରେ ଦଳୀୟ ଟିକେଟ୍ ପାଇଁ ଏହି ପୋର୍ଟାଲ ଜରିଆରେ ଅନଲାଇନ୍ ଆବେଦନ ଆହ୍ୱାନ କଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ କଂଗ୍ରେସ ଦଳ pragaman.in ନାମକ ଏକ ଅନଲାଇନ୍ ପୋର୍ଟାଲ ଆରମ୍ଭ କରିଛି। ଏଆଇସିସି ଓଡ଼ିଶା ପ୍ରଭାରୀ ଅଜୟ କୁମାର ରବିବାର ରାଜଧାନୀସ୍ଥିତ କଂଗ୍ରେସ ଭବନରେ…

ପୁଅ ପରୀକ୍ଷାରେ କମ୍ ମାର୍କ ରଖିଥିଲା ବୋଲି ପିଟି ପିଟି ମାରିଦେଲା ବାପା!

ଭୁବନେଶ୍ୱର: ପରୀକ୍ଷାରେ କମ୍ ନମ୍ବର ରଖିଥିବା ଜଣେ ନାବାଳକକୁ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ସହରର ୟୁନିଟ୍-୩ରେ ଏହି ଘଟଣା ଘଟିଛି। ପୀଡ଼ିତା ସ୍ୱୟଂଶୁ ପରିଡ଼ା ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ପରୀକ୍ଷାରେ ଭଲ ପ୍ରଦର୍ଶନ ନ କରିବାରୁ ବାପା ସନ୍ତୋଷ କୁମାର ପରିଡ଼ା…

ଫେବ୍ରୁଆରି ୭ରେ ଭୁବନେଶ୍ୱରରେ ବିଶାଳ ସମାବେଶର ଚେତାବନୀ ଦେଲେ ସ୍କୁଲ ଶିକ୍ଷକ

ଭୁବନେଶ୍ୱର: ୨୧ ଦଫା ଦାବି ନେଇ ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ବିଶାଳ ସମାବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ପ୍ରାୟ ୩୦ ହଜାର ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ଶିକ୍ଷକମାନେ ୩ ଥର ବୈଠକ କରିବା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ…

ଶ୍ରୀଦେବୀ ମୃତ୍ୟୁ ମାମଲା, ସିବିଆଇ ଚାର୍ଜସିଟରେ ଭୁବନେଶ୍ବରର ୟୁଟ୍ୟୁବର

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ତଳେ ଦୁବାଇରେ ବାଥଟବରେ ବୁଡ଼ି ମୃତ୍ୟୁ ବରଣ କରିଥିବା ବଲିଉଡ୍ ସୁପରଷ୍ଟାର ଶ୍ରୀଦେବୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଭୁବନେଶ୍ୱରସ୍ଥିତ ୟୁଟ୍ୟୁବର ଦୀପ୍ତି ଆର ପିନିତି ମିଥ୍ୟା ଦାବି କରି ଏକ ଭିଡିଓ ତିଆରି…