ରଣଜୀ ଟ୍ରଫି: ହିମାଚଳ ପ୍ରଦେଶ ବିପକ୍ଷରେ ଓଡିଶା ୧୩୮ରେ ଅଲଆଉଟ
କଟକ: ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ଏକ ମ୍ୟାଚରେ ହିମାଚଳ ପ୍ରଦେଶ ବିପକ୍ଷରେ ଓଡିଶା ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ୧୩୮ରେ ଅଲଆଉଟ ହୋଇଛି । ଜବାବରେ ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ହିମାଚଳ ପ୍ରଦେଶକୁ ୧ ୱିକେଟ ବିନିମୟରେ ୮୦ ରନ ସଂଗ୍ରହ…