ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର, ଖାସ୍ ଲୋକଙ୍କ ପାଇଁ ଖୋଲିପାରିବେ ନୂତନ ଆକାଉଣ୍ଟ
ନୂଆଦିଲ୍ଲୀ: ଆପଣ ସମସ୍ତେ ଇନଷ୍ଟାଗ୍ରାମରେ ନିଶ୍ଚିତ ସକ୍ରିୟ ଥିବେ । ପ୍ରତିଦିନ ଆପଣ ମଧ୍ୟ ନୂତନ ନୂତନ ଲୋକଙ୍କ ସହିତ ପରିଚିତ ହେଉଥିବେ । ସେମାନଙ୍କ ମଧ୍ୟରୁ କିଛି ଲୋକ ଆପଣଙ୍କ ପୋଷ୍ଟକୁ ଦେଖି ଆପଣଙ୍କୁ ଫଲୋ କରୁଥିବେ ତ ଆଉ କିଛି ଲୋକ ଆପଣଙ୍କର ପରିଚିତ ହୋଇଥିବେ । ତେବେ ସୋସିଆଲ ମିଡିଆର…