Latest Odisha News

BREAKING NEWS

Yearly Archives

2024

ୱାନ ନେସନ ୱାନ ଇଲେକ୍ସନ ସପକ୍ଷରେ ଅଛନ୍ତି ୮୧ପ୍ରତିଶତ ଲୋକ

ନୂଆଦିଲ୍ଲୀ: ୱାନ ନେସନ ୱାନ ଇଲେକ୍ସନ ସପକ୍ଷରେ ଅଛନ୍ତି ୮୧ପ୍ରତିଶତ ଲୋକ। ଏନେଇ କରାଯାଇଥିବା ଏକ ସର୍ବେ‍କ୍ଷଣରୁ ୨୧ପ୍ରତିଶତ ଲୋକଙ୍କ ମତାମତ ନିଆଯାଇଛି। ୪୬ଟି ରାଜନୈତିକ ଦଳ ମଧ୍ୟରୁ ୧୭ ଟି ରାଜନୈତିକ ଦଳ ମଧ୍ୟ ଏ ସମ୍ପର୍କରେ ନିଜର ମତ ଦେଇଛନ୍ତି। ଏନେଇ ଏକ ସରକାରୀ ବିବୃତ୍ତିରେ ସୂଚନା…

ରାତିଯାକ ପାର୍ଟି କରି ଅସୁସ୍ଥ ମ୍ୟାକ୍ସୱେଲ ଡାକ୍ତରଖାନାରେ ଭର୍ତି, ତଦନ୍ତ କରିବ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଧୂରନ୍ଧର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟିରେ ଯୋଗ ଦେବା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମ୍ୟାକ୍ସୱେଲ ଅତ୍ୟଧିକ ମଦ୍ୟପାନ କରିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା…

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରିଲେ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓହରି ଯାଇଛନ୍ତି । ସେ ବ୍ୟକ୍ତିଗତ କାରଣ ଯୋଗୁ ଏଥିରୁ ଓହରିଛନ୍ତି । ଚୟନ କମିଟି ଖୁବ ଶୀଘ୍ର କୋହଲିଙ୍କ ବଦଳ ଖେଳାଳି ଚୟନ କରିବ । ରିପୋର୍ଟ ମୁତାବକ ରିଙ୍କୁ ସିଂ, ସରଫରାଜ ଖାଁ ଓ ରଜତ…

IAS ସ୍ତରରେ ବଡ ଧରଣର ଅଦଳବଦଳ; ୧୭ ଜିଲ୍ଲାପାଳଙ୍କୁ ଏକାଥରକେ ବଦଳି

ଭୁବନେଶ୍ବର : IAS ସ୍ତରରେ ବଡ ଧରଣର ଅଦବଦଳ କଲେ ରାଜ୍ୟ ସରକାର । ୧୭ଜିଲ୍ଲାପାଳଙ୍କୁ ଏକାଥରେ ବଦଳି କରାଯାଇଛି । ପୁରୀ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ବରଗଡ଼ , ବଲାଙ୍ଗିର, ରାୟଗଡା , ଅନଗୁଳ , ଯାଜପୁର , କୋରାପୁଟ , କେନ୍ଦ୍ରପଡା , ସମ୍ବଲପୁର , ମାଲକାନଗିରି, ବୌଦ୍ଧ , ସୋନପୁର, ନୟାଗଡ…

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରିଲେ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓହରି ଯାଇଛନ୍ତି । ସେ ବ୍ୟକ୍ତିଗତ କାରଣ ଯୋଗୁ ଏଥିରୁ ଓହରିଛନ୍ତି । ଚୟନ କମିଟି ଖୁବ ଶୀଘ୍ର କୋହଲିଙ୍କ ବଦଳ ଖେଳାଳି ଚୟନ କରିବ । ରିପୋର୍ଟ ମୁତାବକ ରିଙ୍କୁ ସିଂ, ସରଫରାଜ ଖାଁ ଓ ରଜତ…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ କିଏ ଦେଲେ ସବୁଠୁ ଅଧିକ ଦାନ? 

ଅଯୋଧ୍ୟା: ଭବ୍ୟ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି। ମନ୍ଦିର ନିର୍ମାଣ ପାଇଁ ମୁକ୍ତ ହସ୍ତରେ ଦାନ କରିଛନ୍ତି ଶ୍ରଦ୍ଧାଳୁ। ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ବଲିଉଡ ତାରକା ମନ୍ଦିର ନିର୍ମାଣରେ ସହଯୋଗ କରିଛନ୍ତି। ରାମ ଭକ୍ତଙ୍କ ଦାନ ଅର୍ଥରେ ଏହି ମନ୍ଦିର ନିର୍ମାଣ କରାଯାଇଛି।…

ଜାନୁଆରୀ ୨୨ କେବଳ ତାରିଖ ନୁହେଁ, ଏକ ନୂତନ ସମୟ ଚକ୍ରର ଉତ୍ପତ୍ତି: ମୋଦି

ଅଯୋଧ୍ୟା: ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଯୋଗୁଁ ସାରା ଦେଶ ଉତ୍ସବମୁଖର । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ପିଏମ ମୋଦି ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ଯେ, 'ଆମର ରାମଲଲା ଆଉ ତମ୍ବୁ ଘରେ ରହିବେ ନାହିଁ । ଆମର ରାମଲଲା ବର୍ତ୍ତମାନ ଦିବ୍ୟ…

ବାସଭବନରେ ରହି ଭର୍ଚ୍ଚୁଆଲ ମାଧ୍ୟମରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମନ୍ଦିରରେ ବିଜେ କରିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ସମସ୍ତ ରିତିନୀତି ଓ ପୂଜା ବିଧାନ ସହ ଶେଷ ହେଲା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଆଜି ପୂର୍ଣ୍ଣ ହେଲା କୋଟି କୋଟି ଭକ୍ତଙ୍କ ମନୋକାମନା । ଆଜିର ଏହି ଉତ୍ସବରେ ସାରା ଦେଶ ହୋଇଯାଇଛି…

ହସ୍ପିଟାଲରେ ଭର୍ତ୍ତି ହେଲେ ସୈଫ, ଆଣ୍ଠୁ ଓ କାନ୍ଧରେ ଲାଗିଛି ଗଭୀତ ଆଘାତ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ସୈଫ ଅଲି ଖାନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ସୈଫଙ୍କୁ ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ,ତାଙ୍କ ଆଣ୍ଠୁ ଏବଂ କାନ୍ଧରେ ଆଘାତ ଲାଗିଛି । ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କେଉଁ ରାଜ୍ୟରୁ କେଉଁ ସବୁ ସାମଗ୍ରୀ ଆସିଛି ତାର ବିବରଣୀ ଦେଲେ ଚମ୍ପତ୍ତ ରାୟ

ଅଯୋଧ୍ୟା: ଆଜି ଭବ୍ୟ ଆୟୋଜନ ସହ ଅଯୋଧ୍ୟାରେ ରାମ ମନ୍ଦିରର ଗର୍ଭ ଗୃହରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଯଜମାନ ଭାବରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ…