ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସୃଷ୍ଟିର ସ୍ରଷ୍ଟା
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ, ସମଗ୍ର ସୃଷ୍ଟିର ସ୍ରଷ୍ଟା । ନିଜ ସୃଷ୍ଟିର ସମସ୍ତ ବିଭବ ତାଙ୍କର ପ୍ରିୟ ହେବା କଥା । କିନ୍ତୁ ସନାତନ ଧର୍ମର ଶ୍ରେଷ୍ଠ ତଥା ସକଳ ଶାସ୍ତ୍ରର ସାର ଶ୍ରୀମଦ ଭାଗବତ ଗୀତା କହେ…