ପାଟପୁର ଥାନାକୁ ଶ୍ରେଷ୍ଠ ଥାନା ପୁରସ୍କାର ଦେଲେ ଶାହ
ଭୁବନେଶ୍ବର: ପାଟପୁର ଥାନା ପାଇଲା ଶ୍ରେଷ୍ଠ ଥାନା ପୁରସ୍କାର। ପୁରସ୍କାର ଦେଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ଭୁବନେଶ୍ବର ସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆଜି ଆରମ୍ଭ ହୋଇଥିବା…