Latest Odisha News

BREAKING NEWS

Yearly Archives

2024

ଝାଡାବାନ୍ତି ଆକ୍ରାନ୍ତ: ୪ ଦିନରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ବନ୍ଧଗୁଡା ପଞ୍ଚାୟତର ଦଣ୍ଡସେନାଗୁଡା ଗାଁରେ ୪ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୮ ତାରିଖରୁ ଦଣ୍ଡସେନାଗୁଡା ଗାଁରେ ଝାଡ଼ାବାନ୍ତି ରୋଗ ଆରମ୍ଭ ହୋଇଛି । ୯ ତାରିଖ ଦିନ ଜାନକି ଅମନାତ୍ୟ ନବରଙ୍ଗପୁର…

ଭୋଜନ ପରଷିବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ନଚେତ…

ଭୁବନେଶ୍ଵର: କଥାରେ ଅଛି ମନୁଷ୍ୟ ନିଜ ଜୀବନରେ ଶାନ୍ତିରେ ଦୁଇ ବକ୍ତ ଖାଦ୍ୟ ଖାଇବା ପାଇଁ ସକାଳୁ ରାତି ଯାଏଁ ପରିଶ୍ରମ କରିଥାଏ । ମାତ୍ର ଅନେକ ସମୟରେ କର୍ମବ୍ୟସ୍ତତା ମଧ୍ୟରେ ହେଉ ଅଥବା ଜାଣତରେ ଅଜାଣତରେ ଏଭଳି କିଛି ଭୁଲ ହୋଇଯାଏ, ଯାହାର କୁପ୍ରଭାବ ଜୀବନ ଉପରେ ପଡିଥାଏ । ଧାର୍ମିକ…

ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ସାମଗ୍ରିକ ଶିକ୍ଷାନୁଷ୍ଠାନ ତାଲିକାରେ ଦେଶରେ ୨୪ତମ

ଭୁବନେଶ୍ୱର: ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଛି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ । ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ର ନବମ ସଂସ୍କରଣରେ ଦେଶର ପ୍ରମୁଖ…

କଲିକତାର ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର, ଜାଣନ୍ତୁ ଏହି ମନ୍ଦିରର ରହସ୍ୟ

କୋଲକାତା: ଆସାମ ଏବଂ ବଙ୍ଗଳାରେ ମା ଦୁର୍ଗାଙ୍କର ଅଧିକାଂଶ ଶକ୍ତିପୀଠ ଅବସ୍ଥିତ। କଲିକତାରେ ହୁଗୁଳି ନଦୀ ତଟରେ ମା କାଳୀଙ୍କ ପ୍ରସିଦ୍ଧ ମନ୍ଦିର ଅବସ୍ଥିତ, ଯାହା ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନାଁରେ ଜଣାଶୁଣା। ତେବେ ଆସନ୍ତୁ ଜାଣିବା ମାଁ ଙ୍କ ମନ୍ଦିର ବିଷୟରେ କିଛି ଅଜଣା କଥା। ମା’…

ଚାଷୀଙ୍କ ପାଇଁ ଖୁସି ଖବର; ଏହି ଦିନ ମିଳିବ ସିଏମ କିଷାନ ଟଙ୍କା

ଭୁବନେଶ୍ବର: କାଳିଆ ଯୋଜନା ଓ ସିଏମ କିଷାନ ଯୋଜନା ହିତାଧିକାରୀ ତାଲିକା ନେଇ ଦ୍ବନ୍ଦ୍ବ ମଧ୍ୟରେ ଆସିଲା ଖୁସି ଖବର । ଚାଷୀଙ୍କୁ ଟଙ୍କା ଦେବେ ମୋହନ ସରକାର । ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।…

ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ; ନବାଗତ ବିଧାୟକଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବର: ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ବିଧାନସଭାରେ ଚାଲିବ ବିଧାୟକଙ୍କ ତାଲିମ୍‌ କର୍ମଶାଳା । ଏନେଇ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୮ ତାରିଖରେ ଦିନିକିଆ ଗସ୍ତରେ ଆସିବେ ନଡ୍ଡା । ବିଧାନସଭାରେ ବିଧାୟକମାନଙ୍କ ତାଲିମ୍ କାର୍ଯ୍ୟକ୍ରମରେ…

ରସିକିଆ ପ୍ରେମିକ ସତ୍ୟଜିତ ସାମଲ ଗିରଫ ଘଟଣା: ଥାନାରେ ସତ୍ୟଜିତ ମହାନ୍ତିଙ୍କ ଲେଡି ପାର୍ଟନର !

ଭୁବନେଶ୍ଵର:  ରସିକିଆ ପ୍ରେମିକ ସତ୍ୟଜିତ ସାମଲ ଗିରଫ ଘଟଣା । ଥାନାରେ ପହଞ୍ଚିଲେ ସତ୍ୟଜିତ ମହାନ୍ତିଙ୍କ ଲେଡି ପାର୍ଟନର । ହାଜର ପାଇଁ ତାଙ୍କ ପାଖକୁ ନୋଟିସ ଜାରି କରିଥିଲା କ୍ୟାପିଟାଲ ଥାନା ପୋଲିସ । ସତ୍ୟଜିତଙ୍କ ଆକାଉଣ୍ଟରୁ ରହସ୍ୟମୟୀ ମହିଳାଙ୍କ ଆକାଉଣ୍ଟକୁ ଯାଇଥିଲା ୧୦ ଲକ୍ଷ ଟଙ୍କା ।…

ପୂର୍ବତନ ଆଇଏସଆଇ ମୁଖ୍ୟ ଫୈଜ୍ ହମିଦଙ୍କୁ ଗିରଫ କଲା ପାକିସ୍ତାନ ସେନା

ଇସଲାମବାଦ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଫୈଜ ହମିଦ ଙ୍କୁ ଆଜି ଗିରଫ କରିଛି ପାକିସ୍ତାନ ସେନା । ସାମରିକ ହେପାଜତକୁ ନେଇ ତାଙ୍କ ବିରୋଧରେ ପ୍ରକ୍ରିୟା ଆରମ୍ଭ କରିଛି କୋର୍ଟ ମାର୍ଶାଲ । ପାକିସ୍ତାନ ସେନାର ଗଣମାଧ୍ୟମର ଖବର ଅନୁଯାୟୀ, ସୁପ୍ରିମକୋର୍ଟଙ୍କ…

ବମ୍ବଲ୍ବି ବ୍ୟାଟ୍: ଦୁନିଆର ସବୁଠାରୁ ଛୋଟ ସ୍ତନ୍ୟପାୟୀ ପ୍ରାଣୀ

ଭୁବନେଶ୍ଵର: ସମଗ୍ର ପୃଥିବୀରେ ପ୍ରାୟ ୬୪୦୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି । ସେଥିମଧ୍ୟରୁ ବାଦୁଡି ଅନ୍ୟତମ । ବାଦୁଡି ମଧ୍ୟରେ ଏପରି ଏକ ବାଦୁଡି ଅଛି ଯାହାକୁ ଦୁନିଆର ସବୁଠାରୁ ଛୋଟ ସ୍ତନ୍ୟପାୟୀ ପ୍ରାଣୀ ବୋଲି କୁହାଯାଏ । ଏପରିକି ଗିନିଜ ବୁକରେ ମଧ୍ୟ ଏହି ବାଦୁଡି ସ୍ଥାନ ପାଇଛି ।…

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଘଟଣା; ଟ୍ବିଟ୍ କରି ଏପରି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା କମିବାର ନାଁ ନେଉନି । ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ ଜାରି ରହିଛି । ଏହି ଘଟଣା ଉପରେ ଆଜି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା । ସେ ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରି ଲେଖିଛନ୍ତି ଯେ,…