Latest Odisha News

BREAKING NEWS

Yearly Archives

2024

ନତାସାଙ୍କୁ ଧୋକା ଦେଇଥିଲେ କି ହାର୍ଦ୍ଦିକ? 

ନୂଆଦିଲ୍ଲୀ: ନତାସା ଷ୍ଟାନକୋଭିକ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗତ ମାସରେ ନିଜର ପରସ୍ପରଠୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ଦୁହେଁ ମେ ୨୦୨୦ରେ ବିବାହ କରିଥିବା ବେଳେ ଏହି ଦମ୍ପତି ଜୁଲାଇ ୨୦୨୪ରେ ପରସ୍ପରଠୁ ଅଲଗା ହେବା ନେଇ ସ୍ପଷ୍ଟ କରିଥିଲେ। ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ…

‘ହର୍ ଘର୍ ତିରଙ୍ଗା ଅଭିଯାନ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନଠାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି । ଏହି କ୍ରମରେ,…

ସ୍ବାଧୀନତା ଦିବସ ଅବସରରେ କେଜ୍ରିଓ୍ବାଲଙ୍କ ଅନୁପସ୍ଥିତିରେ ଏହି ମନ୍ତ୍ରୀ କରିବ ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବଦଳରେ ମନ୍ତ୍ରୀ ଆତିଶୀ ପତାକା ଉତ୍ତୋଳନ କରିବେ । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ । ଆଜି ତିହାର ଜେଲ୍ ଯାଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ…

କାର୍ଯ୍ୟକାରି ହେବ ‘ଆଦର୍ଶ ସୌର ଗ୍ରାମ: ମୁକ୍ତ ବିଜୁଳି ଯୋଜନା’: ମିଳିବ ୧ କୋଟି ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ଅଧୀନରେ 'ଆଦର୍ଶ ସୌର ଗ୍ରାମ'ର କାର୍ଯ୍ୟକାରିତା ନିମନ୍ତେ  ମାର୍ଗଦର୍ଶିକା ପ୍ରକାଶ ପାଇଛି। 'ଆଦର୍ଶ ସୌର ଗ୍ରାମ' ଯୋଜନା ଅଧୀନରେ ସମଗ୍ର ଭାରତରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ହେବ । ସୌର ଶକ୍ତି…

ଅଗଷ୍ଟ ୧୮ ସୁଦ୍ଧା ତଦନ୍ତ ସାରିବାକୁ ମମତାଙ୍କ ନିର୍ଦ୍ଦେଶ, ନଚେତ୍… 

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡା ଚେତାବନୀ। ଅଗଷ୍ଟ ୧୮ ସୁଦ୍ଧା କୋଲକାତା ପୋଲିସ ଯଦି ତଦନ୍ତ ନସାରେ ତାହେଲେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ସେ…

ଆସନ୍ତାକାଲି କୃଷି ଭବନରେ ପାଳନ ହେବ “ଜାତୀୟ ମହାକାଶ ଦିବସ”

ନୂଆଦିଲ୍ଲୀ: ଚଳିତବର୍ଷ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରାଯିବ । ଚନ୍ଦ୍ରପୃଷ୍ଠରେ ଭାରତ ‘ଚନ୍ଦ୍ରଯାନ-୩’ ଅବତରଣ କରାଇବାରେ ସଫଳ ହୋଇଥିବାରୁ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।…

ଏନଆଇଆରଏଫ ରାଙ୍କିଂ; ଜାଣନ୍ତୁ କେଉଁ ସ୍ଥାନରେ ରହିଛି କେଉଁ ଅନୁଷ୍ଠାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ) ସୋମବାର ବିଭିନ୍ନ ବର୍ଗରେ ସମ୍ମାନଜନକ ରାଙ୍କିଂ ତାଲିକା ପ୍ରକାଶ କରିଛି। ଇଞ୍ଜିନିୟରିଂରେ ଭାରତୀୟ ରାଙ୍କିଂ ଅନୁଯାୟୀ, ଶ୍ରେଷ୍ଠ ୨୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ…

ପ୍ୟାରିସ ଅଲମ୍ପିକ୍ସ ୨୦୨୪: ପ୍ୟାରିସର ପରିସଂଖ୍ୟାନ

ପ୍ୟାରିସ: ସିଟି ଅଫ୍ ଲଭ୍ ଆଣ୍ଡ୍ ଲାଇଟ୍ସ ପ୍ୟାରିସରେ ୩୩ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ କ୍ରୀଡାର ହୋଇଛି ଭବ୍ୟ ଉଦଯାପନୀ । ଏବେ ଆଉ ଚାରିବର୍ଷ ଅପେକ୍ଷା । ୨୦୨୮ରେ ଲସଆଞ୍ଜେଲସ ଆୟୋଜନ କରିବ ବିଶ୍ୱକ୍ରୀଡାର ମହାକୁମ୍ଭ । ପ୍ୟାରିସରେ ଏଥର ଅନେକ କିିଛି ନୂଆ ଦେଖିବାକୁ ମିଳିଥିଲା । ସୃଷ୍ଟି…

ହିଣ୍ଡେନବର୍ଗର ନୂଆ ବୋମା : ସେବି-ଅଦାନୀ ଭିତିରିଆ କାରବାର!

ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ଆଉ ଏକ ଖୁଲାସା । ଏଥର ଭାରତର ପ୍ରତିଭୂତି ବିନିମୟ ବୋର୍ଡ - ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ଓ ସ୍ୱାମୀ ଧୱଲଙ୍କ ବିରୋଧରେ ଗୁରୁତର ଅଭିଯୋଗ । ଅଦାନୀ ଗ୍ରୁପ୍ ସ୍କାମ ସହ ସେବି ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ଜଡିତ ବୋଲି…

ବିବାଦ ଭିତରେ ପୂଜ ଖେଡକରଙ୍କୁ ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ: ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ଆଶ୍ବସ୍ତି । ପୂଜାଙ୍କ ଗିରଫଦାରି ଉପରେ ରହିତାଦେଶ ଲଗାଇଲେ ଦିଲ୍ଲୀ ହାଇକୋର୍ଟ । ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ଦିଲ୍ଲୀ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଷ୍ଟିସ ସୁବ୍ରମଣ୍ୟମ…