Latest Odisha News

BREAKING NEWS

Yearly Archives

2024

ଲିଙ୍ଗ ବିବାଦରେ ଆଥଲେଟ୍

ପ୍ୟାରିସ: ପୁଣି କ୍ରୀଡା ଜଗତରେ ଲିଙ୍ଗ ବିବାଦ । ପ୍ୟାରିସ ଅଲିମ୍ପିକ୍ସର ବକ୍ସିଂ ରିଙ୍ଗରେ ଦେଖିବାକୁ ମିଳିଛି ଲିଙ୍ଗଗତ ବିବାଦ । ମହିଳା ୬୬ କିଲୋଗ୍ରାମ ଶ୍ରେଣୀରେ ଇଟାଲୀର ଏଞ୍ଜେଲା କରିନୀ ଓ ଆଲଜେରିଆର ଇମାନ ଖଲିଫଙ୍କ ମଧ୍ୟରେ ମୁକାବିଲା ମାତ୍ର ୪୬ ସେକେଣ୍ଡରେ ଶେଷ ହୋଇଥିଲା । ଆଲଜେରିଆ…

ବିବାଦ ସତ୍ୱେ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କଲେ ଇମାନେ ଖେଲୀଫେ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସର ମହିଳା ବକ୍ସିଂରେ ଆଲଜେରିଆର ଇମାନେ ଖେଲୀଫେଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସତ୍ୱେ ସେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ୬୬ କିଗ୍ରା ବିଭାଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥିସହ ସେ ନିଜ ଦେଶ ପକ୍ଷରୁ ୭ମ ଖେଳାଳି ଭାବେ…

ଶିକାରୀ ଗୁଳିରେ ବୃଦ୍ଧ ଗୁରୁତର

ଅନୁଗୁଳ: ଶିକାରୀ ଗୁଳିରେ ବୃଦ୍ଧ ଗୁରୁତର। ଠାକୁରଗଡ଼ ଥାନା ଜନକପୁର ଗାଁ ନିକଟ ଜଙ୍ଗଲରେ ଗୁଳିମାଡ଼ ହୋଇଥିବା ଖବର ଆସିଛି। ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ଏହି ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନୁଗୁଳ ଜିଲ୍ଲା…

ମନ୍ଦିର କାନ୍ଥ ଭୁଶୁଡ଼ି ଚାଲିଗଲା ୯ ଶିଶୁଙ୍କ ଜୀବନ

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହପୁରରେ ରବିବାର ଦିନ ଏକ ମନ୍ଦିରର କାନ୍ଥ ଭୁଶୁଡ଼ିବା ପରେ ୯ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ଏହି ଅଘଟଣ ଶାହପୁରର ହରଦୌଲ ବାବା ମନ୍ଦିରରେ ଏକ ଧାର୍ମିକ ସମାରୋହରେ ଘଟିଛି। ମାଟି ତଳେ ପ୍ରାୟ ୯ ଜଣ ଛୋଟ…

ମହିଳା ୧୦୦ ମିଟର ରେସରୁ ଓହରିଲେ ଶୈଲୀ ଫ୍ରେଜର

ପ୍ୟାରିସ: ଜାମାଇକାର ଷ୍ଟାର ଆଥଲେଟ ଶୈଲୀ ଆନ ଫ୍ରେଜର ମହିଳା ୧୦୦ ମିଟର ରେସରୁ ଓହରି ଯାଇଛନ୍ତି । ସେମିଫାଇନାଲ ରେସ ପୂର୍ବରୁ ସେ ହଠାତ କାହିଁକି ଓହରିଲେ ତାହା ସ୍ପଷ୍ଟ କରି ନାହାନ୍ତି । ତେବେ ସାଥୀ ଆଥଲେଟଙ୍କ ମତରେ ୫ ଥର ବିଶ୍ୱ ଓ ୨ ଥର ଅଲିମ୍ପିକ ଚାମ୍ପିୟନ ଫ୍ରେଜରଙ୍କୁ ଟ୍ରେନିଂ ଅଂଚଳକୁ…

‘କେବିସି-୧୬’ରେ ନୂଆ ତଡ଼କା, ଏଥର ପ୍ରତିଯୋଗୀଙ୍କ ଜିତିବା ଟଙ୍କା ହେବ ଡବଲ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଶୋ 'କୌ ନ ବନେଗା କରୋଡପତି ସିଜନ-16' ପୁଣି ଥରେ ଦର୍ଶକଙ୍କ ନିକଟରେ ପହଞ୍ଚିବାକୁ ପ୍ରସ୍ତୁତ। ଏହି ସିଜିନରେ ଅନେକ ନୂଆ ଘଟଣା ଘଟିବାକୁ ଯାଉଛି। ଅଗଷ୍ଟ ୧୨ରେ 'କେବିସି 16' ପ୍ରିମିୟର ହେବାକୁ ଯାଉଛି। ଏହି ସିଜିନର ଟ୍ୟାଗଲାଇନ୍ ହେଉଛି 'ଜିନ୍ଦଗୀ ହୈ, ହର ମୌଡ଼୍…

ଭୟଙ୍କର ସଡ଼କ ଦୁର୍ଘଟଣା; କାର୍‌କୁ ପିଟିଲା ବସ୍‌, ୭ ମୃତ

ଲକ୍ଷ୍ନୌ: ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ଇଟାୱାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାରକୁ ଧକ୍କା ଦେଲା ଡବଲ ଡେକର ବସ୍। ଏଥିରେ ୭ ଜଣଙ୍କ ମୃତ୍ଯୁ ଘଟିଛି। ୨୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍‌-ୱେରେ ଘଟିଛି ଏଭଳି କିଛି…

ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା: ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ୍ ଓ ଲେବାନନ୍, ହୋଇପାରେ ବଡ଼ ଯୁଦ୍ଧ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା। ଘନଉଛି ଯୁଦ୍ଧ। ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ୍ ଓ ଲେବାନନ୍। ଇସ୍ରାଏଲ୍ ଉପରେ ଘନ ଘନ ମିସାଇଲ୍ ଓ ରକେଟ୍ ମାଡ଼ କଲା ଲେବାନନ। ପ୍ରାୟ ୫୦ଟି ରକେଟ୍ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ରକେଟ ମାଡ ପରେ ଇସ୍ରାଏଲ୍ ଏୟାର ଡିଫେନସ୍ ସିଷ୍ଟମ ସକ୍ରିୟ…

ଓଡିଆ ସାମ୍ବାଦିକତା ଦିବସ: ଓଡିଆ ସାମ୍ବାଦିକଙ୍କ ପାଇଁ ବଡ ଦିନ

ଭୁବନେଶ୍ଵର: ଆଜି ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଦିନ । ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଆଜିର ଦିନରେ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା ପ୍ରଥମ…

ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ

ପୁରୀ:ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ। ଚିତାଲାଗି ଅମାବାସ୍ୟା ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ପ୍ରଥମ ଭୋଗ ମଣ୍ଡପ ପରେ ଆରମ୍ଭ ହେବ ସ୍ବତନ୍ତ୍ର ନୀତି। ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ଆଜି ଶ୍ରାବଣ ଅମାବାସ୍ୟା ଅବସରରେ…