ଚାଷୀଙ୍କ ପାଇଁ ଖୁସି ଖବର: ୧୦ ଯାଏ ବଢିଲା ଫସଲ ବୀମା ପଞ୍ଜୀକରଣ ଅବଧି
ଭୁବନେଶ୍ୱର: କୃଷକଙ୍କ ପାଇଁ ଖୁସି ଖବର। ଖରିଫ-୨୦୨୪ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍ବିୱାଇ) ପଞ୍ଜୀକରଣ ଅବଧି ୧୦ ତାରିଖ ଯାଏ ବଢାଇଛନ୍ତି ସରକାର। ରାଜ୍ୟ କୃଷି ଓ କୃଷକ ବିକାଶ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଜୁଲାଇ ୩୧ ତାରିଖ ଥିଲା କୃଷକମାନଙ୍କ ନାମ ପଞ୍ଜୀକରଣର…