Latest Odisha News

BREAKING NEWS

Yearly Archives

2024

ବଢୁଛି ଆଳୁ ଦର; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡିଶାରେ ଆଳୁ ଦର ହୁ ହୁ ହୋଇ ବଢିବା ପରେ ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି।ଏହି ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ…

୯ମ ଥର ପାଇଁ ଏସିଆ କପ ମହିଳା କ୍ରିକେଟ ଫାଇନାଲରେ ଭାରତ

ଡାମ୍ବୁଲା: ଏଠାରେ ଅନୁଷ୍ଠିତ ଏସିଆ କପ ମହିଳା କ୍ରିକେଟରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରି ଭାରତ ୯ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଏ ପର୍ଯ୍ୟନ୍ତ ଏସିଆ କପରେ ଭାରତ ଓଭରାଲ ୭ ଥର ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ୨ ଥର ରନର୍ସଅପ ହୋଇଛି । ସେମିଫାଇନାଲ ମୁକାବିଲାରେ…

ଦେଶରେ ଲାଗୁ ହେବ ସାଟେଲାଇଟ୍ ଟୋଲ୍ ସଂଗ୍ରହ ସିଷ୍ଟମ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥରେ ଖୁବ୍ ଶୀଘ୍ର ସାଟେଲାଇଟ୍ ଭିତ୍ତିକ ଟୋଲ୍ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦେଶରେ ସାଟେଲାଇଟ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ ସମୟରେ…

ବଦଳିଲା ଯୋଜନା ନାଁ ବଢିଲା ରାଜ୍ୟ ରାଜନୀତି

ଭୁବନେଶ୍ବର: କାଳିଆ ହେଲା ସିଏମ୍ କିଷାନ, ଆହାର ହେଲା ଶ୍ରୀଅନ୍ନ । ରାଜ୍ୟରେ ବିଜେପି ସରକାରର ପ୍ରଥମ ବଜେଟରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ବିଏସକେଓ୍ବାଇ ନାଁ ବଦଳି ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ହୋଇଛି ତ ମୋ ସ୍କୁଲ ବଦଳି ପଞ୍ଚଶଖା ଶିକ୍ଷା ସେତୁ…

ଜଙ୍ଘରେ ଲେଖିଥିଲେ ୨୨ ଶତ୍ରୁଙ୍କ ନାମ; ଖୋଜିଖୋଜି ବାନ୍ଧୁଛି ପୋଲିସ, ଜାଣନ୍ତୁ ପୂରା କାହାଣୀ… 

ମୁମ୍ବାଇ: ଗୁରୁ ୱାଘମାରେ। ବୋଧହୁଏ ଜାଣିପାରିଥିଲେ ତାଙ୍କୁ ଶତ୍ରୁ ମାନେ ମାରି ଦେବେ ବୋଲି। ସେଥିପାଇଁ ଜଙ୍ଘରେ ଟାଟୁକରି ଲେଖିଥିଲେ ସମସ୍ତ ଶତ୍ରୁଙ୍କ ନାମ। ଯେଉଁ ଟାଟୁ ପୋଲିସକୁ ଖୁବ ସହାୟତା କରୁଛି। ସୂଚନା ଅନୁଯାୟୀ, ବୁଧବାର ମୁମ୍ବାଇ ସ୍ଥିତ ୱାର୍ଲି ସ୍ପାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ…

ବଞ୍ଚିଗଲା ଅଳ୍ପକେ ଜୀବନ, ଶୌଚ ହେବାକୁ ଯାଇଥିଲା ବେଳେ ମାଡି ବସିଥିଲା ଅଜଗର

ଜବଲପୁର: ଶୌଚ ହେବାକୁ ଯାଇଥିବା ବେଳେ ମାଡି ବସିଲା ଅଜଗର । ଗୁଡେଇ ଗୁଡେଇ ଖାଇବାକୁ ଚେଷ୍ଟା କରିବା ବେଳେ ରକ୍ଷା କଲେ ଗାଁ ଲୋକେ । ଏଭଳି କିଛି ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁର ଠାରେ । ଯାହାର ରୁମ ଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ପୁରୀ ବେଳାଭୂମି ଉପରେ ପ୍ଲଟିଂ: ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି

ପୁରୀ: ବେଳାଭୂମିକୁ ବି ବିକ୍ରି କରିବାକୁ ପଛେଇଲେନି ମାଫିଆ। ଖଣ୍ଡଖଣ୍ଡ କରି ବେଳାଭୂମିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି ମାଫିଆ। ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗାକୁ ଚିହ୍ନଟ କରିବା ପାଇଁ ଶହଶହ ହଳଦିଆ ଖୁଣ୍ଟି ପୋତାଯାଇଛି।ଏପରିକି ଜୁଆର ମାଡ ହେଉଥିବା ସ୍ଥାନରେ ବି…

ଏମସିଏଲ ଅଧିକାରୀଙ୍କୁ ଦୁର୍ବ୍ଯବହାର ଅଭିଯୋଗ, ବିଜେଡି ନେତ୍ରୀଙ୍କ ସମେତ ୪ ଗିରଫ

ଝାରସୁଗୁଡା: ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ) ର ଜଣେ ଅଧିକାରୀଙ୍କୁ ଜୋତା ଫିଙ୍ଗିବା ଅଭିଯୋଗରେ ପୋଲିସ ଶୁକ୍ରବାର ଦିନ ବିଜେଡି ନେତ୍ରୀ ତଥା ପୂର୍ବତନ ସରପଞ୍ଚ ପାର୍ବତୀ ବେହେରାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଲଖନପୁର ବ୍ଲକର ଏମସିଏଲର ବନ୍ଦବାହାଲ କାର୍ଯ୍ୟାଳୟରେ…

ପଶ୍ଚିମବଙ୍ଗ ଆଳୁ ନଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବୁ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ ବର୍ତ୍ତମାନ ପଶ୍ଚିମବଙ୍ଗ ଫେରିଯାଇଛି । ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନପାଇ ପଛକୁ ଫେରିଯାଇଥିବା ସୂଚନା ମିଳିଛି । ସେପଟେ ଆଳୁ ଟ୍ରକ ଫେରିଯିବା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ଖାଉଟି ଓ ଯୋଗାଣ କଲ୍ୟାଣ…

ଜୁଲାଇ ୨୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏବେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜାରି ରହିଥିବାରୁ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ…