Latest Odisha News

BREAKING NEWS

Yearly Archives

2024

କାର୍‌ ଦୁର୍ଘଟଣାଗ୍ରସ୍ତ; ଗାଡ଼ି ତଳେ ଚାପି ହୋଇଗଲେ ୨ ଜଣ, ଜଣେ ମୃତ ଓ ୩ ଗୁରୁତର

ରାୟଗଡ଼ା: ଭୟଙ୍କର ସଡ଼କ ଦୁର୍ଘଟଣା। ବନ୍ଧଗୁଡ଼ା ଗାଁ ନିକଟରେ ଭୟଙ୍କର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୨ ଜଣ ଚାପି ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ସୂଚନା ଅନୁସାରେ ରାୟଗଡ଼ା…

ଦେଶରେ ନୂଆ ଆଇନ, ଭାରତୀୟ ନ୍ୟାୟ ସଂହିତାରେ ରୁଜ୍ଜୁ ହେଲା ପ୍ରଥମ ମାମଲା

ନୂଆଦିଲ୍ଲୀ: ହଟିଲା ୧୮୬୦ରୁ ଚାଲିଆସୁଥିବା ବ୍ରିଟିଶ ଆଇନ । ଆଜିଠୁ ସାରା ଦେଶରେ ଲାଗୁ ହେଲା ତିନୋଟି ନୂଆ ଅପରାଧିକ ଆଇନ । ତିନି ଫୌଜଦାରୀ ଆଇନ ଆଇପିସି, ସିଆରପିସି ଓ ଏଭିଡେଣ୍ଟ ଆକ୍ଟ ହଟାଇ ଲାଗୁ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ…

ସପ୍ତଶଯ୍ୟା ପାହାଡ଼ରେ ୫ ନିଖୋଜ ଛାତ୍ର ଉଦ୍ଧାର

ଢେଙ୍କାନାଳ: ସପ୍ତଶଯ୍ୟା ପାହାଡ଼ରେ ୫ ନିଖୋଜ ଛାତ୍ର ଉଦ୍ଧାର। ବିଳମ୍ବିତ ରାତିରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ ଓ ପୋଲିସ। ସପ୍ତଶଯ୍ୟା ବୁଲିବାକୁ ଯାଇ ୫ ଛାତ୍ର ଅନ୍ଧାରରେ ଫସି ଯାଇଥିଲେ। ବର୍ଷା ହେବାରୁ ରାସ୍ତା ଭୁଲି ୫ ଛାତ୍ର ପାହାଡ଼ ଉପରୁ ଫେରି ପାରି ନଥିଲେ। ଉଦ୍ଧାର ପରେ ସମସ୍ତ…

ବିଷାକ୍ତ ଛତୁ ଖାଇ ୧୧ ଅସୁସ୍ଥ, ୫ ଜଣଙ୍କ ଅବସ୍ଥା ଗୁରୁତର

ଭଞ୍ଜନଗର: ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଜଣ ଅସୁସ୍ଥ । ଅସୁସ୍ଥ ଭଞ୍ଜନଗର ମେଡିକାଲରେ ଭର୍ତ୍ତି । ୫ ଜଣଙ୍କ ଅବସ୍ଥା ଗୁରୁତର । ଅସୁସ୍ଥ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାର୍ତିଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୬ ଜଣ ଶିଶୁ ଥିବା…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର, ଅଭିଯୋଗ ପ୍ରକୋଷ୍ଠରେ ନିୟମିତ ଶୁଣିବେ ଲୋକଙ୍କ ସମସ୍ୟା

ଭୁବନେଶ୍ୱର: ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି ଶିବିର ଆରମ୍ଭ । ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଶିବିର। ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ରାଜ୍ୟ ସରକାର । ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଅଭିଯୋଗ ଶୁଣାଣି କରିବା ସହ…

୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇ ମାମଲାରେ ଭଦ୍ରକର ୬ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଭଦ୍ରକ: ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରୁ ପ୍ରାୟ ୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭଦ୍ରକ ଅଞ୍ଚଳରୁ ୬ଜଣ ଯୁବକଙ୍କୁ ଗିରଫ କଲା ମୁମ୍ବାଇର ବାନ୍ଦ୍ରା କୋଲାର ସାଇବର ପୋଲିସ। ଗତ କିଛି ମାସ ପୂର୍ବରୁ ବାନ୍ଦ୍ରା କୋଲାର ସାଇବର ଥାନାରେ ଦୁଇଟି ଅଭିଯୋଗ…

ଇତିହାସ ହୋଇଯିବ ଆଇପିସି, ଆଜିଠୁ ନୂଆ ଅପରାଧିକ ଆଇନ ଲାଗୁ

ଭୁବନେଶ୍ୱର: ଜୁଲାଇ ୧ ଅର୍ଥାତ୍ ଆଜିଠାରୁ ଦେଶରେ ଆଇନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବ୍ରିଟିଶ ଅମଳରୁ ଚଳିଆସୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି), ଫୌଜଦାରୀ ଦଣ୍ଡବିଧି ଆଇନ୍ (ସିଆରପିସି) ଓ ଭାରତୀୟ ସାକ୍ଷ୍ୟ ଆଇନ (ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ) ଇତିହାସ ପାଲଟିଯିବ।…

୨ଟି କ୍ୟାଚ ଦୁଇଟି ବିଶ୍ୱକପ

ନୂଆଦିଲ୍ଲୀ: କ୍ୟାଚ ଜିତାଏ ମ୍ୟାଚ । ତାହା ପୂର୍ନବାର ପ୍ରମାଣିତ ହୋଇଛି । ଟି୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଏହା ପୂନର୍ବାର ପ୍ରମାଣିତ ହୋଇଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଛି । ଶେଷ ଓଭରରେ ୧୬ ରନ ଆବଶ୍ୟକ ହେଉଥିବା ବେଳେ ହାର୍ଦ୍ଦିକଙ୍କ ବଲରେ…

କେଦାରନାଥରେ ଭୟଙ୍କର ହିମସ୍ଖଳନ, ମନେପକାଇ ଦେଲା ୧୧ ବର୍ଷ ତଳର ମହାପ୍ରଳୟ

ଡେରାଡୁନ: ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ ହୋଇଛି। କେଦାରନାଥ ମନ୍ଦିର ନିକଟରେ ଧସିଲା ବିଶାଳକାୟ ବରଫ ଖଣ୍ଡ। ହିମାଳୟ ପର୍ବତରୁ ବିଶାଳକାୟ ବରଫ ଖଣ୍ଡ ଧସିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଏହି ହିମସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ପ୍ରଭାବିତ ହେବା…

ଚାମ୍ପିୟନ ଟିମ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତ ଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ପୁରସ୍କାରର ସୁଅ ଛୁଟିବାରେ ଲାଗିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିଜୟୀ ଟିମ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ ସୋସିଆଲ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ…