Latest Odisha News

BREAKING NEWS

Yearly Archives

2024

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସୁଭଦ୍ରା ଯୋଜନା ଶୁଭାରମ୍ଭର ତାରିଖ

ଭୁବନେଶ୍ୱର: ତିନି ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଘୋଷଣା କରିଛନ୍ତି ବିଜେପି ସରକାରର ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ଶୁଭାରମ୍ଭର ତାରିଖ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେପ୍ଟେମ୍ବର ୧୭ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବାରେ କଣ ଚାଲିଥିଲା ?

ଭୁବନେଶ୍ବର: କିଏ କହୁଛନ୍ତି ରଙ୍ଗଶାଳା ତ କିଏ କହୁଛନ୍ତି ମଉଜ କରୁଥିଲେ ବିଜେଡି ନେତା । ପୁଣି କିଏ କହୁଛନ୍ତି ଆସୁଥିଲେ ସେଲିବ୍ରିଟି । ଯାଜପୁର ଜିଲ୍ଲା ଧର୍ମଶାଳାରେ ରହିଥିବା ବଲ୍ଲେ ବଲ୍ଲେ ଢାବା ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଜଣେ ବିଜେଡି ନେତ୍ରୀ ଚଳାଉଥିବା କୁହାଯାଉଛି । ପୂର୍ବତନ…

ୟାଟସ ବିଜେତାଙ୍କ ଇସ୍ରୋ ପରିଦର୍ଶନ, ୩୦ଟି ଜିଲ୍ଲାର ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ଚୟନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲର ୟାଟ୍‌ସ ୨୦୨୩ର ବିଜେତାମାନେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଂଟର ପରିଦର୍ଶନ କରିବାକୁ ଯାତ୍ରା…

ସକ୍ରିୟ ଲଘୁଚାପ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ଆଜିଠୁ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ -ଢେଙ୍କାନାଳ,…

ଘରର ଛାତ ତଳେ ଥିବା ପ୍ଲାଷ୍ଟରବୋର୍ଡରେ ରାଜୁତି କରୁଥିଲେ ୨ ଲକ୍ଷ ପାଖାପାଖି ମହୁମାଛି

ଲଣ୍ଡନ: ନାତି, ନାତୁଣୀ ଜେଜେବାପାଙ୍କୁ ବ୍ୟସ୍ତ ବିବ୍ରତ ହୋଇ କହିଲେ ଯେ, ସବୁ ଦିନ ରାତିରେ ଶୋଇବାକୁ ଗଲା ବେଳେ ଅଦ୍ଭୁତ ପ୍ରକାରର ଶବ୍ଦ ଶୁଭୁଛି । ଆମେ ଭୟଭୀତ ହୋଇ ଶୋଇ ପାରୁନୁ । ସେମାନେ ବାରମ୍ବାର ଅଭିଯୋଗ କରିବା ପରେ ଜେଜେବାପା ଛାତ ତଳେ ଥିବା ପ୍ଲାଷ୍ଟରବୋର୍ଡ ମଧ୍ୟରୁ କିଛି ଶବ୍ଦ…

କେଜ୍ରିୱାଲଙ୍କୁ ଝଟକା, ୧୪ ଦିନ ପାଇଁ ସିବିଆଇ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ପୁଣି ଏକ ଝଟକା । କେଜ୍ରିୱାଲଙ୍କୁ ୧୪ ଦିନ ପାଇଁ ସିବିଆଇ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । କେଜ୍ରିୱାଲଙ୍କୁ ନ୍ୟାୟିକ…

କୁମ୍ଭୀର ଆକ୍ରମଣରେ ନାବାଳକ ମୃତ ଘଟଣା, ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣାରେ ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ମୃତ ବାଳକର ପରିବାରର ନିକଟତମ ଆତ୍ମୀୟଙ୍କୁ ୬…

ଖୁବଶୀଘ୍ର ଓଡିଶା ବିଧାନସଭା ହେବ ପେପରଲେସ୍

ଭୁବନେଶ୍ଵର: ଓଡ଼ିଶା ବିଧାନସଭାକୁ ପେପରଲେସ୍‌ କରାଯିବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବାଚସ୍ପତିଙ୍କ କହିବାନୁସାରେ, ବିଧାନସଭାକୁ ସଂପୂର୍ଣ୍ଣ କାଗଜମୁକ୍ତ କରିବାକୁ ଯୋଜନା କରାଯାଇଛି । ବିଧାନସଭାକୁ ପେପରଲେସ୍‌ କରିବାକୁ ନେଭା ଦାୟିତ୍ବ ନେଇଛି । ପୁରୁଣା ଓ ନୂଆ ସମସ୍ତ…

ଓଲ୍ଡ ଇଜ୍ ଗୋଲ୍ଡ : ପୁଣି ଫିଲ୍ମ ରି-ରିଲିଜ ଟ୍ରେଣ୍ଡ୍

ମୁମ୍ବାଇ: ଭାରତେରେ ଏବେ ହିଟ୍ ଫିଲ୍ମର ପୁନଃ ରିଲିଜ ଧାରା ଚାଲିଛି । ବିଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଗ୍ରଣୀ ସିନେଷ୍ଟାରମାନଙ୍କ ଜନ୍ମଦିନରେ ସେମାନଙ୍କ ଅଭିନୀତ ପୁରୁଣା ହିଟ୍ ଫିଲ୍ମର ପୁନଃ ରିଲିଜ କରାଯାଉଛି । ତେଲେଗୁ, ତାମିଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାରମାନଙ୍କର ଚଳଚ୍ଚିତ୍ରର ପୁନଃ…

ମହିଳା କ୍ରିକେଟ: ଅଷ୍ଟ୍ରେଲିଆ ରେକର୍ଡ ଭାଙ୍ଗିଲା ଭାରତ

ଚେନ୍ନାଇ: ଭାରତୀୟ ମହିଳା କ୍ରିକେଟ ଟିମ ଟେଷ୍ଟ କ୍ରିକେଟରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତ ୬ ୱିକେଟ ହରାଇ ୬୦୩ ରନ କରିବା ପରେ ଇନିଂସ ଘୋଷଣା କରିଛି । ମହିଳା କ୍ରିକେଟରେ ଏହା ସର୍ବାଧିକ ଦଳଗତ ସ୍କୋର । ଏହା ପୂର୍ବରୁ ଅଷ୍ଟ୍ରେଲିଆ ନାମରେ…