ଅଗଷ୍ଟ ୨୧ରୁ ସେପ୍ଟେମ୍ୱର ୪ ମଧ୍ୟରେ ହେବ ୟୁଜିସି ନେଟ୍ ପରୀକ୍ଷା
ନୂଆଦିଲ୍ଲୀ: ୟୁଜିସି ନେଟ୍ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ । ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ହେବ ଏହି ପରୀକ୍ଷା । ଏଥିସହ ଜଏଣ୍ଟ ସିଏସଆଇଆର ୟୁଜିସି-ନେଟ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ଜୁଲାଇ ୨୫ ରୁ ୨୭ ତାରିଖ ମଧ୍ୟରେ ପରୀକ୍ଷା କରାଯିବ ।
ସେହିପରି ଏନଟିଏର…