ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସର ଖୋଳତାଡ଼
ଗୁଣୁପୁର: ଗୁଣୁପୁର ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢ଼ାଉ। ସହାୟତା ରାଶି ପ୍ରଦାନରେ ଚଞ୍ଚକତା ଅଭିଯୋଗରେ ଖୋଳତାଡ଼ । ଭିଜିଲାନ୍ସର ୪ ଜଣିଆ ଟିମ୍ ଯାଞ୍ଚ କରୁଥିବା ନେଇ ସୂଚନା ମିଳିଛି। ସହାୟତା ରାଶି ପ୍ରଦାନରେ ଚଞ୍ଚକତା ନେଇ ଗଣ ମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଉକ୍ତ…