Latest Odisha News

BREAKING NEWS

Yearly Archives

2024

କଲେଜ ଛାତରୁ ପଡି ଅଧ୍ୟାପିକା ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଘଟଣ । କଲେଜ ଛାତରୁ ପଡ଼ି କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ ଘଟିଛି । ମୃତ ଅଧ୍ୟାପିକା ଜଣଙ୍କ ହେଲେ ବର୍ଷା ମିଶ୍ର । ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନସ୍ ବିଭାଗର…

ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ

ଭୁବନେଶ୍ବର: ଡିପ୍‌ଥେରିଆ ସଂକ୍ରମଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକାଙ୍କ ସୂଚନା । ‘ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ’ । କଳାହାଣ୍ଡି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ସଂକ୍ରମଣ ବ୍ୟାପିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା । ସୂଚନା ଅନୁସାରେ,…

ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁନଃ କାର୍ଯ୍ୟକ୍ଷମ ହେବ ଯୋଗ ବିଭାଗ: କ୍ରୀଡା ମନ୍ତ୍ରୀ

ଭୁବନେଶ୍ବର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କ୍ରୀଡା ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଖୁବ ଶୀଘ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକ୍ଷମ ହେବ ଯୋଗ ବିଭାଗ । କୌଣସି କାରଣ ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଛି ବିଭାଗ । ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଥିବାରୁ…

ଦିନକୁ ୨ ଘଣ୍ଟା ଓଡିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଅସୁବିଧା ଓ ଅଭିଯୋଗର କରିବେ ସମାଧାନ । ଏ ନୂଆ ସରକାର ଲୋକଙ୍କ ସରକାର ଲୋକଙ୍କ ସ୍ବାର୍ଥରେ କାମ କରିବେ ମୋହନ ସରକାର । ପ୍ରତିଦିନ ଅପରାହ୍ଣ ୩ଟାରୁ ୫ଟା ଯାଏଁ ସାଡ଼ାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଜ ଶୁଣିବେ…

ଟଙ୍କା ପାଇଁ ମହିଳା ଜଣଙ୍କ ନିଜେ ରଚିଥିଲେ ନିଜ ଅପହରଣର କାହାଣୀ

ଭୁବନେଶ୍ୱର: ଭୁବନେଶ୍ବରରୁ ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାସ୍‌ କରିଛି ପୋଲିସ । ଟଙ୍କା ପାଇଁ ନିଜ ଅପହରଣର ନାଟକ ରଚିଥିଲେ ମହିଳା। ଭାଇଠାରୁ ୧ କୋଟି ଟଙ୍କା ଝଡ଼େଇବାକୁ କରାଯାଇଥିଲା ଅପହରଣର ନାଟକ । ଏହି ଅପହରଣ ନାଟକରେ ସଂପୃକ୍ତ ମହିଳାଙ୍କ ସହ ତାଙ୍କ ବନ୍ଧୁ ମଧ୍ୟ ସାମିଲ ଥିଲେ ।…

ଯୋଗ ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ‘ପ୍ରତି ପଞ୍ଚାୟତରେ ଖୋଲିବ ଆରୋଗ୍ୟମ୍ ସେଣ୍ଟର’

ଭୁବନେଶ୍ୱର: ଆଜି ସମଗ୍ର ବିଶ୍ବରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ରାଜ୍ୟର ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମ ଠାରେ ମଧ୍ୟ ଯୋଗ ଦିବସ ପାଳନ ହୋଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ବଡ…

କାଶବୈଶାଖୀ ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ସୁବର୍ଣ୍ଣପୁର: କ୍ରିକେଟ ଖେଳ ହେଲା କାଳ। ବଜ୍ରପାତ ହେବା ଯୋଗୁଁ ଜଣେ ନାବାଳକର ମୁତ୍ୟୁ ହେବା ସହିତ ଜଣେ ଗୁରୁତର। ଗତକାଲି ବୌଦ୍ଧ ଜିଲ୍ଲା ବାଉଁଶୁନଣୀ ନିକଟ ତାଲପଡା ଗାଁ ଖେଳପଡିଆରେ କ୍ରିକେଟ ଖେଳୁଥିବା ବେଳେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହେବା ଫଳରେ ଘଟିଛି ଏହି ଅଘଟଣ। ଗତକାଲି…

‘ମୁଁ ଲଢୁଆ, କାଳି ମାଡ ଦବେଇପାରିବନି’; ଶରତ ପଟ୍ଟନାୟକ

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ କରିଛନ୍ତି ଦୁଇ ଯୁବକ । କଂଗ୍ରେସ ଭବନ ଭିତରେ ପସି କାଳି ମାଡ କରିଛନ୍ତି । ତେବେ ଯୁବକ ଦୁଇ ଜଣ କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଭିଆଇଛନ୍ତି ତାହା ଅସ୍ପଷ୍ଟ ଥିଲେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି…

ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କଲେ ମାଓବାଦୀ, ଲୋକେ ଭୟଭୀତ

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ସରପଲ୍ଲୀ ଛକରେ ପୋଷ୍ଟର ଲଗାଇଲେ ମାଓବାଦୀ । ପୋଷ୍ଟରରେ ତେଲୁଗୁ ଭାଷାରେ ଲେଖାଯାଇଛି । ଏହି ପୋଷ୍ଟରଟି ସିପିଆଇ ମାଓବାଦୀ ପକ୍ଷରୁ ଲଗାଯାଇଥିବା ସେଥିରେ ଦର୍ଶାଯାଇଛି । ଖବର ମୁତାବକ, ଆଜି ସକାଳେ ସରପଲ୍ଲୀ ଛକରେ ମାଓ ପୋଷ୍ଟର ଲାଗିଥିବା…

ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା, ଜାମିନ ଉପରେ ରୋକ ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ବର୍ତ୍ତମାନ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଜାମିନ ସ୍ଥଗିତ ରହିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଗତକାଲି ଦିଲ୍ଲୀର ମଦ…