Latest Odisha News

BREAKING NEWS

Yearly Archives

2024

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପ୍ରାକ୍ ବଜେଟ୍ ବୈଠକ ଓ ଜିଏସଟି କାଉନସିଲ ବୈଠକରେ ଯୋଗଦେବେ ଉପମୁଖ୍ୟମନ୍ତ୍ରୀ କେଭି…

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଅର୍ଥ ମନ୍ତ୍ରୀ ମାନଙ୍କର ପ୍ରାକ୍ ବଜେଟ୍ ବୈଠକ ଓ ଜିଏସଟି କାଉନସିଲ ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ…

ଯୁଦ୍ଧକୁ ବନ୍ଦ କରିଦେଲେ କିନ୍ତୁ ପେପର ଲିକକୁ ଅଟକାଇ ପାରିଲେ ନାହିଁ ମୋଦୀ: ରାହୁଲ

ନୂଆଦିଲ୍ଲୀ: ନିଟ୍‌ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୋଦୀ ଇସ୍ରାଏଲ-ଗାଜା ଏବଂ ରୁଷିଆ-ୟୁକ୍ରେନ…

ବାଲେଶ୍ବର ସହରରେ ବଢିଲା କର୍ଫ୍ୟୁ କୋହଳ ସମୟ, ୬ରୁ ଦିନ ୧୨ଯାଏଁ କର୍ଫ୍ୟୁ କୋହଳ

ବାଲେଶ୍ବର: ବାଲେଶ୍ବର ସହରରେ ଲାଗିଥିବା କର୍ଫ୍ୟୁ ବଳବତ୍ତର ରହିଛି । ତେବେ ଏହି କର୍ଫ୍ୟୁ କୁ ପୂର୍ବରୁ ଚାରି ଘଣ୍ଟା ପାଇଁ କୋହଳ କରାଯାଇଥିଲା ।ଏହାକୁ ପୁଣି ଏବେ ଆଉ ୨ ଘଣ୍ଟା କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସକାଳ ୭ଟାରୁ ୧୧ଟା ପରିବର୍ତ୍ତେ ସକାଳ ୬ଟାରୁ ଦିନ…

‘ଭୁବନେଶ୍ବରରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍, ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ…

ଭୁବନେଶ୍ବର: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଏଥିପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ, ମେସିନ୍‌ରେ କାର୍ଡ ଗଳାଇଲେ ଚାଉଳ ବାହାରିବ । ଏହି ଉପାୟରେ ଆସନ୍ତା…

୫ ବର୍ଷ ପରେ ବାରବାଟୀ ଷ୍ଟାଡିୟମକୁ ଫେରିଲା ଆନ୍ତର୍ଜାତୀୟ ମ୍ୟାଚ

କଟକ: ଦୀର୍ଘ ୫ ବର୍ଷ ପରେ କଟକର ବାରବାଟୀ ଷ୍ଟାଡିୟମକୁ ଫେରିଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ଯାହାକି ଓଡିଶାର କ୍ରୀଡାପ୍ରେମୀମାନଙ୍କ ପାଇଁ ସନ୍ତୋଷଜନକ ଖବର । ବିସିସିଆଇ ଗୁରୁବାର ଜାରୀ କରିଥିବା ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଘରୋଇ କ୍ରିକେଟ ସିରିଜ କାର୍ଯ୍ୟସୂଚୀରେ ଏହା…

ଅନ୍ତର୍ଜାତୀୟ ଯୋଗ ଦିବସ: ଡାଲ୍ ହ୍ରଦ କୂଳରେ ଯୋଗ କରିବେ ମୋଦି

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୧ରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ । ଏହି ଅବସରରେ ସକାଳ ୬ ଟା ୩୦ରେ ଶ୍ରୀନଗରର ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଏକ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏନେଇ ଆଜି…

ସବୁ ସୀମା ଟପିଲାଣି ଏନଟିଏ, ଏ କିପରି ପରୀକ୍ଷାର ଚର୍ଚ୍ଚା ବୋଲି ପ୍ରଶ୍ନ କରିଛନ୍ତି ଖଡଗେ

ନୁଆଦିଲ୍ଲୀ: ଦେଶରେ ଡାକ୍ତରୀ ଓ ଫେଲୋଶିପ୍‌ ଭଳି ସମ୍ମାନଜନକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ପରିଚାଳନା ଦାୟିତ୍ୱ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ହାତକୁ ଟେକି ଦେଇଛନ୍ତି ଭାରତ ସରକାର । କିନ୍ତୁ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଅଧୀନରେ…

କେନ୍ଦୁପତ୍ର ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ, ୨ ଗିରଫ

ଅନୁଗୁଳ: ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ। ଦୁଇଜଣଙ୍କୁ ଗିରଫ କରିବା ସହ ଏକ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର କେନ୍ଦୁପତ୍ର ଜବତ କରିଛି ବନବିଭାଗ। ଏହାସହ ଅନେକ ନକଲି ନମ୍ବର ପ୍ଲେଟ ମଧ୍ଯ ଜବତ କରିଛି ବିଭାଗ। ସୂଚନା ଅନୁସାରେ, ଅନୁଗୁଳ…

ଆପାର୍ଟମେଂଟରୁ ପଡି ପୂର୍ବତନ କ୍ରିକେଟର ଡେଭିଡ ଜନଶନଙ୍କ ପରଲୋକ

ବେଙ୍ଗାଲୁର: ଭାରତର ପୂର୍ବତନ ପେସ ବୋଲର ଡେଭିଡ ଜନଶନ ୪ର୍ଥ ମହଲାରେ ଥିବା ଏକ ଆପାର୍ଟମେଂଟରୁ ପଡି ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଜନଶନ ଭାରତ ପକ୍ଷରୁ ୧୯୯୬ରେ ୨ଟି ଟେଷ୍ଟ ମ୍ୟାଚ ଖେଳି ୩ଟି ୱିକେଟ ନେଇଥିଲେ । ସେ ଆତ୍ମହତ୍ୟା କରିଛନ୍ତି କିମ୍ବା…

ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣା: ‘ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି’

ନୂଆଦିଲ୍ଲୀ: ଡାକ୍ତରୀ ପରୀକ୍ଷା ନିଟ୍ ସମ୍ପର୍କରେ ବର୍ତ୍ତମାନ ସମଗ୍ର ଦେଶରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଛି । ପ୍ରଶ୍ନ ପତ୍ର ଲିକ୍ ଖବର ପ୍ରଚାର ପରେ ଅନେକ ରାଜନୈତିକ ଦଳ ଏବଂ ଛାତ୍ର ସଂଗଠନ ଏହାକୁ ବିରୋଧ କରୁଛନ୍ତି । ଅନ୍ୟପକ୍ଷରେ ଏନଟିଏ ନିକଟରେ ଅନୁଷ୍ଠିତ ୟୁଜିସି ନେଟ୍ ପରୀକ୍ଷା କୁ…