ଆଗକୁ ବଢୁଛି ମୌସୁମୀ, ୨୩ରୁ ରାଜ୍ୟରେ ମୌସୁମୀ ବର୍ଷା
ଭୁବନେଶ୍ବର: କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି, ରାୟଗଡା, ଗଜପତିକୁ ମୌସୁମୀ ବାୟୁ…