Latest Odisha News

BREAKING NEWS

Monthly Archives

May 2025

ମହିଳା ଭକ୍ତଙ୍କ ପାଇଁ ଖୁସି ଖବର; ଆରମ୍ଭ ହେଲା ଶ୍ରୀଜଗନ୍ନାଥ ମନ୍ଦିରରେ ‘ପିଙ୍କ ହେଲ୍ପ ଡେସ୍କ’

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସୁଥିବା ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂତନ ପଦକ୍ଷେପ ନେଇଛି ପୋଲିସ ପ୍ରଶାସନ । ଶ୍ରୀଜଗନ୍ନାଥ ମନ୍ଦିରରେ ମହିଳାଙ୍କ ପାଇଁ ଆରମ୍ଭ ହେଲା ପିଙ୍କ ହେଲ୍ପ ଡେସ୍କ। ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଏହାକୁ ଗଭୀର ଆଶା ବ୍ୟକ୍ତ…

ସାମ୍ନାକୁ ଆସିଲା ଫିଲ୍ମ ‘ହରି ହରା ବୀରା ମଲ୍ଲୁ’ର ନୂଆ ରିଲିଜ୍ ତାରିଖ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ସବୁଠାରୁ ପ୍ରତୀକ୍ଷିତ ଫଲ୍ମ 'ହରି ହରା ବୀରା ମଲ୍ଲୁ' ଖୁବ୍ ଶୀଘ୍ର ପରଦାକୁ ଆସିବାକୁ ପ୍ରସ୍ତୁତ । ଏକ ମହାକାବ୍ୟିକ ସ୍ତରରେ ନିର୍ମିତ, 'ହରି ହରା ବୀରା ମଲ୍ଲୁ' ଏବେ ଏହାର ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି ଏବଂ ପୋଷ୍ଟ-ପ୍ରଡକ୍ସନ ପୁରା…

ମଣିପୁରରେ ୩୫୦ରୁ ଅଧିକ ଉଗ୍ରବାଦୀ ଗିରଫ; ଜବରଦସ୍ତ କରୁଥିଲେ ଚାନ୍ଦା ଆଦାୟ

ଇମ୍ଫାଲ: ମଣିପୁରରେ ସୁରକ୍ଷା ବାହିନୀ ୩୫୦ରୁ ଅଧିକ ଉଗ୍ରବାଦୀଙ୍କୁ ଗିରଫ କରିଛି। ଏହି ଉଗ୍ରବାଦୀମାନେ ବୈବାହିକ ବିବାଦର ସମାଧାନ ପାଇଁ ଦାଦାବଟି ଆଦାୟ କରୁଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ଫେବୃଆରୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏହି ଉଗ୍ରବାଦୀ ଧରାପଡିଛନ୍ତି । ଯେକୌଣସି…

ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ, ୭ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ପୋଲିସ ପକ୍ଷରୁ ନିଶା ବିରୋଧି ଅଭିଯାନ ନେଇ ଚଢାଉ ସମୟରେ ବିପୁଳ ନିଶା ଦ୍ରବ୍ୟ ଜବତ କରାଯାଇଛି । ଏହି ଘଟଣାରେ ମୋଟ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ଲଗଜୁରିୟସ କାର୍, ବୁଲେଟ୍ ଓ ଦାମୀ ଦାମୀ ମୋବାଇଲ ଆଦି ଜବତ କରାଯାଇଛି । ଖବର ମୁତାବକ,…

ବିଦେଶ ଯାଉଥିବା ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିବେ ବିକ୍ରମ ମିଶ୍ରୀ

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶ ଦେଶ ବୁଲି ଅପରେସନ ସିନ୍ଦୂର ନେଇ ଦେଶର ପକ୍ଷ ରଖିବେ ଭାରତର ସାଂସଦ । ଏନେଇ ବିଜେପି ସରକାରଙ୍କ ପକ୍ଷରୁ କିଛି ସାଂସଦଙ୍କୁ ଚୟନ କରାଯାଇଛି । ଭାରତ ଦ୍ୱାରା ୭ ଟି ପ୍ରତିନିଧିମଣ୍ଡଳ ଗଠନ କରାଯାଇଛି, ଯେଉଁଥିରେ ମୋଟ ୫୯ ଜଣ ସଦସ୍ୟ ଅଛନ୍ତି। ତେବେ ସାଂସଦଙ୍କ ବିଦେଶ…

ହେରା ଫେରି-୩ରୁ ବାହାରିଲେ ପରେଶ ରାୱଲ, ଜାଣନ୍ତୁ କାହିଁକି ଫିଲ୍ମରେ ନଜର ଆସିବେନି ବାବୁ ଭୟା…

ମୁମ୍ବାଇ: ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ସୁପରହିଟ୍ କମେଡି ଫ୍ରାଞ୍ଚାଇଜ୍ ହେରା ଫେରି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଏହି ଫିଲ୍ମରେ ପରେଶ ରାୱଲଙ୍କ ବାବୁରାଓ ଗଣପତରାଓ ଆପ୍ଟେ ଚରିତ୍ରକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଫିଲ୍ମ ସମ୍ପର୍କରେ,…

ସୂର୍ଯ୍ୟକୁମାର, ସଞ୍ଜୁ, ରିତୁରାଜ, ଗିଲଙ୍କୁ ପଛରେ ପକାଇଲେ ରାହୁଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହା ତାଙ୍କ ଟି୨୦ କ୍ୟାରିୟରର ୭ମ ଶତକ । ଏହି ଶତକ ସହ ରାହୁଲ ଭାରତର ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ରିତୁରାଜ ଗାଏକ୍ୱାଡ ଓ…

ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଇନଫ୍ଲୁଏନ୍ସରଙ୍କୁ ଚାକିରି ଦେଉଥିଲେ!

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଲିଙ୍କରେ ବନ୍ଧା ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ଜ୍ୟୋତି ଯିଏକି ପୂର୍ବରୁ ଦିଲ୍ଲୀରେ ୨୦ ହଜାର ଟଙ୍କାରେ କାମ କରୁଥିଲେ ସେ ବିଶ୍ୱର ଅନେକ ଦେଶ ଭ୍ରମଣ କରିଛନ୍ତି। ଏହି ଖବର ପରେ ସୋସିଆଲ ମିଡିଆରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

ସାଂସଦ ଗୌରବ ଗୋଗୋଇଙ୍କୁ ନିମନ୍ତ୍ରଣ କରିଥିଲା ଆଇଏସଆଇ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଗୌହାଟୀରେ ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୌରବ ଗୋଗୋଇ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ନିମନ୍ତ୍ରଣରେ…

ଟ୍ରେଭିସ ହେଡ କରୋନା ପଜିଟିଭ, ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଖେଳିବେନି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ସୋମବାର ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚ ପୂର୍ବରୁ ହାଇଦ୍ରାବାଦକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିଯୋଗୁ…