Latest Odisha News

BREAKING NEWS

Monthly Archives

June 2025

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ମେଳି, ରତ୍ନମଣ୍ଡପ ଛାଡି ସ୍ନାନବେଦୀରେ ଶ୍ରୀଜିଉ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଆରମ୍ଭ ହେଲା ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି। ଧାଡ଼ି ପହଣ୍ଡିରେ ବିଜେ ହେଉଛନ୍ତି ଶ୍ରୀ ଜଗନ୍ନାଥ। ସ୍ନାନ ବେଦୀକୁ ବିଜେ କରୁଛନ୍ତି ଶ୍ରୀ ଜଗନ୍ନାଥ। ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ…

ଶ୍ରୀ ଭାଗବତ ସାର ୬୪: ଶ୍ରୀମଦ ଭାଗବତର ପ୍ରଚାର ପ୍ରସାରରେ ଶୁକଦେବଙ୍କ ଭୂମିକା ନିଶ୍ଚିତ ସ୍ୱୀକାର୍ଯ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଶୁକଦେବଙ୍କ ଜନ୍ମ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ଥିବା ସମୟରେ ଶିବପୁରାଣ, ଲିଙ୍ଗ ପୁରାଣ ଓ ପଦ୍ମକଳ୍ପ ଟୀକା ଭାଗବତରୁ ଆନିତ ପ୍ରଥମ କିମ୍ବଦନ୍ତୀଟି ଗ୍ରହଣୀୟ ହୁଏ ନାହିଁ। କାରଣ ଅନେକ ଗବେଷକ ମତ ଦିଅନ୍ତି ଯଦି ମୃତ…

ଯାଜପୁରରେ ମାଡୁଛି ଡାଇରିଆ; ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଗଠନ ହେଲା ସ୍ୱତନ୍ତ୍ର ଡାକ୍ତରୀ ଟିମ

ଯାଜପୁର:ଯାଜପୁରରେ ଡାଇରିଆ ବ୍ୟାପିବାରେ ଲାଗିଛି । ପ୍ରାୟ ୪ଟି ବ୍ଲକ କୋରେଇ, ଧର୍ମଶାଳା,ରସୁଲପୁର ଓ ବ୍ୟାସନଗର ପୌର ପରିଷଦ ଅଞ୍ଚଳ ରେ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଅଛନ୍ତି । ଝାଡ଼ାବାନ୍ତିରେ ପୀଡ଼ିତ ହୋଇ ଶତାଧିକ ରୋଗୀ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଲେଣି । ଏତେ ସଂଖ୍ୟାରେ ଆକ୍ରାନ୍ତ…

ପାର୍ଟ ପ୍ଲଟ୍‌ ବିକ୍ରି ବାଟ ଖୋଲିଲା, ଥରେ ବିକ୍ରି କରିହେବ…

ଭୁବନେଶ୍ବର:ଆସିଲା ODA (ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ଦ୍ବିତୀୟ ସଂଶୋଧନ ରୁଲ୍। ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଥରକେ ୫ ଶହ ବର୍ଗମିଟର ବିକ୍ରି କରିହେବ। ବିନା ଅନୁମୋଦନରେ ୫ ଶହ ବର୍ଗମିଟର ଥରେ ବିକ୍ରି କରିପାରିବେ। ମାତ୍ର ବିକ୍ରି ପାର୍ଟ ପ୍ଲଟ୍ ରିୟଲ ଇଷ୍ଟେଟ୍…

ରାଜା ରଘୁବଂଶୀ ହତ୍ୟା ମାମଲାରେ ରାଗିଗଲେ କଙ୍ଗନା, କହିଲେ ‘ମୂର୍ଖତା ପ୍ରତି ସାବଧାନ ରୁହନ୍ତୁ’

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ଉପରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ତାଙ୍କର ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଘଟଣାକୁ "କ୍ରୁର, ଭୟଙ୍କର ଏବଂ ସବୁଠୁ ଘୃଣ୍ୟ" ବୋଲି…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକମା ସସପେଣ୍ଡ୍

ଭୁବନେଶ୍ବର:କଳାହାଣ୍ଡି ଜିଲାର ଧର୍ମଗଡ଼ ଉପଜିଲ୍ଲାପାଳ IAS ଧୀମାନ ଚକମା ସସପେଣ୍ଡ୍। ଭିଜିଲାନ୍ସ ଦ୍ବାରା ଗିରଫ ପରେ ତାଙ୍କୁ ନିଲମ୍ବନ କରାଯାଇଛି। ଧୀମାନଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବାପରେ,…

ବାହାଘର ଭୋଜିଖାଇ ୩୦ ଅସୁସ୍ଥ, ଜଣେ ମୃତ

କେନ୍ଦୁଝର: ଆନନ୍ଦପୁର ଉପାନ୍ତ ତରାଇଲୋ ଗାଁରେ ଅଘଟଣ । ଖୁସିର ମୁହୁର୍ତ୍ତ ବଦଳିଲା ଦୁଃଖରେ । ବାହାଘର ଭୋଜିଖାଇ ୩୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ, ସେଥି ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଦର୍ଶନ ପାତ୍ର । ସୁଦର୍ଶନଙ୍କ ମୃତ୍ୟୁ…

ଏହି ନିର୍ଦ୍ଦେଶକଙ୍କ ଯୋଗୁଁ ଅଟକିଗଲା ପ୍ରଭାସଙ୍କ ବିବାହ….

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସର୍ବୋତ୍ତମ ଅଭିନେତା ପ୍ରଭାସ ୪୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ହେଲେ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ଅନେକ ପ୍ରସିଦ୍ଧ ଅଭିନେତାଙ୍କ ପରି, ପ୍ରଭାସ ମଧ୍ୟ ଏକାକୀ ଜୀବନଯାପନ କରୁଛନ୍ତି । ଯଦିଓ ତାଙ୍କର ବିବାହ ବର୍ଷ ବର୍ଷ ପୂର୍ବରୁ…

ପ୍ରଥମ ଥର ମନରେଗାରେ ଖର୍ଚ୍ଚ ସୀମା ସ୍ଥିର କଲେ କେନ୍ଦ୍ର ସରକାର, ବର୍ଷର ପ୍ରଥମ ଛଅ ମାସରେ ଖର୍ଚ୍ଚ ହେବ..

ନୂଆଦିଲ୍ଲୀ:କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (MGNREGS) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ବଜେଟର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ନିଷ୍ପତ୍ତି ଦେଶର ଗ୍ରାମୀଣ ଅଞ୍ଚଳରେ ରୋଜଗାର…

ଭୁବନେଶ୍ୱର ଡିସିପିଙ୍କ ନୂଆ ବିଲ୍ଡିଂ ଉଦ୍‍ଘାଟିତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଅର୍ବାନ ପୋଲିସ ଆରକ୍ଷୀ ଉପଆୟୁକ୍ତ (ଡିସିପି)ଙ୍କ ନବନିର୍ମିତ କାର୍ଯ୍ୟାଳୟର ଉଦ୍‍ଘାଟନ କରିଛନ୍ତି । ୨୨୭୨ ବର୍ଗମିଟର ଅଞ୍ଚଳରେ ଚାରିମହଲା ବିଶିଷ୍ଟ ଏହି ନୂତନ କାର୍ଯ୍ୟାଳୟ ସୌଧଟି ନିର୍ମାଣ ହୋଇଛି । ଏଥିପାଇଁ ୭ କୋଟି ୮୦…