Latest Odisha News

BREAKING NEWS

Monthly Archives

June 2025

ଶ୍ରୀ ଭାଗବତ ସାର ୬୮: ଶ୍ରୀମଦ ଭାଗବତଙ୍କୁ ବେଦ ଓ ଉପନିଷଦର ସାର କଥା ଭାବେ ମାନ୍ୟତା ମିଳିଲା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ମଧ୍ୟରେ ବ୍ରହ୍ମ ସୂତ୍ର ତଥା ବେଦାନ୍ତ ଦର୍ଶନର ଭାବ କିପରି ମିଶିଲା, ତାହାର ସାମାଜିକ ଆବଶ୍ୟକତା କଣ ଥିଲା ସେ ବିଷୟରେ ସାମାନ୍ୟ ଆଲୋକପାତ କରିବା। ଖ୍ରୀଷ୍ଟ ପୂର୍ବ ୨୫୦୦ରୁ ଖ୍ରୀଷ୍ଟ ପୂର୍ବ ୬୦୦ ମସିହା ଯାହାକୁ…

ଜୁନ୍‌ ୨୬ରେ ଚତୁର୍ଗ୍ରହୀ ଯୋଗ;ଆର୍ଥିକ ଲାଭ ପାଇବେ ଏହି ରାଶି…

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଜୁନ୍ ମାସର ଶେଷ ସପ୍ତାହରେ, ମିଥୁନ ରାଶିରେ ଗ୍ରହମାନଙ୍କର ଏକ ଅତ୍ୟନ୍ତ ସୁନ୍ଦର ଯୋଗ ସୃଷ୍ଟି ହେଉଛି। ମିଥୁନ ରାଶିରେ ଚନ୍ଦ୍ର ସହିତ ସୂର୍ଯ୍ୟ, ବୁଧ, ଗୁରୁ ଏକ ଅତ୍ୟନ୍ତ ସୌଭାଗ୍ୟଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି କରିବେ। ୨୬ ଜୁନରେ ମିଥୁନ ରାଶିରେ ଏକ…

ମନେ ଅଛି ତ ସୂର୍ଯ୍ୟକୁମାରଙ୍କ ଐତିହାସିକ କ୍ୟାଚ, ଫିଲ୍ଡର ଆଗକୁ କରିପାରିବେନି ଏହି ଚମତ୍କାର

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଫାଇନାଲରେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ କି ବା ଭୁଲିପାରିବ । ଏହି ରିଲେ କ୍ୟାଚ ଭାରତକୁ ବିଶ୍ୱ ଚାମ୍ପିୟନ କରାଇଥିଲା କହିଲେ ଭୁଲ ହେବନି । ତେବେ ଆଇସିସି ଓ ଏମସିସି ବାଉଣ୍ଡରୀ ଲାଇନ ଉପରେ ଏ ଭଳି କ୍ୟାଚ ଆଗକୁ ବୈଧ ହେବନି । ପୂର୍ବରୁ ଫିଲ୍ଡର ଶୂନ୍ୟରେ…

ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି। ଆଜି ବିଭିନ୍ନ ହସ୍ପିଟାଲରେ ନୂଆ ରୋଗୀଙ୍କ ଆଡମିଶନ ସଂଖ୍ୟା ବହୁ ପରିମାଣରେ କମିଛି, ଏବଂ ନୂଆ ଅଂଚଳ କଲେରାରେ ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ। ଗତକାଲି ସୁଦ୍ଧା ଯେଉଁମାନେ ବିଭିନ୍ନ ଗୋଷ୍ଠୀ…

ଭୟଙ୍କର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ, ଭାରତରେ ଡବଲ ହୋଇଯିବ ତେଲ ଦର ?

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ। ମସାଇଲ ମାଡ଼ରେ ଛାରଖାର ଦୁଇ ଦେଶ । ଏତେ ବଡ଼ ଯୁଦ୍ଧ ହେବ ବୋଲି ଭାବି ନଥିଲା ବିଶ୍ୱ । ଏବେ ପୂରା ବିଶ୍ୱ ଚ୍ୟାଲେଞ୍ଜ ହୋଇ ଏହି ଇରାନ-ଇସ୍ରାଏଲ ଯୁଦ୍ଧ । ତେବେ ବଡ଼ କଥା ହେଉଛି ଯୁଦ୍ଧ ଭିତରେ ବିଶ୍ବ ଉପରେ କେମିତି ପଡ଼ିବ ପ୍ରଭାବ ? ଏବେ…

ଅହମଦାବାଦ ପ୍ଲେନ୍ କ୍ରାସ୍ ଘଟଣା: ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଅହମଦାବାଦରେ ଘଟିଥିବା ପ୍ଲେନ୍ କ୍ରାସ୍ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ। ଏହି ପରିପ୍ରେକ୍ଷୀରେ ନିଜର ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ନିଜ ବାଲୁକା କଳାରେ ସୁଦର୍ଶନ ଦେଇଛନ୍ତି ନେଭର ଏଗେନ ର ବାର୍ତ୍ତା।…

ଭାଇରାଲ ହେଲା ମାର୍କରାମଙ୍କୁ ନେଇ କୋହଲିଙ୍କ ଟୁଇଟ

ଲଣ୍ଡନ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଆଡେନ ମାର୍କରାମଙ୍କ ଆକର୍ଷଣୀୟ ଶତକ ଦଳକୁ ବିଜୟୀ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ମିଚେଲ ଷ୍ଟାର୍କ, ପ୍ୟାଟ କୁମିନ୍ସ ଓ ଜୋଶ ହାଜେଲଉଡଙ୍କ ବିପକ୍ଷରେ…

ଚୋକର୍ସ ନୁହନ୍ତି…ଚାମ୍ପିୟନ

ଦକ୍ଷିଣ ଆଫ୍ରିକା ଟିମକୁ ଏବେ ଚାମ୍ପିୟନ କହିବା ଅଭ୍ୟାସ କରିବାକୁ ପଡିବ । ଚୋକର୍ସ ଟ୍ୟାଗରୁ ଉଠି ଏବେ ସେମାନେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ଅନେକ ଥର ଭଲ ପ୍ରଦର୍ଶନ କରିବା ସତ୍ୱେ ଟାଇଟଲ ହାତେଇ ପାରୁ ନ ଥିଲେ । ଏବେ ଏଥିରେ ଫୁଲ ଷ୍ଟପ ପକାଇଛନ୍ତି ଟେମ୍ବା ବାଭୁମା ଓ ଟିମ । ବାଭୁମାଙ୍କ…

ବାଲାଘାଟରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୪ ନକ୍ସଲ ନିହତ

ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ବଡ଼ ଅପରେସନ୍ ଚଳାଇଛନ୍ତି। ମଧ୍ୟପ୍ରଦେଶରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର। ବାଲାଘାଟ ଜିଲ୍ଲାର ପଚମା ଦାଦର ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାବାହିନୀ ଓ ନକ୍ସଲ। ସୁରକ୍ଷାକର୍ମୀଙ୍କ ଗୁଳିରେ ୪…

ମ୍ୟାଜିକାଲ୍ ସିଟ୍ ନମ୍ବର ‘୧୧ଏ’…୨୭ ବର୍ଷ ପୂର୍ବେ ମଧ୍ୟ ହୋଇଥିଲା ସମାନ ଚମତ୍କାର

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ, ବିଶ୍ୱାସ କୁମାର ରମେଶଙ୍କ ଜୀବନ ବଞ୍ଚିଯିବା କୌଣସି ଚମତ୍କାରଠାରୁ କମ ନୁହେଁ। ସେହି ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ରମେଶ ହିଁ ଏକମାତ୍ର ବ୍ୟକ୍ତି ଯିଏ ବଞ୍ଚି ଯାଇଥିଲେ। ରମେଶଙ୍କ ସିଟ୍ ନମ୍ବର ଥିଲା 11A। ବର୍ତ୍ତମାନ ଏହି ସିଟ୍‌ ନମ୍ବର…