Latest Odisha News

BREAKING NEWS

Monthly Archives

July 2025

ପକେଟ ଛୁରୀ, ହେୟାର କ୍ଲିପରେ ପ୍ରସବ କରାଇଲେ ସେନା ଡାକ୍ତର, ସବୁଠି ପ୍ରଶଂସା…

ଝାନ୍ସୀ: ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାର ରେଳ ଷ୍ଟେସନରେ ଜଣେ ଗର୍ଭବତୀ ମହିଳାଙ୍କ ସଫଳତାର ସହ ପ୍ରସବ କରାଯାଇଛି। ଏହି ପ୍ରସବ ପରେ ଝାନ୍ସୀ ସାମରିକ ହସ୍ପିଟାଲର ସେନା ଡାକ୍ତର ମେଜର ରୋହିତ ବାଚୱାଲାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। ଖବର ଅନୁଯାୟୀ, ୩୧ ବର୍ଷୀୟ ମେଜର ରୋହିତ ବାଚୱାଲା…

ସୁନାବେଶରେ ଅଘଟଣ; ରାଧାବଲ୍ଲଭ ମଠରୁ ଖସିଗଲେ ଭକ୍ତ

ପୁରୀ:ପବିତ୍ର ସୁନାବେଶରେ ରାଧାବଲ୍ଲଭ ମଠରୁ ଖସି ଜଣେ ଭକ୍ତ ଗୁରୁତର । ସୂଚନାମୁତାବକ, ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାଧାବଲ୍ଲଭ ମଠରେ ବସିଥିବାବେଳେ ଭକ୍ତଙ୍କୁ ମାଙ୍କଡ ଗୋଡାଇଥିଲା। ଏହି ସମୟରେ ବାବାଜୀ ବେହେରା ନାମକ ଜଣେ ବ୍ୟକ୍ତି ତଳକୁ ପଡିଯାଇଥିଲେ। ଜଗତସିଂହପୁର ପାଟେଳୀ ଗାଁର…

ରିଲ୍ସ ପାଇଁ ଟ୍ରାକରେ ଶୋଇଲେ ନାବାଳକ, ଅଳ୍ପକେ ବର୍ତ୍ତିଲା ଜୀବନ 

ଭୁବନେଶ୍ୱର: ଟ୍ରେନ ଟ୍ରାକରେ ସୋସିଆଲ ମିଡିଆ ରିଲ୍ସ କିମ୍ବା ଷ୍ଟଣ୍ଟ ଭିଡିଓ ତିଆରି କରିବାର ବିପଜ୍ଜନକ ଏବଂ ବେଆଇନ ଅଭ୍ୟାସ ବିରୁଦ୍ଧରେ ଲୋକମାନଙ୍କୁ ରବିବାର ଦିନ ସତର୍କ କରାଇଛି ପୂର୍ବତଟ ରେଳପଥ। ଏକ ବିବୃତ୍ତିରେ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୫ରେ ଏକ ଅଡିଓ-ଭିଡିଓ…

ଭାରତରେ ଆୟୋଜିତ ହୋଇପାରେ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ

ନୂଆଦିଲ୍ଲୀ: ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ୨୦୨୫ ସଂସ୍କରଣ ଟୋକିଓରେ ଆୟୋଜିତ ହେବ । ଏଥିନେଇ ପ୍ରଶଂସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଆନ୍ତର୍ଜାତୀୟ ସଫଳତା ଭାରତୀୟ ଆଥଲେଟିକ୍ସପ୍ରେମୀଙ୍କୁ ବେଶ ଉତ୍ସାହିତ କରିଛି । ଭାରତ ଏବେ ଏହି…

ପୋଲ ଉପରେ ଚାଲିଲା ୪ ଫୁଟ ଉଚ୍ଚର ବର୍ଷା ଜଳ; ୨ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର: ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ଠାରୁ ନଈଗାଁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଜଗଦଳା ପୋଲ ଉପରେ ୪ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି। ଶନିବାର ଦିନସାରା ବର୍ଷା ଲାଗି…

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଭାବେ ମୀନାକ୍ଷୀ ବାହିନୀପତି ନିଯୁକ୍ତ

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ବରିଷ୍ଠ ନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଭାବରେ ନିଯୁକ୍ତ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ରବିବାର ଏକ ବିଜ୍ଞପ୍ତି ଜାରି କରିଛି। ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ…

ନିଶାସକ୍ତ ଅଟୋ ଡ୍ରାଇଭର; ଟ୍ରେନ ଟ୍ରାକ ଉପରେ ଗାଡ଼ି ରଖି ଏଭଳି କଲେ…

ପାଟଣା: ବିହାରର ସୀତାମାଢ଼ିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜିଲ୍ଲାର ମେହସୌଲ ଅଞ୍ଚଳର ବୋଲି ଜଣାପଡିଛି। ଜଣେ ଅଟୋ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ିକୁ ସିଧା ରେଳ ଟ୍ରାକ ଉପରେ ଚଢାଇ ଦେଇଥିଲେ। ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରେନ୍ ମଧ୍ୟ ନିକଟବର୍ତ୍ତୀ…

ପବିତ୍ର ହରିଶୟନ ଏକାଦଶୀ; ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁ ଦିଅଁ

ପୁରୀ: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ତଥା ପବିତ୍ର ଶ୍ରୀହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଢ଼ାଉ ବେଶ ବା ସୁନାବେଶ । ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁ ଦିଅଁ । ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ,…

ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି; ଆଗାମୀ ୨୪ ଘଣ୍ଟା ପାଇଁ ୪ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ବର: ପୁଣି ସୃଷ୍ଟି ହେଲା ଏକ ଲଘୁଚାପ କ୍ଷେତ୍ର । ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ, ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ।…

ଝଡ଼ବର୍ଷା ନେଇ ୧୦ ଜିଲ୍ଲାକୁ ଆଲର୍ଟ ଜାରି 

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ଦଶଟି ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡା,…